ଜାତୀୟ

ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍‌’ !

ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍‌ରେ ସିଲ୍‌ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍‌ଜିଟ୍‌ ପୋଲ। ସ୍କୁଲ ଅଫ୍‌…

Exit poll: କେନ୍ଦ୍ରରେ ଭାଜପା ସରକାର! ଜାଣନ୍ତୁ ଓଡ଼ିଶାରେ କିଏ ଆଗରେ

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ସରିବା ପରେ ଶନିବାର ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ବା ଘର ବାହୁଡା ମତ ପ୍ରକାଶ ପାଇଛି। ତେବେ ଏଥିରେ ଓଡ଼ିଶାରେ ଭାଜପା ଆଗରେ ଥିବା ଜଣାପଡିଛି। ଇଣ୍ଡିଆ ଟିଭି…

Exit poll: ପଲଟିଲା ବାଜି, ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ,୧।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ,…

ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ…

ଇଭିଏମ୍‌ରେ ସିଲ୍ ନେତାଙ୍କ ଭାଗ୍ୟ, ୪ ରେ ଫଳାଫଳ

ନୂଆଦିଲ୍ଲୀ,୧।୬: ଶେଷ ହୋଇଛି ସାତ ପର୍ଯ୍ୟାୟ ବ୍ୟାପି ସାଧାରଣ ନିର୍ବାଚନ ୨୦୨୪। ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭୋଟର, ମତଦାନ କର୍ମଚାରୀ, ସୁରକ୍ଷା ବାହିନୀ, ଗଣମାଧ୍ୟମ ଏବଂ ରାଜନୈତିକ ଦଳମାନଙ୍କୁ…

Exit Poll ପୂର୍ବରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦମ୍ଭୋକ୍ତି, ୨୯୫ରୁ ଅଧିକ ସିଟ୍ ଜିତିବ ଇଣ୍ଡିଆ ମିଳିତ ମେଣ୍ଟ

ନୂଆଦିଲ୍ଲୀ,୧ା୬: ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ମଧ୍ୟରେ ଦିଲ୍ଲୀରେ ଇଣ୍ଡିଆ ମିଳିତ ମେଣ୍ଟର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ସହଯୋଗୀ ଦଳର ନେତାମାନେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି…

ନୂଆଦିଲ୍ଲୀ,୧।୬: ଏକଜିଟ ପୋଲ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ, ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ସବୁ ନ୍ୟୁଜ…

୨୦୦୯, ୨୦୧୪, ୨୦୧୯ରେ କେତେ ସଠିକ୍‌ ଥିଲା ଏକ୍‌ଜିଟ୍‌ ପୋଲ୍‌, ଜାଣନ୍ତୁ ପୂରା ତଥ୍ୟ…

ନୂଆଦିଲ୍ଲୀ,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍‌ ଶନିବାର ଅର୍ଥାତ୍‌ ଆଜି ଶେଷ ହେବ। ମତଦାନ ସରିବା ପରେ ତୁରନ୍ତ ଏକ୍‌ଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇବ। ୧୯୫୭ରୁ ଭାରତରେ ଏକ୍‌ଜିଟ୍‌ ପୋଲ ଆରମ୍ଭ ହୋଇଥିଲା।…

ଦୀର୍ଘ ୪୮ ଘଣ୍ଟାର ଧ୍ୟାନ ଶେଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚେନ୍ନାଇ,୧ା୬: ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସଦ୍ଧ୍ୟରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କାନ୍ୟମୁକରି ଯାଇ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟ ୪୫…

କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଲେ ବରିଷ୍ଠ ଭାଜପା ନେତା

ନୂଆଦିଲ୍ଲୀ,୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଛନ୍ତି ଜଣେ ବରିଷ୍ଠ ଭାଜପା ନେତା । ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ନେଇ କେଜରିୱାଲ ସୁପ୍ରିମକୋର୍ଟରେ କହିବା…

ଭୋଟ ଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

କୋଲକାତା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଶନିବାର ସପ୍ତମ ପର୍ଯ୍ୟାୟ ପାଇଁ ୮ ରାଜ୍ୟର ୫୭ଟି ଆସନରେ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ…

ସଲମାନଙ୍କ ଉପରେ ଆକ୍ରମଣ କରିବାର ଥିଲା ଯୋଜନା, ପାକିସ୍ତାନରୁ ମଗାଯାଇଥିଲା ଅସ୍ତ୍ରଶସ୍ତ୍ର

ମୁମ୍ବାଇ,୧।୬: ବଲିଉଡ ଅଭିନେତା ସଲମାନ ଖାଁ ଲଗାତାର ବିପଦରେ ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?