ଜାତୀୟ

ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ମୃତକ ଦେବ…

ଆଉଥରେ ଆଇଏଏସ୍‌ ଟ୍ରେନିଂ ନେବେ ପୂଜା

ନୂଆଦିଲ୍ଲୀ, ୧୭।୭: ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆସିବା ପରେ ପ୍ରୋବେଶନାରି ଆଇଏଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ଟ୍ରେନିଂକୁ ରଦ୍ଦ କରିଦିଆଯାଇଛି। ତାଙ୍କୁ ମହାରାଷ୍ଟ୍ରର ଡିଷ୍ଟ୍ରିକ୍ଟ…

୫୧% ପିଏମ୍‌ କେୟାର୍ସ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.) : କୋଭିଡ୍‌ ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ କେୟାର୍ସ ଯୋଜନାରେ ଆସିଥିବା ଅର୍ଦ୍ଧାଧିକ ଆବେଦନପତ୍ର ଖାରଜ ହୋଇଯାଇଛି। ଭାରତରେ କୋଭିଡ୍‌ ମହାମାରୀ ଉଗ୍ର ରୂପ ନେଇଥିବାବେଳେ ୨୦୨୧ ମେ’ ୨୯ରେ…

ଏନ୍‌ଇଇଟି-ୟୁଜି: ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୧୭ା୭ : ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଟ୍ରଙ୍କ୍‌ରୁ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପାଟନାରୁ ଗିରଫ କରିଛି। ଚୋରିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ…

ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି

ନୂଆଦିଲ୍ଲୀ,୧୭ା୭(ପି.ଟି.): ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାରେ ଜୁନ୍‌ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଏକ ମାଲ୍‌ଗାଡ଼ିକୁ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ସ୍ତରରେ ତ୍ରୁଟି ଦୁର୍ଘଟଣା ଯେପରି ଅପେକ୍ଷା କରିଥିଲା ବୋଲି ରେଲଓ୍ବେ ସୁରକ୍ଷା କମିଶନର (ସିଆର୍‌ଏସ୍‌) କହିଛନ୍ତି। ସ୍ବୟଂକ୍ରିୟ…

ଚାଷୀଙ୍କ ଋଣ ଛାଡ କଲେ ସରକାର, ୧୮ ଜୁଲାଇ ପର୍ଯ୍ୟନ୍ତ ହୋଇଯିବ ସବୁ ପେମେଣ୍ଟ

ନୂଆଦିଲ୍ଲୀ,୧୭।୭: କୃଷକଙ୍କ ପାଇଁ ଖୁସିଖବର। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଘୋଷଣା କରିଛନ୍ତି। ତେଲଙ୍ଗାନା ସିଏମଓ ଦ୍ୱାରା କୁହାଯାଇଛି ଯେ କୃଷକମାନେ ନେଇଥିବା ଋଣ ବ୍ୟାଙ୍କକୁ ଜୁଲାଇ ୧୮ସୁଦ୍ଧା ଦିଆଯିବ। ସରକାର…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଶନ କାର୍ଡ ପାଇଁ ଦାଦନ ଶ୍ରମିକଙ୍କ ଯାଞ୍ଚ ମାସକରେ ଶେଷ କର

ନୂଆଦିଲ୍ଲୀ,୧୭ା୭(ପି.ଟି.): ରାଶନ କାର୍ଡ ଇସ୍ୟୁ ପାଇଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଦାଦନ ଶ୍ରମିକମାନଙ୍କ ଯାଞ୍ଚରେ ବିଳମ୍ବ କରୁଥିବା ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭର୍ତ୍ସନା କରିଛନ୍ତି। ୪ ସପ୍ତାହ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ…

ପୁଣି ଏୟାରଟେଲ ୟୁଜର୍ସଙ୍କୁ ବଡ଼ ଝଟ୍‌କା, ଡାଟା ପ୍ୟାକ୍‌ ପାଇଁ ଗଣିବେ ଏତେ ଟଙ୍କା…

ନୂଆଦିଲ୍ଲୀ,୧୬।୭: ପୁଣି ଥରେ ଏୟାରଟେଲ ଗ୍ରାହକଙ୍କ ବଡ଼ ଝଟ୍‌କା । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ପୁଣି ଥରେ ନିଜ ରିଚାର୍ଜ ବଢାଇଛି। କମ୍ପାନୀ ଜୁଲାଇ ୩ ରେ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଥିଲା। କିନ୍ତୁ…

ବିବାଦୀୟ ଟ୍ରେନିଂ ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୧୬।୭: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଟ୍ରେନିଂ ଆଇଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁପିଏସ୍‌ସିର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ମହିଳାଙ୍କ ପାଇଁ ବସ୍‌ ଯାତ୍ରା ମାଗଣା, ଅଗଷ୍ଟରୁ ଲାଗୁ

ଅମରାବତି,୧୬।୭: ଦିଲ୍ଲୀ, କର୍ନାଟକ ଏବଂ ତେଲେଙ୍ଗାନା ପରେ ଏବେ ଆନ୍ଧ୍ରପ୍ରଦେଶରେ ବି ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଲାଗି…

ଡ୍ରାଗନ୍‌ର ବଡ଼ ଚାଲ୍‌…ଭାରତକୁ ‘ଟୁ ଆଣ୍ଡ ହାଫ୍‌ ଫ୍ରଣ୍ଟ ଓ୍ବାର୍‌’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା

ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା…

ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲେଣି ନେତାଏ। ଏଥିପାଇଁ ରାଜନୀତି ମାହୋଲ ବି ପାଗ ଭିଡିଲାଣି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?