ଜାତୀୟ

ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ଟଙ୍କା, ଲାଭ ପାଇବାକୁ ହେଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୦।୭: ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲାଭଦାୟକ ତଥା କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ସରକାର ମଧ୍ୟ ଏହି ଯୋଜନାଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଦ୍ୱାରା ଗରିବ ଶ୍ରେଣୀର…

‘ଅଯୋଧ୍ୟାରେ ହାରିବା ପରେ ଆଉ ଜୟ ଶ୍ରୀ ରାମ କହୁ ନାହାନ୍ତି ମୋଦି’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୦।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ହିଂସାତ୍ମକ ଆଦର୍ଶ ସହ ଜଡିତ ଏକ ଦଳ। ଯେଉଁଠାରେ ଦେଶର…

ଟ୍ୟାଙ୍କରକୁ ଧକ୍କା ଦେଲା ବସ୍‌, ୧୮ ମୃତ, ୩୦ରୁ ଅଧିକ ଆହତ

ଲକ୍ଷ୍ନୌ,୧୦।୭: ବୁଧବାର ସକାଳେ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର ବସ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।…

କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ କୋର୍ଟଙ୍କ ଓ୍ବାରେଣ୍ଟ

ନୂଆଦିଲ୍ଲୀ, ୧୦।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଇଡି ଦାଏର କରିଥିବା ଚାର୍ଜଶିଟ୍‌କୁ ଭିତ୍ତିକରି ମଙ୍ଗଳବାର ତାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ପ୍ରଡକ୍ସନ ଓ୍ବାରେଣ୍ଟ ଜାରି କରିଛନ୍ତି। ସ୍ବତନ୍ତ୍ର ଜଜ୍‌ କାବେରୀ ବାଓ୍ବେଜାଙ୍କ…

ରୁଷିଆର ‘ସର୍ବୋଚ୍ଚ ନାଗରିକ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି-Video

ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର…

ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୯।୭: ଭାରତୀୟ ଟିମ୍‌ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ କୋଚ୍‌ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଏନେଇ ମଙ୍ଗଳବାର ରାତିରେ ବିସିସିଆଇ ସଚିବ…

ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ନିଟ୍‌ ପେପର୍‌ ଲିକ୍‌ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

ନିର୍ବାଚନ ପରେ ସଙ୍କଟରେ ୪ଟି ଆଞ୍ଚଳିକ ଦଳ, ଭୁଶୁଡିଯିବ ବିଜେଡି, YSR କଂଗ୍ରେସ…

ନୂଆଦିଲ୍ଲୀ,୯।୭: ଦକ୍ଷିଣରେ ଆନ୍ଧ୍ରରୁ ଉତ୍ତରରେ ପଞ୍ଜାବ ପର୍ଯ୍ୟନ୍ତ ୨୦୨୪ର ନିର୍ବାଚନ ଫଳାଫଳ ଦେଶର ୪ଟି ଆଞ୍ଚଳିକ ଦଳର ଟେନଶନ ବଢାଇ ଦେଇଛି। ପରାଜୟ ହେତୁ ଦଳଗୁଡିକ ଭିତରେ ଅନ୍ଦକନ୍ଦଳ ଲାଗି ରହିଛି। ଯାହା ଖୋଲାଖୋଲି ପଦାରେ ପଡିଛି। ପରିସ୍ଥିତି ଏପରି ହୋଇଛି…

ସିସୋଡିଆଙ୍କୁ ଖୁବ୍‌ଶୀଘ୍ର ମିଳିବ ଜାମିନ୍‌!, ଡି ଓ୍ବାଇ ଚନ୍ଦ୍ରଚୂଡ ଦେଲେ ଇସାରା

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମନୀଷ ସିସୋଡିଆ ସୋମବାର ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭୀ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)…

ଦିନେ ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ଏବେ…

ନୂଆଦିଲ୍ଲୀ,୦୯।୭: ଏକ ବଡ଼ ରଜନୈତିକ ପରିବର୍ତ୍ତନ କ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ଼୍ବ ତୁଲାଇଥିବା ବେଳେ ଏବେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌…

ହାଇକୋର୍ଟ ଗଲେ ଯୁବରାଜ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୯।୭: ବିଲଡରଙ୍କ ବିରୋଧରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାକୁ ପଡିଛି। ଯୁବରାଜ ସିଂଙ୍କ ଆବେଦନ ଉପରେ ଏକ ରିଏଲ ଇଷ୍ଟେଟ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ…

ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ବନ୍ଦ କରି ପିଟିବାର ଥିଲା: ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୯।୭: କର୍ନାଟକର ଭାଜପା ବିଧାୟକ ଭରତ ଶେଟ୍ଟୀ ସୋମବାର ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ତାଲା ପକାଇ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଚାପୁଡ଼ା ମାରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?