ଗୁଗଲ ବିଜ୍ଞାପନ ମାଧ୍ୟମରେ ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଦଳ, ଜାଣନ୍ତୁ କେଉଁ ଦଳ କେତେ ଖର୍ଚ୍ଚ କରିଛି
ନୂଆଦିଲ୍ଲୀ,୧୫।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିଛି। ଶାସକ ଦଳ ଭାଜପା ଠାରୁ ଆରମ୍ଭ କରି ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନରେ ଜିତିବାକୁ ଚେଷ୍ଟା କରିଛନ୍ତି। ଏହି ନିର୍ବାଚନରେ ରାଜନୈତିକ ଦଳମାନେ…
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ୬ ଲୋକ
ନୂଆଦିଲ୍ଲୀ,୧୫।୫: ଆନ୍ଧ୍ରପ୍ରଦେଶର ବାପାଟଲା ଜିଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲା ଠାରୁ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା…
୧୮୦୦ ଫୁଟ୍ ଗଭୀର ଖାଦାନରେ ଫସିଗଲେ ୧୪ ଅଧିକାରୀ
ନୂଆଦିଲ୍ଲୀ,୧୩।୫: ରାଜସ୍ଥାନର ଝୁନୁଝୁନ୍ ଜିଲାର ଏକ ଖଣିରେ ହିନ୍ଦୁସ୍ତାନ କପର୍ ଲିମିଟେଡ୍ର ୧୪ ଜଣ ଅଧିକାରୀ ଏବଂ ସଦସ୍ୟମାନେ ୧୮୦୦ ଫୁଟ୍ ଗଭୀର ଖାଦାନରେ ଫସି ରହିଛନ୍ତି। କର୍ମଚାରୀମାନଙ୍କୁ ଭିତରକୁ ଓ ବାହାରକୁ ପରିବହନ ପାଇଁ ବ୍ୟବହୃତ ଭର୍ଟିକାଲ ଲିଫ୍ଟରେ ତ୍ରୁଟି…
ଚୋରି ପାଇଁ ୨୦୦ ଥର ବିମାନ ଯାତ୍ରା
ନୂଆଦିଲ୍ଲୀ, ୧୫ା୫:୧୧୦ ଦିନରେ ୨୦୦ ଥର ବିମାନ ଯାତ୍ରା କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବା ଏକ ହାଇ ପ୍ରୋଫାଇଲ ଚୋରକୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଧରିବାରେ ସଫଳ ହୋଇଛି। ସାଧାରଣତଃ ବିମାନ ଯାତ୍ରାରେ ସାମଗ୍ରୀ ଅଧିକ ସୁରକ୍ଷିତ ବୋଲି…
ଏକମାତ୍ର ଗ୍ୟାରେଣ୍ଟି ‘ମୋଦି ଜିତିବେନି’
କଲ୍ୟାଣୀ,୧୫ା୫: ଚଳିତ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ବ୍ଲକ୍ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ। ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି…
ମାଓବାଦୀ କହି ୧୨ ନିରୀହଙ୍କୁ ହତ୍ୟା
ରାୟପୁର,୧୫ା୫:ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଭାଜପା ଶାସିତ ଛତିଶଗଡ଼ ସରକାରର ବଡ଼ ଚାଲବାଜି ଧରାପଡ଼ିଛି। ଓଡ଼ିଶାରେ ସୋମବାର (ମେ’ ୧୩ରେ) କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ଆସନ ସହ…
‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍ଲାଇନ୍’
ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି ନୂଆ ଉପାୟ ଆପଣାଉଛନ୍ତି। ଏମିତିରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧି ଏକ ଭିଡିଓ ଶେୟାର…
ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ
ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର ପାଇଁ ବୁଧବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଭାଜପା ଚାଣକ୍ୟ…
‘କୌଣସି ଦଳକୁ ସମର୍ଥନ ଦେବୁ ନାହିଁ’; ଘୋଷଣା କରି ଭାଜପାକୁ ବଡ଼ ଝଟ୍କା ଦେଲେ…
ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶ ଜନସତ୍ତା ଦଳ(ଗଣତାନ୍ତ୍ରିକ) ମୁଖ୍ୟ ରାଜା ଭୈୟା ଲୋକ ସଭା ନିର୍ବାଚନରେ କୌଣସି ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବିବେକ ଏବଂ ପସନ୍ଦ ଅନୁଯାୟୀ ଭୋଟ୍ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ…
ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!
ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।…
୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍ ବିଭାଗ ନେଲା ବଡ଼ ପଦକ୍ଷେପ…
ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍ଏମ୍ଏସ୍ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ ସଂଗଠନକୁ ବ୍ଲାକଲିଷ୍ଟ(କଳା ତାଲିକାଭୁକ୍ତ) କରାଯାଇଛି। ୭୦୦ ଏସ୍ଏମ୍ଏସ୍ ବିଷୟବସ୍ତୁ ଟେମ୍ପଲେଟ୍ଗୁଡ଼ିକ ବନ୍ଦ କରାଯାଇଛି। ୩୪୮…
୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?
ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ ବଡ଼ ବଙ୍ଗଳା ରହିଛି। କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକାଣୀ ସେ। ହେଲେ…

