ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି
ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା ଯୋଗାଇ…
ଦୋଷ ମାନିଲା ଏନ୍ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ
ନୂଆଦିଲ୍ଲୀ,୧୦।୭: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ,…
ଶେଷ ହେବ ୟୁକ୍ରେନ ଯୁଦ୍ଧ
ହଙ୍ଗେରୀ/ନୂଆଦିଲ୍ଲୀ,୧୦ା୭: ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମରଙ୍କ ସହ ହୋଇଥିବା ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆର ପରିସ୍ଥିତି ସମେତ ବିଶ୍ୱରେ ଚାଲିଥିବା ବିବାଦ ଉପରେ ଆଲୋକପାତ କରିଛନ୍ତି। ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି ମଧ୍ୟ ହୋଇଥିଲା।…
ମିଛ-ମନଗଢ଼ା କାହାଣୀରେ ମୋତେ ଫସାଯାଇଛି, ଗିରଫଦାରୀ ଅବୈଧ: ହାଇକୋର୍ଟରେ କହିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୦।୭: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କୁ ଫସାଯାଇଥିବା କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଏମ ଜାଲ ତଥା ମନଗଢ଼ା କାହାଣୀରେ ଫସାଇଛି। ଏପରିକି ତାଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ…
ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା…
କ୍ୟାପ୍ଟେନ୍ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…
ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍ରେ ଏକ ଦୁର୍ଘଟଣାରେ କ୍ୟାପ୍ଟେନ୍ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା କରାଯାଇଥିଲା,…
ମୋଦି-ପୁଟିନଙ୍କ ଆଲିଙ୍ଗନ ଫଟୋ ଦେଖି ରାଗରେ ନିଆଁବାଣ ଚାଇନା: କହିଲା ଏମିତି….
ବେଜିଂ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରୁଷିଆ ଗସ୍ତ ବିଶ୍ୱ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କିଛି ଲୋକ କହୁଛନ୍ତି ଯେ, ଏହି ଗସ୍ତ ଆମେରିକା ପାଇଁ ଚିନ୍ତାଜନକ ଏବଂ ଆଉ କେହି କହୁଛନ୍ତି ଚାଇନା ପାଇଁ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ, ଗତ…
ଆଇଏଏସ ଅଧିକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନୀତୀଶ କୁମାର
ପାଟନା,୧୦।୭: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପାଟନାରେ ଜେପି ଗଙ୍ଗା ପଥର ପାଟନା ସିଟିର କଙ୍ଗନାଘାଟ ପର୍ଯ୍ୟନ୍ତ ବିସ୍ତାରର ଉଦ୍ଘାଟନ ପାଇଁପହଞ୍ଚିଥିଲେ। ଗଙ୍ଗା ପଥ ଆହୁରି ଆଗକୁ ଯିବାକୁ ପଡିବ, ତେଣୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ୍…
ବନ୍ଦ ହୋଇଯିବ କାର୍ଟୁନ ନେଟଓ୍ବର୍କ? ଏକ୍ସରେ ଟ୍ରେଣ୍ଡ କରୁଛି #RIPCartoonNetwork
ନୂଆଦିଲ୍ଲୀ,୧୦।୭: କାର୍ଟୁନ ନେଟଓ୍ବର୍କ ଛୋଟବେଳର ସେଇ ଆବେଗ କିଏ ବା ଭୁଲି ପାରିବ। ଏବେ ବି ବିଂଶ ଶତାଦ୍ଦୀ କିମ୍ବା ତା’ ଠାରୁ ପଛର ପିଲାଙ୍କୁ କାର୍ଟୁନ ନେଟଓ୍ବର୍କରେ ଦେଉଥିବା ପୋଗ୍ରାମ ଯମ୍ ଆଣ୍ଡ ଜେରୀ ବିଷୟରେ କହିଲେ ଖୁସି ହୋଇ…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା
ନୂଆଦିଲ୍ଲୀ,୧୦।୭: ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା…
ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୦।୭: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ରେ ଉଲ୍ଲେଖନୀୟ ଅବଦାନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଅଲରାଉଣ୍ଡର କ୍ରିକେଟର ମହମ୍ମଦ ସିରାଜଙ୍କୁ ପୁରସ୍କୃତ କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍ ବିଜୟ ପରେ ମହମ୍ମଦ ସିରାଜ…
ୟୁପି ଉପ-ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚାଳନା କଲେ ଚନ୍ଦ୍ରଶେଖର,ରାହୁଲ-ଅଖିଳେଶଙ୍କ ବଢିଲା ଟେନଶନ
ନୂଆଦିଲ୍ଲୀ,୧୦।୭: ନାଗିନାରୁ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି। ଏମପି ହେବା ପରଠାରୁ ସେ ନିରନ୍ତର ସକ୍ରିୟ ଥିବା ଜଣାପଡୁଛି। ସଂସଦ ହେଉ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲକୁ…

