ରାଏବରେଲୀ-ଅମେଠିରୁ ଲଢ଼ିବେନି ପ୍ରିୟଙ୍କା, ରାହୁଲ
ନୂଆଦିଲ୍ଲୀ,୧୮।୩: ନେହେରୁ-ଗାନ୍ଧୀ ପରିବାରର ସୁରକ୍ଷିତ ଆସନ ରହିଆସିଥିବା ଦୁଇ ସଂସଦୀୟ କ୍ଷେତ୍ର ରାଏବରେଲୀ ଏବଂ ଅମେଠି ଏଥର କଂଗ୍ରେସ ହାତରୁ ଖସିଯାଇପାରେ। କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ନିକଟରେ ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ରାଏବରେଲୀରୁ ସେ…
ଇଲେକ୍ଟୋରାଲ ବଣ୍ଡ୍ରୁ ଭାଜପାକୁ ୬,୯୮୬.୫ କୋଟି
ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ…
ସିଏଏ ନିୟମାବଳୀରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ସରକାର
ନୂଆଦିଲ୍ଲୀ,୧୭।୩: ନାଗରିକତ୍ୱ ସଂଶୋଧନ ନିୟମାବଳୀ,୨୦୨୪ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ପାଇଁ କେରଳ ସରକାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର କରିଛନ୍ତି। ଉକ୍ତ ନିୟମାବଳୀ ପକ୍ଷପାତମୂଳକ, ମନମାନୀ ଏବଂ ଧର୍ମନିରପେକ୍ଷ ସିଦ୍ଧାନ୍ତର ଉଲ୍ଲଂଘନ କରୁଥିବା କେରଳ ଦର୍ଶାଇଛି। ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ…
Video: ଦମ୍ ଦେଖାଇଲା ଭାରତୀୟ ସେନା, ଆତ୍ମସମର୍ପଣ କଲେ ସୋମାଲିଆ ଡକାୟତ
ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନା ରବିବାର ଆରବ ସାଗରରେ ଭାରତୀୟ ନୌସେନା ସହ ମିଳିତ ଅପରେସନ୍ କରୁଥିବା ଫଟୋ ଏବଂ ଏକ ଭିଡିଓ ଜାରି କରିଛି। ସୋମାଲିଆ ସାମୁଦ୍ରିକ ଡକାୟତ ଏକ ଜାହାଜ ସମେତ ୧୭ ଜଣ କ୍ର୍ୟୁ ସଦସ୍ୟଙ୍କୁ ଅପହରଣ କରି…
ମୋଦିଙ୍କ ହୁଙ୍କାର: ୪ ଜୁନ୍ରେ ୪୦୦ ପାର୍
ହାଇଦ୍ରାବାଦ୍,୧୭।୩: ଦେଶରେ ଲୋକ ସଭା ନିର୍ବାଚନ ବିଗୁଲ ବାଜିବା ପରଦିନ ଅର୍ଥାତ୍ ରବିବାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲାରେ ଏନଡିଏର ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ। ଏହି ରାଲିରେ ମଞ୍ଚ ଉପରେ ଏନଡିଏର ସହଯୋଗୀ ଟିଡିପି ମୁଖ୍ୟ ଏନ.…
ହଠାତ୍ ପଓ୍ବନ କଲ୍ୟାଣଙ୍କୁ ଭାଷଣ ବନ୍ଦ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ କାହିଁକି
ହାଇଦ୍ରାବାଦ୍,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ଆନ୍ଧ୍ରପ୍ରଦେଶରେ ଏକ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେଠାରେ ପ୍ରବଳ ଭିଡ ଜମିଥିଲା। ଏହି ରାଲିରେ ଜନ ସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପଓ୍ବନ କଲ୍ୟାଣ ମଧ୍ୟ ଯୋଗ ଦେଇଥିଲେ।…
ନୂତନ ସରକାରର ପ୍ରଥମ ୧୦୦ ଦିନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ମନ୍ତ୍ରୀମାନଙ୍କୁ ମୋଦିଙ୍କ ପରାମର୍ଶ
ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଥମ ୧୦୦ ଦିନ ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ନୂତନ ସରକାରଙ୍କ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି। ଆଜି ସକାଳେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ମଧ୍ୟ…
ଶେଫାଳୀ ସରନ୍ ସରକାରଙ୍କ ନୂଆ ମୁଖପାତ୍ର
ନୂଆଦିଲ୍ଲୀ,୧୭।୩:ବରିଷ୍ଠ ଭାରତୀୟ ସୂଚନା ସେବା (ଆଇଆଇଏସ୍)ର ବରିଷ୍ଠ ଅଧିକାର ଶେଫାଳୀ ବି ସରନ୍ କେନ୍ଦ୍ର ସରକାରଙ୍କ ନୂଆ ମୁଖପାତ୍ର ନିଯୁକ୍ତ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୩୧ ତାରିଖରେ ମନୀଷ ଦେଶାଇଙ୍କ ଅବସର ପରେ ୧୯୯୦…
ଦତ୍ତାତ୍ରେୟ ଆର୍ଏସ୍ଏସ୍ର ସରକାର୍ଯ୍ୟବାହ ପୁନଃନିର୍ବାଚିତ
ନାଗପୁର,୧୭।୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ଆର୍ଏସ୍ଏସ୍ର ସରକାର୍ଯ୍ୟବାହ…
ପ୍ରଧାନମନ୍ତ୍ରୀ ରେସ୍ରେ ଅଛନ୍ତି କି ଗଡକରୀ: ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୧୭।୩: ଦେଶରେ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ପାଇଁ ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରୁଛି। ଏଭଳି ପରିସ୍ଥିତିରେ ମଧ୍ୟ…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୂଲାୟମଙ୍କ ବୋହୂ: ରାଜନୈତିକ ଚର୍ଚ୍ଚା ଆରମ୍ଭ
ଲକ୍ଷ୍ନୌ,୧୭।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ସେପଟେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ବୋହୂ ତଥା ଭାଜପା ନେତା ଅପର୍ଣ୍ଣା ଯାଦବ ୟୁପି ମୁଖ୍ୟମନ୍ତ୍ରୀ…
ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ,୧୭।୩: ଆମେରିକା ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ (ସିଏଏ)କୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଡ଼ଶା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ।…
Archives


