ଜାତୀୟ

‘ରାହୁଲ ଗାନ୍ଧୀ ପୂରା ଦେଶକୁ କ୍ଷମା ମାଗନ୍ତୁ’, ଏମିତି କାହିିଁକି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳର ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି…

ରାହୁଲଙ୍କୁ ପାଠ ପଢାଇଲେ ମୋଦି, କହିଲେ ବିରୋଧୀ ଦଳ ନେତାଙ୍କୁ…

ନୂଆଦିଲ୍ଲୀ,୧।୭: ସୋମବାର ସଂସଦ ଅଧିବେଶନ ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। କଂଗ୍ରେସ ଏମପି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଗୋଟିଏ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ତାଙ୍କୁ ଥଟ୍ଟା…

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରି ପକାଇଛି। ସେହି ବାଟ ଦେଇ କାରରେ ଯାଉଥିବା ଜଣେ…

ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି

ନୂଆଦିଲ୍ଲୀ,୧।୭: ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ସୋମବାର ଏମିତି ଏକ ବୟାନ ଦେଇଛନ୍ତି ଯାହା ସମଗ୍ର ଲୋକ ସଭାରେ ଆଲୋଡ଼ନ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ହିଂସା…

ରାଜ୍ୟ ସଭାରେ ରାଗିଗଲେ ଜଗଦୀପ ଧନଖର: କଂଗ୍ରେସ ଏମ୍‌ପିଙ୍କୁ ଦେଲେ ଗାଳି

ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ସୋମବାର ମଧ୍ୟ ହଟ୍ଟଗୋଳ ଜାରି ରହିଛି। କଂଗ୍ରେସ ଏମ୍‌ପି ପ୍ରମୋଦ ତିୱାରୀ କହିଛନ୍ତି, ଯେତେବେଳେ ବିରୋଧୀ ଏମ୍‌ପିମାନେ କୁହନ୍ତି, ମାଇକ ବନ୍ଦ ହୋଇଯାଏ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…

ପୁଣେ ଦୁର୍ଘଟଣାର ଭିଡିଓ ଦେଖି କେବଳ ଡରିବେ ନା କିଛି ଶିଖିବେ ଲୋକେ?

ପୁଣେ,୧।୭: କିଏ ଜାଣେ ମଜା କେବେ ସଜା ପାଲଟିଯିବ। ପୁଣେରେ ଏହା ହିଁ ଘଟିଛି । ପ୍ରବାହିତ ଜଳ ମଧ୍ୟରେ ମଜା କରୁଥିବା କେତେଜଣ ବ୍ୟକ୍ତି ଏକାସାଙ୍ଗରେ ଅନେକ ଜୀବନକୁ ନଷ୍ଟ କରିଦେଇଛି। ହଁ, ଲୋନାଭାଲାର ଜଳପ୍ରପାତ ମଧ୍ୟରେ ମଜା କରୁଥିବା…

ହାଇକୋର୍ଟ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀର ମଦ ସ୍କାମ ମାମଲାରେ…

କେବେ ଗର୍ବ କର ନାହିଁ, ଭାଗ୍ୟ ବଦଳିଯାଏ…ଶାୟରୀ ଜରିଆରେ ଭାଜପାକୁ ଟାର୍ଗେଟ୍‌ କଲେ ଖାର୍ଗେ

ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଉପରେ ଶାୟରୀ କରିଛନ୍ତି। ସେ କହିଛନ୍ତି, କେବେ ଗର୍ବ କର ନାହିଁ, ଭାଗ୍ୟ ବଦଳିଯାଏ। ଦର୍ପଣ…

ଫସି ଗଲେ ଇଲେକ୍ଟୋରଲ ବଣ୍ଡ କିଣିଥିବା ୧୩୦୦ କମ୍ପାନୀ!

ନୂଆଦିଲ୍ଲୀ,୧।୭: ନିର୍ବାଚନ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀଗୁଡିକ ଉପରେ ଟିକସ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଶୁଣିବାକୁ ମିଳୁଛି ଯେ ଯେଉଁ କମ୍ପାନୀଗୁଡିକ ରାଜନୈତିକ ଦଳକୁ ଚାନ୍ଦା ଦେଇଥିଲେ ସେମାନେ ବର୍ତ୍ତମାନ ଟିକସ ବା ଟ୍ୟାକ୍ସ…

ପ୍ରକାଶ ପାଇଲା NEET-UGର ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ,୧।୭: NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ। ଏନ୍‌ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା…

‘ଏଣିକି ଆଉ ଚଳିବନି ବୁଲ୍‌ଡୋଜର ନୀତି’

ନୂଆଦିଲ୍ଲୀ,୧ା୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଆକ୍ରମଣ କରି କହିଛନ୍ତି, ଆଜିକାଲି ପ୍ରଧାନମନ୍ତ୍ରୀ ଏବଂ ଭାଜପାର ଲୋକମାନେ ସମ୍ବିଧାନକୁ ସମ୍ମାନ ଦେଉଛନ୍ତି। ଏମ୍‌ପିମାନଙ୍କୁ ନିଲମ୍ବନ କରି ଆପରାଧିକ ଆଇନ ପ୍ରଣୟନ କରାଯାଇଛି। ସେ କହିଛନ୍ତି,…

ଆପରାଧିକ ଆଇନ ବିରୋଧରେ କଂଗ୍ରେସ!

ନୂଆଦିଲ୍ଲୀ,୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କହିଛନ୍ତି ଯେ ଏମପିମାନଙ୍କୁ ନିଲମ୍ବନ କରି ଆପରାଧିକ ଆଇନ ପ୍ରଣୟନ କରାଯାଇଛି। ସେ କହିଛନ୍ତି ଯେ ସଂସଦୀୟ ବ୍ୟବସ୍ଥାରେ ବୁଲଡୋଜର ନ୍ୟାୟ ଚାଲିବାକୁ ଇଣ୍ଡିଆ ମେଣ୍ଟ ଅନୁମତି ଦେବ ନାହିଁ। କଂଗ୍ରେସ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?