ଜାତୀୟ

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ, ପୋଲିସର ତନାଘନା

ନୂଆଦିଲ୍ଲୀ,୧୫।୫: ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି। ତେବେ ସେ ଛୁଟିରେ ନିଜ ଘରକୁ ଯାଇଥିଲେ। ସେଠାରେ ସେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜକୁ…

‘ଆମେ ୧୦ କିଲୋ ରାଶନ ଦେବୁ’

ନୂଆଦିଲ୍ଲୀ,୧୫।୫: ଦେଶରେ ଲୋକ ସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଶେଷ ହୋଇଛି। ଆଉ ୩ ପର୍ଯ୍ୟାୟର ଭୋଟିଂ ବାକି ଅଛି। ଏମିତିରେ ସମସ୍ତ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି। ତେବେ ୫ମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଲକ୍ଷ୍ନୌରେ ‘ଇଣ୍ଡିଆ’ ମେଣ୍ଟ…

ମୋଦିଙ୍କ ଭାଷଣ ଶୁଣି ରାଗିକି ନିଆଁବାଣ ପାକିସ୍ତାନ: କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୫: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ ପାକିସ୍ତାନ ଦୃଢ ଆପତ୍ତି ଉଠାଇଛି। ନିକଟରେ ମୋଦି କହିଥିଲେ, ଆମେ ପାକିସ୍ତାନକୁ ଚୁଡ଼ି ପିନ୍ଧାଇବୁ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ନିର୍ବାଚନ ରାଲିରେ ଭାରତୀୟ ରାଜନେତାମାନେ ପାକିସ୍ତାନକୁ ଟାଣିବାଠାରୁ ଦୂରେଇ ରହିବା ଉଚିତ।…

ଜୁନ ୪ ପରେ ମୋଦିଙ୍କ ବିଦାୟ ନିଶ୍ଚିତ, ସରକାର ଗଢ଼ିବ ‘ଇଣ୍ଡିଆ’ ମେଣ୍ଟ: ଖାର୍ଗେ

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି। ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଜଭୂତ ସ୍ଥିତିରେ ରହିଛି। ଏପରିକି ମେଣ୍ଟ ଜୁନ ୪ ପରେ ସରକାର…

ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ଙ୍କୁ ଗିରଫ କରିବା ଅବୈଧ:ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟ ୟୁଏପି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ବେଆଇନ ବୋଲି କହିଛନ୍ତି। ଏଥିସହ ପ୍ରବୀରଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ଆର୍ଥିକ ସହାୟତା ସହିତ ଭାରତ ବିରୋଧୀ କାର୍ଯ୍ୟକଳାପ…

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ ଏବଂ ୨ କୋଟିରୁ ଅଧିକ ଏଫ୍‌ଡି ଯୋଜନାରେ ସୁଧ…

ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା

ମୁମ୍ବାଇ,୧୫।୫: ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ ବୁଧବାର ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି…

କଂଗ୍ରେସର ବଡ଼ ପ୍ଲାନ, ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୫: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବେ । ଦିନ ୧୧ଟା ୪୫ରୁ…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କ ପରଲୋକ। ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ବୁଧବାର ଦେହାନ୍ତ ହୋଇଛି । ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସିନ୍ଧିଆ ପରିବାରର ରାଜମାତା…

ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ

ନୂଆଦିଲ୍ଲୀ,୧୫।୪:ବିବାହରେ ମିଳୁଥିବା ଉପହାରର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହା ପରବର୍ତ୍ତୀ ସମୟରେ ଯୌତୁକ ମାମଲାରେ ସାହାଯ୍ୟ କରିବ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ତାଲିକା ପ୍ରସ୍ତୁତ କରିବା ପରେ କନ୍ୟାପକ୍ଷଙ୍କ…

ଏମ୍‌ପିଙ୍କ ଘରୁ ଚୋରି: ପୋଲିସରେ ଅଭିଯୋଗ

ପୁଣେ,୧୫।୫: ମହାରାଷ୍ଟ୍ରର ଅମରାବତୀ ଲୋକ ସଭା ଏମ୍‌ପି ନବନୀତ ରାଣାଙ୍କ ବାସଭବନରୁ ଚୋରି ହୋଇଛି। ଏନେଇ ତାଙ୍କ ସ୍ବାମୀ ରବି ରାଣା ଚାକର ଅର୍ଜୁନ ମୁଖିଆଙ୍କ ବିରୋଧରେ ଖାର ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛନ୍ତି। ଅର୍ଜୁନ ମୁଖିଆ ବିହାରର ବାସିନ୍ଦା…

ନିର୍ବାଚନ ଭିତରେ ଗ୍ରୋଧା ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଲେ ମୋଦି, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୫।୫: ନିର୍ବାଚନ ଭିତରେ ଗ୍ରୋଧା କାଣ୍ଡ ଉପରେ ବଡ଼ ବୟାନ ଦେଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୦୨ ଗୋଧ୍ରା ହିଂସାକାଣ୍ଡ ପରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?