ଜାତୀୟ

ଅଲମ୍ପିକ୍ସ ଷ୍ଟାଣ୍ଡ୍‌ରେ ନଜର ଆସିଲେ ତାପସୀ ପନ୍ନୁ, ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ, ୩୧।୦୭: ବଲିଉଡର ଫେମସ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ଛୁଟିରେ ଅଛନ୍ତି। ପ୍ୟାରିସରେ ଏବେ ଅଲମ୍ପିକ୍ସ ଚାଲିଥିବା ବେଳେ ତାଙ୍କୁ ପା୍ୟାରିସ୍‌ର ରାସ୍ତାରେ ଦେଖିବାକୁ ମିଳୁଛି । ତାପସୀ ପ୍ୟାରିସ ଭ୍ୟାକେସନ୍‌କୁ ସମ୍ପୂର୍ଣ୍ଣ ଉପଭୋଗ କରୁଥିବା ଦେଖିବାକୁ ମିଳିବ ।…

ରାହୁଲଙ୍କୁ ଜାତି ଟିପ୍ପଣୀ ପ୍ରସଙ୍ଗ: ଅନୁରାଗ ଠାକୁରଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମପି ଅନୁରାଗ ଠାକୁରଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି। ଅନୁରାଗଙ୍କ ସଂସଦରେ ଦିଆଯାଇଥିବା ବକ୍ତବ୍ୟକୁ ଭିଡିଓ ପୋଷ୍ଟ ମାଧ୍ୟମରେ େସ କହିଛନ୍ତି, ମୋର ଯୁବ ବନ୍ଧୁ ଅନୁରାଗ ଠାକୁରଙ୍କ…

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ନୂଆଦିଲ୍ଲୀ,୩୧।୭: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଅଗଷ୍ଟ ୧ ରୁ ଦାୟିତ୍ୱ…

ଲଭ୍‌ ଜିହାଦ୍‌ ପାଇଁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ ୩୩୧।୭: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍‌, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା ଏହି ସଂଶୋଧିତ ବିଲ୍‌ରେ ଧର୍ମାନ୍ତରଣ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ପ୍ରତାରଣା କରିବା ସହ ବେଆଇନ୍‌…

ଦୁର୍ଘଟଣାର ଶିକାର ହେଲେ ଓ୍ବାୟନାଡ ଯାଉଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ, ହସ୍ପିଟାଲରେ ଭର୍ତ୍ତି

ଥିରୁଭାନନ୍ତପୁରମ,୩୧।୭: ବୁଧବାର (ଜୁଲାଇ ୩୧) ରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାଲାପୁରାମ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଲାପୁରାମ ଜିଲାର ମଞ୍ଜେରୀ ନିକଟରେ ଜର୍ଜଙ୍କ କାର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ…

କିଏ ଲେଖନ୍ତି ରାହୁଲଙ୍କ ଭାଷଣ? ଯାହାକୁ ନେଇ ସଂସଦରେ ଭାଜପା ହେଉଛି ଟେନସନ

ନୂଆଦିଲ୍ଲୀ,୩୧।୭: ଆଜିକାଲି ସବୁ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆଲୋଚନା ହେଉଛି। ତାଙ୍କ ଭାଷଣକୁ ଗୃହରେ ମଧ୍ୟ ପ୍ରଶଂସା କରାଯାଉଛି। ସେ ନିଜ ଶୈଳୀରେ ନିରନ୍ତର କେନ୍ଦ୍ର ଉପରେ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳର ନେତା ଭାବରେ…

ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ!

ଓ୍ବାୟନାଡ,୩୧।୭: ମଙ୍ଗଳବାର (ଜୁଲାଇ ୩୦)ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ବହୁ ଧ୍ୱଂସାବଶେଷ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଏହି ଦୈବି ଦୁର୍ବିପାକରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ନିଖୋଜ ଥିବା ଅନେକ ଲୋକଙ୍କ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ରିଲିଫ ଓ…

ଓ୍ବାୟନାଡ ଭୂସ୍ଖଳନକୁ ନେଇ ଭୟଙ୍କର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ନଦୀରୁ ମିଳୁଛି ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶ

ଓ୍ବାୟନାଡ,୩୦।୭: ଓ୍ବାୟନାଡର ଭୟଙ୍କର ଭୂସ୍ଖଳନରେ ୧୦୦ଟପିଛି ମୃତ୍ୟସଂଖ୍ୟା। ପ୍ରକୃତିର ତାଣ୍ଡବରେ ଧରାଶାୟୀ ହୋଇଛି ଓ୍ବାୟନାଡି। ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ଓ୍ବାୟନାଡର ଅନେକ ଗାଁ ଜନବସତିରୁ ବିଚ୍ଛିନ୍ନ ହୋଇଛି। ଓ୍ବାୟନାଡର ମେପ୍ପାଡି ଅଞ୍ଚଳ ଏହି ପ୍ରକୃତିର ତାଣ୍ଡବରୁ ବର୍ତ୍ତି…

ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁସଂଖ୍ୟା ଶହେ ପାର୍‌, ମାଟି ତଳେ ଆହୁରି ଚାପି ହୋଇଛନ୍ତି ଶହଶହ ପରିବାର

ଓ୍ବାୟନାଡ,୩୦।୭: କେରଳ ୱାୟନାଡରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। ଏବେଯାଏଁ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍‌ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା…

ତେଜିଲା ଜାତି ଟିପ୍ପଣୀ ରାଜନୀତି: ଲୋକ ସଭାରେ ଧନକରଙ୍କ ବଡ଼ ବୟାନ, ମୁଁ ଜାଟ୍‌ ସମ୍ପ୍ରଦାୟର ସେଥିପାଇଁ ଗର୍ବିତ…

ନୂଆଦିଲ୍ଲୀ,୩୦।୭: ତେଜିଲା ଜାତି ରାଜନୀତି। ଲୋକ ସଭାରେ ବଜେଟ ଉପରେ ଆଲୋଚନାବେଳେ ଭାଜପା ଏମପି ଅନୁରାଗ ଠାକୁର ରାହୁଲଙ୍କ ଜାତି ପ୍ରସଙ୍ଗ ଉଠାଇବାରୁ ଆଜି ଦିନ ଭିତରେ ସଂସଦରେ ତୁମ୍ବି ତୋଫାନ ଦେଖା ଦେଇଛି। ଜନଗଣନା ପ୍ରସଙ୍ଗକୁ ଲୋକସଭାରେ ବିରୋଧୀଦଳର ନେତା…

୮ ବଡ଼ ନେତାଙ୍କୁ ବାହାର କରିଦେଲା ଏହି ଦଳ, ଥିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ, ୩୦।୦୭: ଶିରୋମଣି ଅକାଳି ଦଳ ଭିତରେ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଦଳର ଶୃଙ୍ଖଳା କମିଟି ନେତା ଗୁରୁପ୍ରତାପ ସିଂ ୱାଡାଲା, ବିବି ଜାଗିର କୌର, ପୂର୍ବତନ ସାଂସଦ ପ୍ରଫେସର ପ୍ରେମ ସିଂ ଚାନ୍ଦୁମଜ୍ରା, ପରମିନ୍ଦର…

‘ବୋ ଝୁଠ୍‌ ବୋଲ ରହି ଥି ବଡେ ସଲିକେ ସେ’… ସଂସଦରେ କାହାପାଇଁ ଶାୟରୀ କହିଲେ ଅଖିଳେଶ

ନୂଆଦିଲ୍ଲୀ,୩୦।୭: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଲୋକ ସଭାରେ ବଜେଟ ବିଷୟରେ ଆଲୋଚନା କରୁଥିବାବେଳେ କେନ୍ଦ୍ର ସରକାରଙ୍କୁ କବିତା ପଢି ଟାର୍ଗେଟ କରିଛନ୍ତି। ସେ କହିଛନ୍ତ, ଚଳିତ ବର୍ଷ ଏନଡିଏ ସରକାରଙ୍କ ଏକାଦଶ ବଜେଟ ଉପସ୍ଥାପିତ ହୋଇଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?