ଜାତୀୟ

ଉତ୍ତରପ୍ରଦେଶରେ ଯୋଗୀ ରହିବେ ମୁଖ୍ୟମନ୍ତ୍ରୀ, ମାତ୍ର ହେବ ଏସବୁ ପରିବର୍ତ୍ତନ

ଲକ୍ଷ୍ନୌ,୧୭ା୭: ଉତ୍ତରପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପା ନେତାଙ୍କ ମଧ୍ୟରେ ଅନେକ ବୈଠକ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦିଲ୍ଲୀରେ ପହଞ୍ଚି ସନ୍ଧ୍ୟାରେ ଭାଜପା ସଭାପତି ଜେପି…

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ଚଣ୍ଡିଗଡ,୧୭।୭: ହରିୟାଣାର ନାୟବ ସିଂ ସଇନି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିବୀର କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସଇନି ଘୋଷଣା କରିଛନ୍ତି। ଗ୍ରୁପ ସିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ୫…

କାହାର ପତ୍ନୀଙ୍କ ଜନ୍ମଦିନ ଥିଲା ତ କିଏ ପିଲାଙ୍କୁ ଭେଟିବାକୁ ଗଣୁଥିଲେ ଦିନ…ଆଖି ଓଦା କରୁଛି ଡୋଡା ଶହୀଦଙ୍କ କାହାଣୀ…

ଜମ୍ମୁ,୧୭।୭: ଜମ୍ମୁ-କଶ୍ମୀରର ଡୋଡୋ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯବାନ ବିଜେନ୍ଦ୍ର ସିଂ। ସେ ନିଜ ଘରକୁ କରିଥିବା ଅନ୍ତିମ କଲ୍‌ରେ ପତ୍ନୀଙ୍କୁ ଜନ୍ମଦିନ ଶୁଭେଚ୍ଛା…

ପୁଅ ବିବାହରେ ଏମିତି କ’ଣ କହିଲେ ନୀତା ଅମ୍ବାନୀ,କାନ୍ଦି ପକାଇଲେ ଲୋକେ…ଦେଖନ୍ତୁ ଭିଡିଓ

ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ରାଧିକା ମର୍ଚ୍ଚାଣ୍ଟକୁ ବିବାହ କରିଛନ୍ତି। ଏହି ବିବାହରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ତାରକା ଏବଂ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ନେଇ ଚର୍ଚ୍ଚା…

ୟୁପିରେ ହେବ ବଡ଼ ଓଲଟପାଲଟ! ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ବଡ଼ ନେତା

ନୂଆଦିଲ୍ଲୀ,୧୭।୭: ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ନିରାଶ ହୋଇ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଖରାପ ପ୍ରଦର୍ଶନ ଉପରେ ସମୀକ୍ଷା ଆରମ୍ଭ କରିଛି। ଏହି ସଂପର୍କରେ ୟୁପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ! ରାଜ୍ୟପାଳଙ୍କୁ ଭେଟି…

ନୂଆଦିଲ୍ଲୀ,୧୭।୭: ଲୋକ ସଭା ଫଳାଫଳ ପରେ ଉତ୍ତରପ୍ରଦେଶ ଭାଜପାରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଅନ୍ୟପଟେ ଯୋଗୀ ସରକାର ଇସ୍ତଫା ଦେବା ନେଇ ନାନା ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେଇପାରନ୍ତି।…

ଚିରାଗ ପାଶୱାନ, ଲଲନ ସିଂ, ଜିତନ ରାମଙ୍କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଲେ ବଡ଼ ଦାୟିତ୍ୱ

  ନୂଆଦିଲ୍ଲୀ,୧୭।୭: ବିହାର ବର୍ତ୍ତମାନ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବ କି? ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପରିବର୍ତ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ମିଳିବ କି? ଏହି ପ୍ରଶ୍ନଗୁଡିକ ପୁଣିଥରେ ସାମ୍ନାକୁ ଆସିଛି। କାରଣ କେନ୍ଦ୍ର ସରକାର ନିତି ଆୟୋଗକୁ…

କଥା ହେଲାନି ପ୍ରେମିକା, ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ

ପାଟନା, ୧୭ା୭: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀକୁ ନିର୍ଦ୍ଦୟର ସହ ହତ୍ୟା କରିଛି ଏହି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା ଜିଲା…

ସରକାରଙ୍କ ବଡ଼ ଘୋଷଣା: ଏଣିକି ଦ୍ୱାଦଶ, ଡିପ୍ଲୋମା, ଗ୍ରାଜୁଏଟ୍‌ ପିଲାଙ୍କୁ ମିଳିବ ଏତିକି ଟଙ୍କା

ମୁମ୍ବାଇ,୧୭।୭: ଲାଡଲି ବେହେନା ଯୋଜନା ବିଷୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ ବର୍ତ୍ତମାନ ଲଡଲା ଭାଇ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟରେ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଆଷାଡି…

ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ମୃତଦେହ, ୯ ଦିନ ହେବ ଥିଲେ ନିଖୋଜ

ଗାଙ୍ଗଟକ,୧୭ା୭: ସିକ୍କିମର ଜଣେ ପୂର୍ବତନ ମନ୍ତ୍ରୀଙ୍କ ମୃତଦେହ ଜବତ କରାଯାଇଛି । ପଶ୍ଚିମବଙ୍ଗର ସିଲିଗୁଡ଼ି ନିକଟସ୍ଥ ନହର ଅଞ୍ଚଳରୁ ପୂର୍ବତନ ମନ୍ତ୍ରୀ ଆରସି ପୌଡ୍ୟାଲଙ୍କ ଏହି ମୃତଦେହ ମିଳିଛି । ସେ ୯ ଦିନ ହେବ ନିଖୋଜ ଥିବା ଜଣାପଡ଼ିଛି ।…

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାଓ୍ବାରଙ୍କୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ୪ ତୁଙ୍ଗ ନେତା

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାଓ୍ବାରଙ୍କୁ ଲାଗିଛି ଶକ୍ତ ଝଟ୍‌କା। ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଇସ୍ତଫା…

ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…

ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ ନିର୍ବାଚନରେ ହସ୍ତକ୍ଷେପ କାରଣରୁ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ କୁଟ୍ଟେଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?