‘ଇଣ୍ଡିଆ’ କ୍ଷମତାସୀନ ହେଲେ ବାହାରୁ ସମର୍ଥନ ଦେବେ ମମତା
କୋଲ୍କାତା,୧୬ା୫:ବିରୋଧୀଙ୍କ ଇଣ୍ଡିଆନ୍ ନ୍ୟାଶନାଲ ଡେଭେଲପ୍ମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏଥିରେ ସାମିଲ ହେବ ନାହିଁ। ଇଣ୍ଡିଆ ବ୍ଲକ୍କୁ ଟିଏମ୍ସି ବାହାରୁ ସମର୍ଥନ ଦେବ ବୋଲି…
ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ
ବେଙ୍ଗାଲୁରୁ, ୧୫।୫: କର୍ନାଟକ ହୁବଳିସ୍ଥିତ ବୀରପୁରା ଗ୍ରାମରେ ଅଞ୍ଜଳି ଆମ୍ବିଗେରା(୨୦) ନାମ୍ନୀ ଜଣେ ଯୁବତୀ ଶୋଇଥିବା ସମୟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। କିଛି ଦିନ ପୂର୍ବେ ସେ ଗିରିଶ ସାଓ୍ବନ୍ତ(୨୩) ନାମକ ଜଣେ ପଡ଼ୋଶୀଙ୍କ ପ୍ରେମ ନିବେଦନକୁ ମନା…
ଭାରତରେ ସବୁଠାରୁ ବେଶି ହିଟ୍ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ
କାନ୍ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି।…
ଜେଲ୍ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC
ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍ରେ ଥିବା ବେଳେ ସେଠାରୁ ହିଁ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ନିର୍ବାଚନ ଆୟୋଗ ଖଡ୍ଡୁର ସାହିବ…
କେଜ୍ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ…
ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ମୋଦି ୨୦୨୯ ଯାଏ ପଦରେ ରହିବେ, ୨୦୨୯ ପରେ ମଧ୍ୟ ଭାଜପାର ନେତୃତ୍ୱ ନେବେ। କିଛି ଏଭଳି କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦାବିର ଜବାବ ରଖିଛନ୍ତି ଅମିତ ଶାହା। ପ୍ରକାଶ ଯେ, କେଜ୍ରିଓ୍ବାଲ ଜାମିନରେ ମୁକୁଳିବା…
ସୁପ୍ରିମକୋର୍ଟରୁ କେଜ୍ରିଓ୍ବାଲଙ୍କୁ ରୁଟିନ୍ ଜଜ୍ମେଣ୍ଟ ନୁହେଁ, ସ୍ପେଶାଲ ଟ୍ରିଟ୍ମେଣ୍ଟ ମିଳିଛି: ଶାହା
ନୂଆଦିଲ୍ଲୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି। ଏଏନ୍ଆଇ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଶାହା କହିଛନ୍ତି ଯେ ଜାମିନକୁ ନେଇ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଏକ ସାମାନ୍ୟ…
‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’
ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ଶକ୍ତିଶାଳୀ ନେତା। ତାଙ୍କ ନେତୃତ୍ୱରେ ଭାରତ ଶିଖରରେ ପହଞ୍ଚିଛି। ଏଣୁ ସେ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ବୋଲି ବାଲ୍ଟିମୋର…
କଟକରେ ଶାହାଙ୍କ ରୋଡ୍ ଶୋ’
କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମେ ଗଞ୍ଜାମରେ…
ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍ ହେବେ ଚିଟ୍ଫଣ୍ଡକାରୀ
ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଭାଜପା ସରକାର ଆସିଲେ ପ୍ରଥମେ…
ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା
ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର…
ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍? ରେସ୍ରେ ୩ କ୍ରିକେଟର
ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଏକ…
CAA ଅଧୀନରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୫ା୫: ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଅନୁଯାୟୀ ବୁଧବାର ଗୃହ ମନ୍ତ୍ରଣାଳୟ ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। “ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ପ୍ରଥମ ସେଟ୍ ନାଗରିକତ୍ୱ ପ୍ରମାଣପତ୍ର ବୁଧବାର ସରକାର ଜାରି କରିଛନ୍ତି। କେନ୍ଦ୍ର…

