୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଆଠଟି ରାଜ୍ୟର ୫୭ଟି ଆସନରେ ଭୋଟରମାନେ ସେମାନଙ୍କର ମତ ବ୍ୟବହାର କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି…
୧୫୦ ଜଳଭଣ୍ଡାରରେ ମାତ୍ର ୨୩% ଜଳ
ନୂଆଦିଲ୍ଲୀ,୧ା୬(ପି.ଟି.): ବର୍ତ୍ତମାନ ଭାରତର ପ୍ରମୁଖ ୧୫୦ଟି ଜଳଭଣ୍ଡାରର ଜଳ ମୋଟ ଧାରଣ କ୍ଷମତାର ୨୩%କୁ ଖସିଆସିଛି। ଅର୍ଥାତ୍ ଗତବର୍ଷ ଗ୍ରୀଷ୍ମଋତୁରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ଯେତିକି ଥିଲା, ଚଳିତ ଗ୍ରୀଷ୍ମରେ ସେଥିରେ ୭୭% ହ୍ରାସ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ଓ୍ବାଟର କମିଶନ…
ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି
ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା…
Exit Poll: କିଭଳି କରାଯାଏ ଏକ୍ଜିଟ୍ ପୋଲ୍? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍ଜିଟ୍…
ଏକ୍ଜିଟ୍ ପୋଲ୍ ଏବଂ ଓପିନିଅନ୍ ପୋଲ୍ ମଧ୍ୟରେ ଫରକ କ’ଣ? କେଉଁଭଳି ଭାବେ ଏକାଠି କରାଯାଏ ଡାଟା, ଜାଣନ୍ତୁ ସବିଶେଷ
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ ନଜର…
ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video
ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର…
ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା
ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତିବେଳା ପୋଲିସ…
ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ…
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ। ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ। ଏହି ଫଳାଫଳକୁ ନେଇ…
କିଏ ହେବେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ: ଖାର୍ଗେ କରିଦେଲେ ଖୁଲାସା
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ୬ଟି ପର୍ଯ୍ୟାୟ ପାଇଁ ଭୋଟ ଦିଆଯାଇଥିବାବେଳେ ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ହେବ। ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ ଦାବିଦାରକୁ ନେଇ ନିଜ ମତ ରଖିଛନ୍ତି।…
କ୍ୟାବିନେଟ୍ ସଚିବଙ୍କ ମୋଟ ଦରମା କେତେ ଜାଣନ୍ତି
ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରାର୍ଥୀମାନେ ଆଇଏଏସ୍ ଅଧିକାରୀ ହୁଅନ୍ତି। ଯେଉଁମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି, ସେମାନେ ମଧ୍ୟ ଏକ ଭଲ ଦରମା ପାଆନ୍ତି । କିନ୍ତୁ ଆପଣ…
ଏୟାରହୋଷ୍ଟେସ୍ କଲେ ଏପରି ଘୃଣ୍ୟ କାମ, ଜାଣିଲେ ପାଦତଳୁ ଖସିଯିବ ମାଟି…
ଥିରୁଭାନନ୍ତପୁରମ୍,୩୧ା୫: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ପ୍ରଥମ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ କେବଳ ଗିରଫ କରାଯାଇ ନାହିଁ ବରଂ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ବି…
ଭାରତର ପ୍ରଥମ ଏକଜିଟ ପୋଲ, ଯେଉଁଥିରେ ଭାଜପା ଜିତିବ ବୋଲି ହୋଇଥିଲା ପୂର୍ବାନୁମାନ, ରେଜଲ୍ଟରେ ତାଜୁବ ହୋଇଯାଇଥିଲା ସାରା ଦୁନିଆ
ନୂଆଦିଲ୍ଲୀ,୩୧।୫: ଭାରତରେ ଗଣତନ୍ତ୍ରର ଏହି ବଡ଼ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ୧ରେ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ ଏବଂ ଜୁନ ୪ରେ ଏହାର ରେଜଲ୍ଟ ପ୍ରକାଶ ପାଇବ। ତେବେ ଆସନ୍ତାକାଲି ଅର୍ଥାତ୍ ଜୁନ…

