ଜାତୀୟ

ଚନ୍ଦ୍ରୟାନ-୩କୁ ପୂରିଲା ବର୍ଷେ, ଜାଣନ୍ତୁ କିପରି ଥିଲା ସମ୍ପୂର୍ଣ୍ଣ ଯାତ୍ରା…

ନୂଆଦିଲ୍ଲୀ,୧୪ା୭: ଜୁଲାଇ ୧୪ ଅର୍ଥାତ୍‌ ଆଜିର ଦିନରେ ଇତିହାସ ରଚିଥିଲା ଭାରତ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହ ୧୪ ଜୁଲାଇ ୨୦୨୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ଅଭିଯାନ ଆରମ୍ଭ କରିଥିଲେ ଏବଂ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ

ପାଟନା,୧୪।୭: ଭାରତୀୟ ଜନତା ମୋର୍ଚ୍ଚାର ନେତା ତଥା ବିଧାୟକ ସରୟୁ ରୟଙ୍କ ଦଳ ଜେଡିୟୁ ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ସରୟୁ ରୟ…

ଲିଭ୍‌-ଇନ୍‌ରେ ରହୁଥିଲେ ବିବାହିତ ପୋଲିସ ଅଧିକାରୀ, ହାଇକୋର୍ଟ କହିଲେ…

ରାଞ୍ଚି, ୧୪।୦୭: ଝାଡ଼ଖଣ୍ଡ ହାଇକୋର୍ଟ ସେବା ନିୟମକୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ବିବାହିତ ପୋଲିସ ଅଧିକାରୀଙ୍କ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ମାମଲାକୁ ନେଇ କୋର୍ଟ କହିଛନ୍ତି ଏହା ଜଣେ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ନିଷ୍ପତ୍ତିକୁ ରଦ୍ଦ କରିବାର ଆଧାର…

BSP ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ନିହତ

ଚେନ୍ନାଇ,୧୪।୭: ତାମିଲନାଡୁରେ ବହୁଜନ ସମାଜ ପାର୍ଟି (ବିଏସପି) ର ପ୍ରଦେଶ ଅଧ୍ୟକ୍ଷ କେ. ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଗତକାଲି ଅର୍ଥାତ୍‌ ଶନିବାର ସାରେ ଚେନ୍ନାଇରେ ପୋଲିସର ଏନକାଉଣ୍ଟରରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ…

ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର

ମୁମ଼୍ବାଇ, ୧୪।୭: ଗତ କିଛିଦିନ ଧରି ବିବାଦରେ ରହିଥିବା ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ପୁଣି ଅଡ଼ୁଆ ବଢ଼ିଛି । ପୁନେ ଟ୍ରାଫିକ୍‌ ପୋଲିସ ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି…

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ…

ଅନନ୍ତ ଅମ଼୍ବାନୀ-ରାଧିକାଙ୍କୁ ଆଶିର୍ବାଦ ଦେଲେ ମୋଦି

ମୁମ଼୍ବାଇ, ୧୪।୦୭: ଦେଶର ଆର୍ଥିକ ରାଜଧାନୀ ମୁମ଼୍ବାଇରେ ଜୁଲାଇ ୧୨ରେ ଅନନ୍ତ ଅମ଼୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏହାର ଅଗାମୀ ଦିନ ଅର୍ଥାତ ଜୁଲାଇ ୧୩ ତାରିଖରେ ନବ ଦମ୍ପତିଙ୍କ ଆଶିର୍ବାଦ ସମାରୋହ ରଖାଯାଇଥିଲା ।…

ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ,୧୪।୭(ପି.ଟି.): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ସହ…

କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ

ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ୧୯୩୧ ଜୁଲାଇ ୧୩ରେ ଡୋଗ୍ରା ଶାସକଙ୍କ ସୈନ୍ୟ ୨୨ ଜଣ କଶ୍ମୀରୀଙ୍କୁ…

ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର

ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦଶରେ। ଖବର ଅନୁଯାୟୀ ବରଯାତ୍ରୀନଙ୍କ ପାଇଁ ପୁଲାଓ, ପନିର ଏବଂ ନାନା ପ୍ରକାର ବ୍ୟଞ୍ଜନ…

ପ୍ରତ୍ୟେକ ଶନିବାର ଯୁବକଙ୍କୁ ୭ ଥର କାମୁଡ଼ିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଫତେହପୁର, ୧୩।୭: ଉତ୍ତର ପ୍ରଦେଶର ଫତେହପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ପ୍ରତ୍ୟେକଥର ସାପ କାମୁଡ଼ିବା ପରେ ସେ ଜିଲାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର…

ଅନନ୍ତ-ରାଧିକାଙ୍କ ବାହାଘରରେ ରାଜାରାଜୁଡ଼ାଙ୍କ ପରି ଅତିଥିଙ୍କ ଚର୍ଚ୍ଚା କଲେ ଅମ୍ବାନୀ ପରିବାର

ମୁମ୍ବାଇ,୧୩।୭: ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କ ବାହାଘର ଅତ୍ୟନ୍ତ ଜାକଜମକରେ କରୁଛନ୍ତି। ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପିଲାଦିନର ସାଙ୍ଗ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ। ବଲିଉଡ ସମେତ ପ୍ରସିଦ୍ଧ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?