ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ
ବାଲେଶ୍ୱର, ୩୦।୫(ମାନସ ବିଶ୍ୱାଳ)ଭାଜପା ଯାହା ଚାହୁଁଛି ବିଜେଡି ତାକୁ ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ମାତ୍ର ନିର୍ବାଚନ ପରେ ପୁଣି ଭାଜପା-ବିଜେଡି ଏକାଠି ହୋଇଯିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ…
ଆଜି ପ୍ରଚାର କରିବେ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ
ଖଇରା/ସିମୁଳିଆ, ୩୦।୫ (ଉତ୍କଳବନ୍ଧୁ ପଣ୍ଡା/ସନ୍ତୋଷ ନାୟକ)ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଗୁରୁବାର ପ୍ରଚାର ଶେଷ ଦିନ ଥିବା ବେଳେ କଂଗ୍ରେସ, ଭଜପା ଓ ବିଜେଡିର ହେଭିୱେଟମାନେ ପ୍ରଚାରକୁ ଓହ୍ଲାଉଥିବା ସୂଚନା ମିଳିଛି। କଂଗ୍ରେସ ପାଇଁ ରାହୁଲ ଗାନ୍ଧୀ ସିମୁଳିଆ ବ୍ଲକର ମଇତାପୁରଠାରେ…
ବ୍ରିଜ୍ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ
ଲକ୍ଷ୍ନୌ,୨୯ା୫: ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରେସ୍ଲିଂ ଫେଡେରେଶନ୍ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରନ ଭୂଷଣ ସିଂଙ୍କ ସହ ଥିବା ଏକ କାର୍ ଧକ୍କାରେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃୃତ୍ୟୁ ଘଟିଛି। ଗୋଣ୍ଡାଠାରେ ବୁଧବାର…
ୟୁପି ଏବେ ମାଫିଆମୁକ୍ତ, ଯାହା ବି ଅଛି ତାହା ପୂରା ସଫା ହୋଇଯିବ
ଲକ୍ଷ୍ନୌ,୨୯ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଲୋକ ସଭା ନିର୍ବାନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ରବି କିଶନଙ୍କ ସମର୍ଥନରେ ଏକ ରୋଡ୍ ଶୋ’ କରିଥିଲେ। ଏହି ସମୟରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କହିଛନ୍ତି, ‘ୟୁପି…
ମଟନ ପାର୍ଟି ଦେବେ ରାହୁଲ,ପ୍ରିୟଙ୍କା କରିବେ ରୋଷେଇ; ଜାଣନ୍ତୁ କିଏ ହେବେ ସ୍ବତନ୍ତ୍ର ଅତିଥି
ପାଟନା,୨୯।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେବେ ମଟନ ପାର୍ଟି। ଏଥିରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରେଷେୟା ସାଜିବେ। ନିର୍ବାଚନ ପ୍ରଚାର ସମୟରେ ବିହାରରେ ପହଞ୍ଚିଥିବା ବେଳେ ଏଭଳି କିଛି ଖୁଆଇ ଆପ୍ୟାୟିତ କରିବେ ବୋଲି କହିଛନ୍ତି ରାହୁଲ। ଏଥିରେ ତାଙ୍କର…
ଇଣ୍ଡିଆ ମେଣ୍ଟ-ଭାଜପାକୁ କେତେ ସିଟ୍ ମିଳିବ ସ୍ପଷ୍ଟ କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୯ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ସାକ୍ଷାତକାରରେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ୍ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପଞ୍ଜାବର ୩କୋଟି ଲୋକଙ୍କୁ ଶାହା ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ଏନେଇ କେଜ୍ରିଓ୍ବାଲ ଅଭିଯୋଗ…
ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ, ରାହୁଲ-କେଜ୍ରିଓ୍ବାଲଙ୍କୁ ଆଗୁଆ ଶୁଭକାମନା ଦେଲେ…
ଇସଲାମାବାଦ,୨୯।୫: ପାକିସ୍ତାନର ପ୍ରତିଟି ବ୍ୟକ୍ତି ନରେନ୍ଦ୍ର ମୋଦି ନିର୍ବାଚନ ହାରି ଯାଆନ୍ତୁ ବୋଲି ଚାହାନ୍ତି। ସେମାନେ ମୋଦିଙ୍କୁ ହରାଇବା ଲାଗି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇଛନ୍ତି। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର…
ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି
କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ବିଜେଡିରେ ବଡ଼ଧରଣର ବିସ୍ଫୋରଣ ହେବ। ଓଡ଼ିଶା ଏଥର ଡବଲ ଇଞ୍ଜିନ…
ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ
ନୂଆଦିଲ୍ଲୀ,୨୯।୫: ୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ…
ଦିଲ୍ଲୀରେ ୫୨.୩ ଡ଼ିଗ୍ରୀ ଛୁଇଁଲା ତାତି, ରେକର୍ଡ ହେଲା ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା
ନୂଆଦିଲ୍ଲୀ,୨୯।୫: ରାଜଧାନୀ ଦିଲ୍ଲୀରେ ବୁଧବାର ନିଆଁ ବର୍ଷା କରିଛନ୍ତି ସୂର୍ଯ୍ୟ ଦେବ। ଏଥିସହିତ ଦିଲ୍ଲୀରେ ରେକର୍ଡ ହୋଇଛି ଭାରତର ସର୍ବକାଳୀନ ସର୍ବାଧିକ ତାପମାତ୍ରା। ଅପରାହ୍ନ ୨ଟା ୩୦ ସୁଦ୍ଧା ୫୨.୩ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା। ପ୍ରବଳ ଗରମ ସାଙ୍ଗକୁ ଦିଲ୍ଲୀରେ…
ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା…
ନୂଆଦିଲ୍ଲୀ,୨୯ା୫ କଂଗ୍ରେସ ନେତା ମଣିଶଙ୍କର ଆୟାର ୧୯୬୨ରେ ହୋଇଥିବା ଚାଇନା ଆକ୍ରମଣ ପାଇଁ କିଛି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଭାଜପା ମଣିଶଙ୍କରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ଭାଜପା ପ୍ରଶ୍ନ…
ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ
ଭୁବନେଶ୍ୱର,୨୯।୫: ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ…

