ଜାତୀୟ

କାଉଡିଆଙ୍କୁ ଚାପୁଡା ମାରିବା ପୋଲିସକୁ ପଡ଼ିଲା ମହଙ୍ଗା

ଜୟପୁର,୨୯।୭: ରାଜସ୍ଥାନର ଜୟପୁରର ସାମ୍ବର ପୋଲିସ ଷ୍ଟେସନ ଅଞ୍ଚଳରେ କାଉଡିଆଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଅଧୀକ୍ଷକ ଶାନ୍ତନୁ କୁମାର ସିଂ ଏନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କାଉଡିଆମାନେ ନିକଟସ୍ଥ ଏକ…

ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ରାଞ୍ଚି,୨୯।୭: ସୁପ୍ରିମକୋର୍ଟରୁ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ହେମନ୍ତ ସୋରେନଙ୍କୁ ଦିଆଯାଇଥିବା…

”ଏକାଦଶ ଶତାଦ୍ଧୀରେ ନୂଆ ଚକ୍ରବ୍ୟୁହରେ ଫସିଛି ଦେଶ”; ଭାଜପାକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯ା୭: ଲୋକ ସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଗୃହରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସରକାରଙ୍କୁ ବିଭିନ୍ନ ଦିଗରୁ ଘେରିବା ସହିତ ବହୁ ଅଡୁଆ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ କରୋନା ସମୟରେ ଆପଣ ଛୋଟ ବ୍ୟବସାୟକୁ…

ଏହି ନେତାଙ୍କୁ ହଠାତ୍‌ ଫୋନ୍‌ କଲେ ମୋଦି: ଆଉ ତା’ପରେ ମିଳିଲା ଖୁସିଖବର

ଅଗରତାଲା,୨୯।୭: ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ତେଲଙ୍ଗାନାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ତ୍ରିପୁରାରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ରାଜ୍ୟର ରାଜ୍ୟପାଳ ହୋଇଛନ୍ତି। ଦେବ ଭର୍ମା ଗତ ବର୍ଷ ସିପାହିଜାଲା ଜିଲାର ଚାରିଲାମରୁ ବିଧାନସଭା…

ୟୁପିଏସସି ଛାତ୍ରଙ୍କ ମୃତ୍ୟୁକୁ ନେଇ ରାଗିଗଲେ ଉପରାଷ୍ଟ୍ରପତି: କହିଲେ ଏମିତି କଥା

ନୂଆଦିଲ୍ଲୀ,୨୯।୭: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଦିଲ୍ଲୀର କୋଚିଂ ସେଣ୍ଟରର ତଳ ମହଲାରେ ବନ୍ୟା ପାଣି ପଶିଯିବା କାରଣରୁ ୟୁପିଏସସି ଛାତ୍ରଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଜିକାଲି କୋଚିଂ ଏକ ବ୍ୟବସାୟରେ…

ଭାରତରେ ରୋଡ ଶୋ’ କରିବେ ମାଳଦ୍ୱୀପ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୯।୭: ଆଜିକାଲି ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଆଜିଠାରୁ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଏଠାରେ ସେ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସ୍ଥାନରେ ରୋଡ ଶୋ’…

କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ…

ନୂଆଦିଲ୍ଲୀ,୨୯।୭: ଦିଲ୍ଲୀରେ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁକୁ ନେଇ ଜୋରଦାର ପ୍ରତିବାଦ ଚାଲିଛି । ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ଶନିବାର ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହହୋଇଛି। କାହିଁକି ଆଇଏଏସ୍‌ କୋଚିଂ…

ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ,୨୯ା୭: ସୋମବାର ବିହାର ସରକାର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରହିବ। ଏହାକୁ ନିଷିଦ୍ଧ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେପ୍ଟେମ୍ବରରେ ଏହି…

ଆଜି ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ: ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ପ୍ୟାରିସ୍‌,୨୯ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସମ୍ଭାବ୍ୟ ପଦକ ରେସ୍‌ରେ ନିଜକୁ ସାମିଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ଆଉ ୨ ଜଣ ଭାରତୀୟ। ରବିବାର ୧୦ ମିଟର ଏୟାର ରାଇଫଲ ମହିଳା ଓ…

ମନୁ ଭାକରଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି: ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୮।୭: ପ୍ରଥମ ଭାରତୀୟ ମହିଳା ଭାବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଶୁଟିଂ ଇଭେଣ୍ଟରୁ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…

ଧମକ ଦେଲେ ଜଳବାୟୁ କର୍ମୀ ଓ୍ବାଙ୍ଗ୍‌ଚୁକ୍‌: ୨୮ ଦିନିଆ ଅନଶନରେ ବସିବେ

ନୂଆଦିଲ୍ଲୀ,୨୮ା୭:ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ସାମ୍ବିଧାନିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯଦି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ନ ଡାକନ୍ତି, ତେବେ ଆଗାମୀ ସ୍ବାଧୀନତା ଦିବସରୁ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ ୨୮ ଦିନିଆ…

ପ୍ରେସ୍‌ କନଫରେନ୍ସ କରୁଥିଲେ କେନ୍ଦ୍ରମନ୍ତ୍ରୀ, ହଠାତ୍‌ ନାକରୁ ବାହାରିଲା ପ୍ରବଳ ରକ୍ତ: ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ,୨୮।୭: ପ୍ରେସ୍‌ କନଫରେନ୍ସ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ନାକରୁ ହଠାତ୍‌ ରକ୍ତସ୍ରାବ ହୋଇଛି। ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ବେଙ୍ଗାଲୁରୁରେ ଭାଜପା-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସୱାମୀ ଏକ ସାମ୍ବାଦିକକୁ ସମ୍ମିଳନୀରେ ସମ୍ବୋଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?