ଜାତୀୟ

କଶ୍ମୀର ଟାଇଗର୍ସ ଆତଙ୍କବାଦୀ ସଂଗଠନ ପଛରେ କିଏ? ଡୋଡାରେ ଆକ୍ରମଣ ଯୋଗୁ ଶହୀଦ ହୋଇଛନ୍ତି ୫ ଯବାନ… 

କଶ୍ମୀର,୧୬।୭: ଜମ୍ମୁ କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ କଶ୍ମୀର ଟାଇଗର୍ସ ଥିବା ସ୍ପଷ୍ଟ ହୋଇଛି। ଏହି ସଂଗଠନ ଜୈସ ଏ ମହମ୍ମଦ ସହ ଜଡ଼ିତ। ଏହା…

‘ପ୍ରଧାନମନ୍ତ୍ରୀ କହୁଥିଲେ ଘରେ ପଶି ମାରିବୁ, ହେଲେ…’ ମୋଦିଙ୍କୁ ଟାର୍ଗେଟ କଲେ ଓୱେସି

ଶ୍ରୀନଗର, ୧୬।୦୭: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସବୁଦ୍ଦିନ ଓୱେସି ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ କି ଆମେ ଘରେ ପଶି ମାରିବୁ । ହେଲେ…

ବିକାଶଙ୍କୁ ୭ଥର କାମୁଡିଥିଲା ସାପ, ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬।୭: ଉତ୍ତରପ୍ରଦେଶର ଫତେହପୁର ଜିଲାର ବାସିନ୍ଦା ବିକାଶ ଦୁବେଙ୍କୁ ୪୦ ଦିନ ମଧ୍ୟରେ ସାତଥର ସାପ କାମୁଡ଼ି ଦେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଜଙ୍ଗଲ ବିଭାଗ ସହିତ ସ୍ବାସ୍ଥ୍ୟ…

୨୭୨ ଥର ସାପ କାମୁଡ଼ିଥିଲେ ମଧ୍ୟ ବଞ୍ଚିଯାଇଥିଲେ ଏହି ବ୍ୟକ୍ତି, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୬।୭: ମଣିଷ ସାପକୁ ଏଥିପାଇଁ ଭୟ କରେ କାରଣ ଏଥିରେ ବିଷ ଥାଏ। ଯଦି ଏକ ବିଷାକ୍ତ ସାପ ଦଂଶନ କରେ, ତେବେ ଜୀବନ ବିପଦରେ ପଡ଼ିଥାଏ। ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ସାପ ବିଷ ଦ୍ୱାରା ପ୍ରଭାବିତ ହୁଅନ୍ତି…

ଶିକ୍ଷକଙ୍କ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ବଡ଼ ଖବର, କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୧୬।୦୭: ଶିକ୍ଷକମାନଙ୍କ ଉପସ୍ଥାନକୁ ନେଇ ସରକାର ଦେଇଥିବା ଆଦେଶ ଉପରେ ଏବେ ସ୍ଥଗିତାଦେଶ ଲାଗିଛି । ଉତ୍ତର ପ୍ରଦେଶ ସରକାର ତାଙ୍କ ଆଦେଶରେ ରୋକ ଲଗାଇଛନ୍ତି । ବର୍ତ୍ତମାନ ଏକ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ…

୨୦୧୯ରେ ସେନାରେ ଯୋଗ ଦେଇଥିଲେ, ଶହୀଦ ହୋଇଗଲେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୧୬।୦୭: ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ କ୍ୟାପ୍ଟେନ୍‌ଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଜଙ୍ଗଲ ଭିତର ଦୁର୍ଗମ ଅଞ୍ଚଳରେ ଜାରି ରହିଥିବା ତଲାସି ଅଭିଯାନ ସମୟରେ ଆତଙ୍କବାଦୀମାନେ…

ପୁଣି କେବେ ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା: ୧୮ତମ କିସ୍ତିକୁ ଚାଷୀଙ୍କ ଅପେକ୍ଷା

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଯୋଗ୍ୟ କୃଷକମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା…

ରାଜ୍ୟ ସଭାରେ କମିଲା ଭାଜପା ସିଟ ସଂଖ୍ୟା! ବହୁମତରୁ ଦୂରରେ ଏନଡିଏ

ନୂଆଦିଲ୍ଲୀ,୧୬।୭: ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି (ଭାଜପା) ସଦସ୍ୟଙ୍କ ସଂଖ୍ୟା ୯୦ ତଳକୁ ଖସି ଆସିଛି। ତେବେ ଖାଲିଥିବା ପଦବୀ ପୂରଣ ପାଇଁ ଉପ-ନିର୍ବାଚନ ପରେ ଭାଜପାଏବଂ ଏହାର ସହଯୋଗୀମାନେ…

ସିସୋଦିଆଙ୍କ କଥା ଶୁଣିଲେ ସୁପ୍ରିମ୍‌କୋର୍ଟ, ED-CBIକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୦୭: ପାଖାପାଖି ୧୬ ମାସ ହେବ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ୍‌ ନେଇ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି…

ଚିକେନ୍‌ ନେକ୍‌ କ’ଣ, ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଲେ ଭାରତ ସରକାର

ନୂଆଦିଲ୍ଲୀ,୧୬।୭: ଚିକେନ ନେକ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ସରକାର ଏକ ବଡ ଯୋଜନା କରିଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ନେପାଳ ଦେଇ ରେଳ ଟ୍ରାକ ପ୍ରସ୍ତୁତ କରିବେ ଭାରତ ସରକାର। ଏହି ଯୋଜନାରେ ନେପାଳର ବିରାଟନଗର ଦେଇ…

ହସ୍ପିଟାଲ ଲିପ୍ଟରେ ଦେଢ ଦିନ ଫସି ରହିଲେ ରୋଗୀ, ଆକ୍ସନ ନେଲା ସ୍ବାସ୍ଥ୍ୟ ବିଭାଗ

ଥିରୁଭାନନ୍ତପୁରମ,୧୬।୭: କେରଳ ତିରୁଭାନନ୍ତପୁରମ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଲିଫ୍ଟରେ ଜଣେ ରୋଗୀ ଅଟକି ରହିବା ପରେ କେରଳ ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ବଡ ପଦକ୍ଷେପ ନେଇଛି। ବିଭାଗ ସୋମବାର ହସ୍ପିଟାଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ତିନିଜଣ…

ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?