ବିହାରରେ ଏଥର ଗୋଟିଏ ବି ଆସନ ହାରିବୁ ନାହିଁ, ଚତୁର୍ଥ ପର୍ଯ୍ୟାୟ ଭୋଟ ପୂର୍ବରୁ କାହିଁକି ଏମିତି କହିଲେ ମୋଦି
ପାଟନା,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ କଂଗ୍ରେସ ଏବଂ I.N.D.I.A ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ ୪୦୦ ପାର୍ ଏବଂ ବିହାରରେ ବିଜୟ ବିଷୟରେ ମଧ୍ୟ କହିଥିଲେ।…
ଏଏପିକୁ ବାଛିଲେ ମୋତେ ଦ୍ୱିତୀୟ ଥର ଜେଲ ଯିବାକୁ ପଡିବ ନାହିଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୧୨।୫: ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ମୁକ୍ତ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଏକ ରୋଡ ଶୋ’ରେ ଲୋକଙ୍କୁ କହିଛନ୍ତି ଯେ ଯଦି ସେମାନେ ତାଙ୍କୁ ଭୋଟ ଦିଅନ୍ତି…
ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା. ପଶ୍ଚିମ ବଙ୍ଗରେ ଏମିତି ଫଳାଫଳ ଆସିବ ଯାହା କଳ୍ପନା କରାଯାଇ ନ ପାରେ : ମୋଦି
ପାଟନା,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଏପରି ଫଳାଫଳ ଆସିବ ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ। ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମର ସବୁ ସ୍ଥାନରେ ପ୍ରବଳ ଝଡ଼ ସୃଷ୍ଟି ହୋଇଛି।…
ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କୁ ସମନ ଜାରି କଲା ଇଡି
ରାଞ୍ଚି,୧୨ା୫: ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକ ଘରୁ ଗତ ସପ୍ତାହରେ ୩୪ କୋଟି ଟଙ୍କା ଜବତ ହୋଇଥିଲା। ଏହି ମାମଲାରେ ସଚିବ ସଞ୍ଜୀବ ଲାଲ୍ ଏବଂ ତାଙ୍କ ଘରୋଇ ସହାୟକ ଜେହାଙ୍ଗୀରଙ୍କୁ ଗିରଫ କରାଯାଇଥିବା…
କଂଗ୍ରେସର ପରାଜୟକୁ ଲୁଚାଇବାକୁ ବାହାନା ଖୋଜୁଛନ୍ତି ବିରୋଧୀ: ପୀୟୁଷ
ନୂଆଦିଲ୍ଲୀ,୧୨।୫: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରବିବାର କହିଛନ୍ତି ଯେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିରୋଧରେ ଟାମ୍ପରିଂ କରୁଥିବା ଅଭିଯୋଗ ଲୋକ ସଭା ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ପରାଜୟକୁ ଲୁଚାଇବା ପାଇଁ…
ଇତିହାସ ରଚିଲେ ମୋଦି
ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ପାଟନା ବିମାନବନ୍ଦରରେ ପହଞ୍ଚି ସେଠାରୁ ପାଟଣାର ଭଟ୍ଟାଚାର୍ଯ୍ୟ ରୋଡରେ ପହଞ୍ଚିଥିଲେ। ତାଙ୍କ ରୋଡ ଶୋ…
ମୋଦି କହିଲେ ରାଜକୁମାରଙ୍କୁ ତାଙ୍କ ବୟସଠାରୁ ବି ମିଳିବ କମ ଆସନ, ଜବାବ ରଖିଲେ ଶଶି ଥରୁର
ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆରମ୍ଭ କରିଥିବା ବିତର୍କକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ଏବେ ରାହୁଲ ଗାନ୍ଧୀଙ୍କ ବୟସ ବିଷୟରେ ମଧ୍ୟ…
କଂଗ୍ରେସର ଦାବି ଶାହାଙ୍କ ରାଲିରେ ଖବରଦାତାଙ୍କୁ ମାଡ ମାରିଛନ୍ତି ଭାଜପା କର୍ମୀ
ଲକ୍ଷ୍ନୌ,୧୨।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶର ରାଏବରେଲି ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠିକୁ ଅମିତ ଶାହା ସମ୍ବୋଧିତ କରିବାକୁ ଆସିଥିଲେ ସେହି ନିର୍ବାଚନ ରାଲିରେ ଜଣେ ଖବରଦାତାଙ୍କୁ ଭାଜପା କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗହୋଇଛି। ସୂଚନାଯୋଗ୍ୟ, ଅଭିଯୋଗ…
ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୨ା୫: ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଜିଂ ଖାଦ୍ୟସାମଗ୍ରୀଗୁଡ଼ିକରେ ଲାଗିଥିବା ଲେବୁଲ୍ର ଦାବି ବିଭ୍ରାନ୍ତିକର ହୋଇପାରେ। ଦେଶର ଶୀର୍ଷ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏନେଇ ସତର୍କ କରାଇଛି। ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସମୟରେ ଗ୍ରାହକମାନେ…
୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨ା୫:ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି। ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି…
ପ୍ରଶାନ୍ତ କିଶୋରଙ୍କୁ ଲାଗିଲା ବଡ ଝଟ୍କା
ନୂଆଦିଲ୍ଲୀ,୧୨।୫: ସାରଣ ସ୍ଥାନୀୟ ଅଞ୍ଚଳର ସ୍ବାଧୀନ ଏମଏଲସି ଏବଂ ଜନସୁରାଜର ସଂରକ୍ଷକ ଇଞ୍ଜିନିୟର ସଚ୍ଚିଦାନନ୍ଦ ରାୟ ସୋମବାର ଦିନ ଛପରାଠାରେ ପ୍ରସ୍ତାବିତ ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଭାଜପାକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ
ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ ବୋମା ଧମକ ଦେବାର ଧାରା ବନ୍ଦ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଏବେ ରବିବାର ଦିଲ୍ଲୀର ଦୁଇଟି ଡାକ୍ତରଖାନା ପରେ ବର୍ତ୍ତମାନ ଇନ୍ଦିରା ଗାନ୍ଧୀ…

