ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢ଼ାଗଲା ସୁରକ୍ଷା
ପାଟନା,୧୮।୬: ବିହାରର ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେବେ ଇମେଳ୍ ଜରିଆରେ ଧମକ ମିଳିଥିବା ନେଇ ପାଟଣା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବଡୋଦରା ବିମାନବନ୍ଦର ଅଥୋରିଟିଙ୍କୁ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ୧୨ କୋଟି ବିନିମୟରେ ନିର୍ମାଣ ହୋଇଥିବା ବ୍ରିଜ୍
ପାଟନା,୧୮।୬: ବିହାରର ଅରାରିଆ ଜିଲାର ଆଉ ଏକ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ପଡ଼ିଛି। ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଉଥିଲା। ଏହା ଅଞ୍ଚଳର ବକରା ନଦୀ ଉପରେ ନିର୍ମାଣ କରାଯାଉଥିଲା। ତେବେ ଉଦଘାଟନ…
କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କଲେ ମୋଦି: କୃଷକଙ୍କ ଆକାଉଣ୍ଟକୁ ଗଲା ଟଙ୍କା
ବାରାଣସୀ,୧୮।୬: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗ୍ରସ୍ତ କରିଛନ୍ତି। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି। ଫଳରେ ୨୦ ହଜାର…
ନିଟ୍ କେଳେଙ୍କାରୀ ଭିତରେ ଆଉ ଏକ ଘଟଣା, MBBS ସିଟ ପାଇଁ ଦେଲେ ୧୬.୩୨ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୧୮।୬: ଡାକ୍ତରୀପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ନିଟ ପରୀକ୍ଷା କେଳେଙ୍କାରୀ ମାମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି। ଏସବୁ ଭିତରେ ମେଡିକାଲ ପାଠ୍ୟକ୍ରମକୁ ନେଇ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ଗୁଜରାଟର ମେହସାନାରୁ ଆସିଛି…
ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍-କିଶାନ ଯୋଜନାର ୧୭ତମ କିସ୍ତି ପଠାଇଛନ୍ତି। ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପଠାଇଛନ୍ତି। ଦେଶର ପ୍ରାୟ ୧୨…
ଭାଜପା ଏମ୍ପିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅଧଘଣ୍ଚା ଧରି ଚାଲିଲା ଆଲୋଚନା
କୋଲକାତା, ୧୮।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାରତୀୟ ଜନତା ଦଳର ଏମ୍ପି ଅନନ୍ତ ମହାରାଜ ଓରଫ୍ ନାଗେନ୍ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ ଘରେ ଭେଟିଛନ୍ତି । ନାଗେନ୍ ମମତାଙ୍କୁ ପାରମ୍ପରିକ ପୋଷାକ ଏବଂ ପାନପତ୍ର ଦେଇ ସ଼୍ବାଗତ…
ଇଣ୍ଡିମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଲେ ଶ଼୍ବାତୀ
ନୂଆଦିଲ୍ଲୀ, ୧୮।୬: ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ଏମ୍ପି ଶ଼୍ବାତୀ ମାଲୱଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବାସରେ ହୋଇଥିବା ଘଟଣା ପରେ ପୁଣି ସେ ମିଡିଆ ସାମ୍ନାକୁ ଆସିଛନ୍ତି ।…
ଧମକାଇଲେ ଖାର୍ଗେ!
ନୂଆଦିଲ୍ଲୀ,୧୮।୬: ୧୦ ବର୍ଷ ପରେ କଂଗ୍ରେସ ଲୋକ ସଭାରେ ନିଜର ବିରୋଧୀ ଦଳର ନେତା ନିଯୁକ୍ତ କରିବାକୁ ଯାଉଛି। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଅନୁରୋଧ କରାଯାଇଥିଲା। ତେବେ…
ପ୍ରିୟଙ୍କାଙ୍କ ବିରୋଧରେ ପ୍ରାର୍ଥୀ ଦେବ ‘ଇଣ୍ଡିଆ’ର ସହଯୋଗୀ ଦଳ
ନୂଆଦିଲ୍ଲୀ,୧୮।୬: ମଙ୍ଗଳବାର ସିପିଆଇ କହିଛି ଯେ ଏହା ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ପ୍ରାର୍ଥୀ ଦେବ। ସିପିଆଇ ରାଜ୍ୟ ସଚିବ ବିନୟ ବିଶ୍ୱାମ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସିପିଆଇ ବାମ ଡେମୋକ୍ରାଟିକ ଫ୍ରଣ୍ଟ (LDF)…
ରାହୁଲଙ୍କ ପରି ପ୍ରିୟଙ୍କାଙ୍କୁ ବି ଅଟକାଇବେ ସ୍ମୃତି, ୨୫ ବର୍ଷ ପୂର୍ବରୁ ଭାଜପା କରି ସାରିଛି ଏମିତି
ନୂଆଦିଲ୍ଲୀ,୧୮।୬: ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାହୁଲ ଗାନ୍ଧୀ ବହୁତ ଖୁସି ଅଛନ୍ତି। ଏହାର କାରଣ ସ୍ପଷ୍ଟ ହୋଇଛି, ଏଥର କଂଗ୍ରେସ ନିଜେ ଭଲ ପ୍ରଦର୍ଶନ କରିଛି। ଯଦିଓ ଦଳ ଅଧିକ ଆସନ ଜିତି ସରକାର ଗଠନ କରିପାରିବ…
ଲୋକ ସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କୁ ଚିଠି ଲେଖି ଏମିତି ଦାବି କଲେ ଶରଦ ପାଓ୍ବାର
ମୁମ୍ବାଇ,୧୮।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏସପି) ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚିଠି ଲେଖି ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୁଣେ ଜିଲାର ପୁରନ୍ଦର, ବାରମାଟି, ଇନ୍ଦପୁର ଏବଂ ଡାଉଣ୍ଡ ତହସିଲରେ ପରିସ୍ଥିତିର…
ଫୁଟ୍ପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍
ନାଗପୁର,୧୮।୬: ମହାରାଷ୍ଟ୍ର ନାଗପୁରର ସହରର ଡିଗୋରୀ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ କାର୍ ମାଡି ଯିବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ୬ଜଣ ଆହତ ହୋଇଛନ୍ତି।…
Archives


