୨୦୨୭ରେ ୟୁପିରେ କିଏ ଗଢିବ ସରକାର? ରାକେଶଙ୍କ ବଡ ଭବିଷ୍ୟବାଣୀ
ଲକ୍ଷ୍ନୌ,୩୦।୭: ଭାଜପାରେ ଚାଲିଥିବା ବିବାଦ ମଧ୍ୟରେ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। କୃଷକ ସଂଗଠନର ବୈଠକରେ ଯୋଗଦେବା ପାଇଁ ଟିକାଏତ ଲକ୍ଷ୍ନୌକୁ ଆସିଥିଲେ। ଏଠାରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଏସପି-କଂଗ୍ରେସ ମିଳିତ ମଞ୍ଚ ବଢୁଛି।…
ଦାଉଦ ଗିରଫ, କର୍ନାଟକରୁ ଆସୁଛନ୍ତି ମହାରାଷ୍ଟ୍ର
ନୂଆଦିଲ୍ଲୀ,୩୦।୭: ମୁମ୍ବାଇ ନିକଟସ୍ଥ ନଭି ମୁମ୍ବାଇରେ ୨୦ ବର୍ଷିୟା ବାଳିକା ଯଶଶ୍ରୀ ଶିନ୍ଦେଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦାଉଦ ଶେଖଙ୍କୁ ପୋଲିସ ଗିରଫ କରିଛି। କର୍ନାଟକର ଶାହପୁର ଗୁଲବର୍ଗରୁ ଉରୁନ ପୋଲିସ ଦାଉଦ ଶେଖଙ୍କୁ ଗିରଫ କରିଛି। ତାଙ୍କୁ କର୍ନାଟକରୁ ମହାରାଷ୍ଟ୍ରକୁ…
ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍ସୁଇପ୍ କରିଥିଲେ। ଏହା…
ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା
ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ଦୁଇ ଜଣ ଶିଶୁଙ୍କ ସମେତ ୫ଜଣଙ୍କର…
ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୧୮ଟି ବଗି କ୍ଷତି ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣରାପଡିଛି। ସୂଚନାନୁସାରେ, ଏହି ଟ୍ରେନ ଦୁର୍ଘଟଣା…
ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍ ଷ୍ଟାର୍ଟଅପ୍ର ଭାଗ୍ୟ
ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍ମେଟିକ୍ସ ଓ୍ବିଜ୍ ବାଇଜୁ ରବୀନ୍ଦ୍ରନ୍ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍ ଅନ୍ଲାଇନ କୋଚିଂ ଫାର୍ମର…
ପ୍ରେମ ପାଇଁ ସୀମା ପାର୍ ହୋଇ ଭାରତ ଆସିଲେ ପାକିସ୍ତାନୀ ମହିଳା
ଜୟପୁର, ୩୦।୭:ପୁଣି ଥରେ ଏକ ସୀମା ପାର୍ ପ୍ରେମକାହାଣୀ ଦେଖିବାକୁ ମିଳିଛି। ମେହବିଶ୍ ନାମ୍ନୀ ଜଣେ ୩୩ ବର୍ଷୀୟା ପାକିସ୍ତାନୀ ମହିଳା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ପାର୍ ହୋଇ ରାଜସ୍ଥାନର ବିକାନେର ନିବାସୀ ରେହମାନଙ୍କୁ ଭେଟିବାକୁ ଆସିଛନ୍ତି। ଦୁହେଁ ଗତ କିଛିବର୍ଷ…
ଜଙ୍ଗଲରୁ ଉଦ୍ଧାର ହେଲେ ଆମେରିକୀୟ ମହିଳା
ମୁମ୍ବାଇ, ୩୦ା୭:ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲାର ଏକ ଜଙ୍ଗଲରେ ଜଣେ ଆମେରିକୀୟ ମହିଳା(୫୦) ଚେନ୍ ଯୋଗେ ଏକ ଗଛରେ ବନ୍ଧା ହୋଇ ପଡ଼ିଥିବାବେଳେ ତାଙ୍କୁ ସୋମବାର ପୋଲିସ ଉଦ୍ଧାର କରିଛି। ଉକ୍ତ ଜଙ୍ଗଲ ନିକଟରେ ଥିବା ସୋନୁରଲି ଗ୍ରାମର ଜଣେ ମେଣ୍ଢା ଚରାଳି…
କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ରାୟକୁ ସଂରକ୍ଷିତ ରଖିଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୯ା୭: ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ରାୟ ସଂରକ୍ଷିତ ରଖିଛନ୍ତି। ଆମ୍ ଆଦ୍ମୀ ପାର୍ଟି ଆବାହକ ଏବଂ ତଦନ୍ତକାରୀ ସଂସ୍ଥା ସିବିଆଇ ଓକିଲଙ୍କ ଯୁକ୍ତି…
‘ରାହୁଲ ଗାନ୍ଧୀ ଟ୍ୟୁଶନ ନେବା ଆବଶ୍ୟକ’, କାହିଁକି ଏମିତି କହିଲେ ଧମେନ୍ଦ୍ର, ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୭: ସୋମବାର ଲୋକ ସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ବଜେଟର ହାଲୱା ସମାରୋହର ପୋଷ୍ଟର ଦେଖାଇଥିଲେ। ଏ ସମ୍ପର୍କରେ…
ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଟେନସନ ବଢାଇଲେ ଶିନ୍ଦେ
ମୁମ୍ବାଇ,୨୯।୭: ଆସନ୍ତା କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜସ୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ମଧ୍ୟ ପ୍ରସ୍ତୁତ ଆରମ୍ଭ କରିଛି। ଦଳ…
ଏଥର କାହା ଫଟୋ ଦେଖାଇଲେ ରାହୁଲ, ଯାହାକୁ ନେଇ ସଂସଦରେ ଉଠିଲା ଝଡ
ନୂଆଦିଲ୍ଲୀ,୨୯।୭: କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ସଂସଦରେ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନ ସମୟରେ ଏକ ପୋଷ୍ଟର ଦେଖାଇବାକୁ ଚାହୁଁଥିଲେ, ଯାହା ଏକ ବଡ଼…

