ଜାତୀୟ

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୭: ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସଶସ୍ତ୍ର ପୋଲିସ…

ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୭: ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା।…

ଜେଲ୍‌ରେ ଥାଇ ଜ୍ୟାକ୍‌ଲିନ୍‌ଙ୍କୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, କହିଲେ ମୋ’ ପାଖରେ ତୁମର…

ମୁମ୍ବାଇ,୧୧ା୭: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କ ସମସ୍ୟା ଥମିବାର ନାଁ ନେଉନି। ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଇଡି ଡକାଇଥିଲା। ଏହା ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଇଡି ଡାକରା ପରେ ଜେଲ୍‌ରେ ଥିବା ସୁକେଶ ଚନ୍ଦ୍ରଶେଖର ଜ୍ୟାକ୍‌ଲିନ୍‌ଙ୍କୁ ଏକ…

୮ ବର୍ଷର ଛାତ୍ରୀକୁ ଗଣବଳାତ୍କାର କଲେ ୩ ଛାତ୍ର: ନୃଶଂସ କାଣ୍ଡ ପରେ ଅଭିଯୁକ୍ତ କଲେ ଏମିତି କାମ

ହାଇଦ୍ରାବାଦ୍‌,୧୧।୭: ଆନ୍ଧ୍ରପ୍ରଦେଶରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଏଠାରେ ନନ୍ଦିଆଲା ଜିଲାରେ ଜଣେ ଆଠ ବର୍ଷର ସ୍କୁଲ ଛାତ୍ରୀଙ୍କୁ ପ୍ରଥମେ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଛି। ଏହା ପରେ ମଧ୍ୟ ଅଭିଯୁକ୍ତ ସନ୍ତୁଷ୍ଟ ହୋଇ ନ ଥିଲେ, ସେମାନେ ତାଙ୍କ ମୃତଦେହକୁ…

ମାତାପିତାଙ୍କ ସହ ସମୟ କାଟିବାକୁ , ରାଜ୍ୟ ସରକାର ଦେବେ ଦୁଇ ବିଶେଷ ଛୁଟି

ଗୁଆହାଟୀ,୧୧।୭: ନଭେମ୍ବରରେ ଆସାମ ସରକାର ଏହାର କର୍ମଚାରୀମାନଙ୍କ ପାଇଁ ଦୁଇଟି ବିଶେଷ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଦୁଇଟି ବିଶେଷ ଛୁଟି ଦେଇଛନ୍ତି ଯାହା ଦ୍ୱାରା କର୍ମଚାରୀମାନେ ସେମାନଙ୍କ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଅଗ୍ନିପରୀକ୍ଷା

ପୁଣେ,୧୧।୭: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଶାସକ ଦଳ ଭାଜପା ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ ନୁହେଁ। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଭାଜପା ନିଜର…

ଜମ୍ମୁ-କଶ୍ମୀରରେ ନ ହେଉ ନିର୍ବାଚନ। କାହିଁକି ଏମିତି କହିଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୧୧।୭: ନ୍ୟାଶନାଲ କନଫରେନ୍ସ (ଏନସି) ଉପରାଷ୍ଟ୍ରପତି ଓମାର ଅବଦୁଲ୍ଲା ଗୁରୁବାର (ଜୁଲାଇ ୧୧) ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆତଙ୍କବାଦୀ ଆକ୍ରମଣ ଏବଂ ନିଟ ପେପର ଲିକ ମାମଲା ସମ୍ପର୍କରେ…

‘ନିଟ କ’ଣ ମୁଁ ତ IIT ପେପର ଲିକ କରିଦେବି…’ ବିବାଦୀୟ ବୟାନକୁ ନେଇ ଆରେଷ୍ଟ ହେବେ ୟୁପିର ୨ ବିଧାୟକ!

ଲକ୍ଷ୍ନୌ,୧୧।୭: ନିକଟରେ, ନିଟ୍‌ ପେପର ଲିକ ଏବଂ ଅନିୟମିତତାକୁ ନେଇ ସୁଭାସପାର ବିଧାୟକ ବେଦୀ ରାମଙ୍କ ଏକ ସିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ ଯେ କେବଳ ନିଟ୍‌ ନୁହେଁ, ମୁଁ ଆଇଆଇଟି (IIT)ପେପର ଲିକ କରଦେବି। ଭିଡିଓ ଭାଇରାଲ…

କିଏ ସେ ପୂଜା ଖେଡକର?ମିଛ କହି ହୋଇଛନ୍ତି ଆଇଏଏସ୍‌ ଅଫିସର, ଅଡି କାର୍‌ରେ ନାଲି ବତୀ ଲଗାଇ ଚର୍ଚ୍ଚାରେ… 

ନୂଆଦିଲ୍ଲୀ,୧୧।୭: ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ପୂଜା ଖେଡକର ପୁଣି ଥରେ ବିବାଦରେ ଫସିଛନ୍ତି। ସେ ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍‌ କରିବା ଲାଗି କଥିତ…

ମିଳିବ ଖୁସି ଖବର: ବଜେଟ୍‌ ପୂର୍ବରୁ ଏହି କାମ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତି ଆୟୋଗ ଏବଂ ଅର୍ଥନୀତିଜ୍ଞଙ୍କ ବୈଠକ ଆରମ୍ଭ ହୋଇଛି। ଜୁଲାଇ ୨୩ରେ ମୋଦି ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୩.୦ ଉପସ୍ଥାପନ କରିବେ। ଏହି ବଜେଟ ସମ୍ବନ୍ଧରେ ଏହି ବୈଠକ ଅତ୍ୟନ୍ତ…

ଘୁଞ୍ଚିଲା ନିଟ୍‌ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍‌ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି…

୬ ଘଣ୍ଟା ଡ୍ୟୁଟିରୁ ୩ ଘଣ୍ଟା ମୋବାଇଲେ ଗେମ୍‌ ଖେଳୁଥିଲେ ଶିକ୍ଷକ: ଡିଏମ୍‌ଙ୍କ ହାବୁଡେ ପଡିବାରୁ…

ଲକ୍ଷ୍ନୌ,୧୧।୭: ଉତ୍ତର ପ୍ରଦେଶର ସମ୍ଭଲ ଜିଲାର ସରିଫପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷ୍ଟ ହୋଇଥିବା ଶିକ୍ଷକ ପ୍ରେମ ଗୋୟଲ ତାଙ୍କର ୬ ଘଣ୍ଟିଆ ଡ୍ୟୁଟି ସମୟରେ ମୋବାଇଲକୁ ତିନି ଘଣ୍ଟା ବ୍ୟବହାର କରୁଥିଲେ। ଏହି ସମୟରେ ସେ କ୍ୟାଣ୍ଡିକ୍ରସ ଖେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?