ଜାତୀୟ

କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ,୧ା୬: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ବୋଲି ମନରେ ପ୍ରଶ୍ନ…

ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧।୬: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ସମ୍ପର୍କରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଶନିବାର ସକାଳେ ମୁମ୍ବାଇ ଯିବାକୁଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା।…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ କିଛି…

ମୁହଁରେ ମାସ୍କ, ନାକରେ ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଭୋଟ୍‌ ଦେବାକୁ ଆସିଲେ ବୃଦ୍ଧା

ଶିମ୍‌ଲା,୧ା୬: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ମତଦାନ ଜୋର୍‌ସୋରରେ ଚାଲିଛି। ମଣ୍ଡି, ଶିମ୍‌ଲା, ହମିରପୁର ଏବଂ କାଙ୍ଗ୍‌ରା ଲୋକ ସଭା ଆସନରୁ ଭୋଟ୍‌ ଦେବାର ଫଟୋ ଏବଂ ଭିଡିଓ ଲଗାତର ସାମ୍ନାକୁ ଆସୁଛି। ହିମାଚଳରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ…

OpenAIର ଦାବି, ଇସ୍ରାଏଲ କମ୍ପାନୀ ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ କରିଛି ଚେଷ୍ଟା

ନୂଆଦିଲ୍ଲୀ,୧।୬: ଦେଶରେ ଲୋକ ସଭା ନିର୍ବାଚନ ମଧ୍ୟରେ ଚ୍ୟାଟଜିପିଟିର ନିର୍ମାତା ଓପନଏଆଇ ଏକ ବଡ଼ କଥା କହିଛି। ଭାରତୀୟ ନିର୍ବାଚନକୁ କେନ୍ଦ୍ର କରି ଗୁପ୍ତ ଅଭିଯାନରେ ଏଆଇର ପ୍ରତାରଣାକାରୀ ବ୍ୟବହାରକୁ ରୋକିବା ପାଇଁ ଏହା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ପୁଣେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ

ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍‌ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ ନମୂନା ସହ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବେ ପୋଲିସ ଏନେଇ ସ୍ଥାନୀୟ…

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଫାଇଟ ବଡ ଟାଇଟ!

ନୂଆଦିଲ୍ଲୀ,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଶନିବାର (ଜୁନ ।) ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ଭୋଟ ଗ୍ରହଣ କରାଯାଉଛି। ୧୯୫୧-୫୨ ପରେ ଏହା ହେଉଛି ଦ୍ୱିତୀୟ ଦୀର୍ଘତମ ନିର୍ବାଚନ।…

New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ

ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌ କମ୍‌ ହୋଇଥିବା ବେଳେ ଗାଡ଼ି ଚଳାଇବା ନେଇ ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଟ୍ରାଫିକ ନିୟମ ପୂର୍ବଠାରୁ ଅଧିକ କଠିନ…

କ୍ଷମତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅନେକ ଆସନରେ କଡା ଟକ୍କର, ହେଲେ ସମସ୍ତଙ୍କ ନଜର ବାରାଣସୀ ଉପରେ

ଲକ୍ଷ୍ନୌ,୧।୬: ଚକ୍ରବ୍ୟୁହର ସପ୍ତମ ଦ୍ୱାରରେ ଆଜି ଏକ ଭୟଙ୍କର ଯୁଦ୍ଧ ହେଉଛି। ଶନିବାର ଅନ୍ତିମ ପର୍ଯ୍ୟାୟରେ ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଶନିବାର ଦିନ ସୂର୍ଯ୍ୟ ଅସ୍ତ ହେବା ବେଳକୁ ଦେଶର ଶକ୍ତିର ଭାଗ୍ୟ ଲେଖା ହୋଇଯିବ। ଏହି ପର୍ଯ୍ୟାୟଟି…

ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା,୧।୬: ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶୁକ୍ରବାର (୩୧ ମେ’ ୨୦୨୪)ରେ ଏକ ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର ଅଞ୍ଚଳରେ ବୋମା ଫିଙ୍ଗିବାର ଖବର ରହିଛି। ସୂଚନାନୁସାରେ, ଭୋଟିଂ ପୂର୍ବରୁ ଶନିବାର ସକାଳେ ଭଙ୍ଗରରେ…

କମିଲା ଗ୍ୟାସ ଦାମ୍‌

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହି…

ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର

ନୂଆଦିଲ୍ଲୀ, ୧।୬: ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?