ଜାତୀୟ

ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜ୍ୟର ଗୁରୁଗ୍ରାମର ବାଦଶାହାପୁର ବିଧାନସଭା ଆସନରୁ ବିଧାୟକ ରାକେଶ ଦୌଲତାବାଦଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳ ୧୦.୩୦ରେ ତାଙ୍କୁ ହୃଦ୍‌ଘାତ ଆସିଥିଲା, ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଭାଜପା କର୍ମୀଙ୍କ ଉପରକୁ ଟେକାପଥର ମାଡ଼, ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡ଼ିଲେ

କୋଲକାତା,୨୫ା୫: ପଶ୍ଚିମବଙ୍ଗରେ ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଟେକାପଥର ମାଡ଼ କରିବାରୁ ଭାଜପା କର୍ମୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ିଥିଲେ। ଏହି ଘଟଣାରେ ଭାଜପା ତୃଣମୂଳ କଂଗ୍ରେସକୁ ଦାୟୀ କରିଛି। #WATCH | West…

Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୫।୫: ୨୦୨୪ ନିର୍ବାଚନ ଶେଷ ପଯ୍ୟାୟ ପହଞ୍ଚିଥିବାବେଳେ ରେଜଲ୍ଟ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିନାର୍ହି କିନ୍ତୁ ବିଭିନ୍ନ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ଭବିୟେବାଣୀ କରୁଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ…

ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ,୨୫ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି। କୁହାଯାଇଛି, ଏହି ପାଞ୍ଚଟି ପର୍ଯ୍ୟାୟରେ…

‘ଅବ୍‌କି ବାର୍‌ ୪୦୦ ପାର୍‌’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍‌କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍‌ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍‌ ୪ର ରହିବ, କାରଣ ଏହିଦିନ…

ଗୁଗୁଲ ମ୍ୟାପ ଦେଖି କରୁଥିଲେ ଯାତ୍ରା, ନଦୀରେ ପଡିଲା କାର

କୋଟ୍ଟୟମ,୨୫।୫: ପ୍ରାୟତଃ ଅଜ୍ଞାତ ସ୍ଥାନକୁ ଯାତ୍ରା କରିବା ସମୟରେ, ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ ଉପରେ ନିର୍ଭର କରନ୍ତି। କିନ୍ତୁ ସବୁବେଳେ ଗୁଗୁଲ ମ୍ୟାପ୍ସ ଉପରେ ନିର୍ଭର କରିବା ଠିକ ହୋଇ ନ ଥାଏ। କେରଳର…

୪୩ ଡିଗ୍ରୀ ତାପମାତ୍ରାରେ ବିମାନ ଟେକଅପ ପାଇଁ ମନାକଲେ ପାଇଲଟ

ଭୋପାଳ,୨୫।୫: ଭୋପାଳରେ ତାପମାତ୍ରା ବୃଦ୍ଧି ହେତୁ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସାରେ ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ କରିପାରିଲା ନାହିଁ। ଏହି ବିମାନଟି ଭୋପାଳର ରାଜ ଭୋଜ ବିମାନବନ୍ଦରରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅପରାହ୍ନ ୫ଟା…

‘ମମତା ଦିଦି ଠିକ କହୁଛନ୍ତି, ଜୁନ ୪ରେ ସରକାର ତ ଯିବ ହେଲେ…’, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ/କୋଲକାତା,୨୫।୫: ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ଅର୍ଥାତ ମୋଦି ସରକାର ଜୁନ ୪ରେ କ୍ଷମତାରୁ ଯିବେ। ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର…

ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ ଶନିବାର ଭୋଟ ଅନୁଷ୍ଠିତ ହେଉଛି। ମିଳିଥିବା ଖବର ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ସାରା…

ମାଆଙ୍କ ସହ ସେଲଫି ନେଲେ ରାହୁଲ

ନୂଆଦିଲ୍ଲୀ,୨୫।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ଭୋଟ ଦେବାକୁ ନିବେଦନ…

କେଜରିଓ୍ବାଲଙ୍କ ବଡ ଦାବି, ଭାଜପାରେ ଉତ୍ତରାଧିକାରୀଙ୍କୁ ନେଇ ଚାଲିଛି ଲଢେଇ…

ନୂଆଦିଲ୍ଲୀ,୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଭାଜପାରେ ଲଢେଇ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ଅମିତ ଶାହାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଇଣ୍ଡିଆ ଟୁଡେକୁ…

ଭୋଟ ମଧ୍ୟରେ ଜନତାଙ୍କୁ କେଜରିଓ୍ବାଲଙ୍କ ଅପିଲ

ନୂଆଦିଲ୍ଲୀ,୨୫।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ଭୋଟ ଦେବାକୁ ନିବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?