ଜାତୀୟ

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ବଡ଼ ଦାବି, ବର୍ଷକୁ ଦରକାର ୮୦ ଲକ୍ଷ ଚାକିରି

ନୂଆଦିଲ୍ଲୀ, ୨୨।୦୭: ଭାରତରେ ପ୍ରତିବର୍ଷ ୮୦ ଲକ୍ଷ ଚାକିରି ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏମିତି ଏକ ବଡ଼ ଦାବି କରିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନାଗେଶ଼୍ବରନ୍‌ । ଏଥିସହିତ ସେ କହିଛନ୍ତି ଯେ ଅଭିବୃଦ୍ଧି ହାର ଆକଳନ…

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଆଜିର ବୈଠକ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି…

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ…

ସଂସଦରେ ଗର୍ଜିଲେ ବିଜେଡି ଏମ୍‌ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଓଡ଼ିଶାର ବିଜେଡି ଏମ୍‌ପି ରାଜ୍ୟ ସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ଏମ୍‌ପି ମୁନା ଖାଁ ଗୃହରେ କହିଛନ୍ତି, ଓଡ଼ିଶା…

ବଜେଟ୍‌ରେ ହେବ ଏହି ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୨ା୭: ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ…

ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି

ଲକ୍ଷ୍ନୌ,୨୨।୭: ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍‌ରେ ପଡୁଥିବା ୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏହା…

ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୭: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ…

‘ଖାଲି ବଡ଼ ପାଟି କଲେ ମିଛ କେବେ ସତ ହୁଏ ନାହିଁ’

ନୂଆଦିଲ୍ଲୀ,୨୨ା୭: ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା। କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି,…

ଭାରତର ଏହି ନେତାଙ୍କୁ ଧମକ ଦେଲେ ଖଲିସ୍ତାନୀ ନେତା ପନ୍ନୁ

ନୁଆଦିଲ୍ଲୀ,୨୨।୭: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ବିଦେଶରେ ବସି ଭାରତୀୟ ନେତାମାନଙ୍କୁ ଧମକ ଦେଉଛନ୍ତି। ପନ୍ନୁଙ୍କ ଆତଙ୍କବାଦୀ ସଂଗଠନ ’ଶିଖ ଫର ଜଷ୍ଟିସ’ କେରଳର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) -ସିପିଆଇ (ଏମ)ର ରାଜ୍ୟ ସଭା ଏମ୍‌ପି ଭି…

ଲକ୍ଷ୍ମୀପୁର ଖେରୀ ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୭: ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାରେ ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ସୋମବାର ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ହିଂସା ମାମଲାରେ ଶୁଣାଣି ତ୍ୱରାନ୍ବିତ କରିବା ଏବଂ ସମୟ ସ୍ଥିର କରିବାକୁ ସୁପ୍ରିମକୋର୍ଟ…

ରାହୁଲଙ୍କ ଏହି ପ୍ରଶ୍ନ ଶୁଣି ଚିହିଙ୍କି ଉଠିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨ା୭: ସୋମବାର ଆରମ୍ଭ ହୋଇଛି ଲୋକ ସଭାର ଅଧିବେଶନ। ଆରମ୍ଭରୁ ପାର୍ଲାମେଣ୍ଟରେ ପେପର ଲିକ୍‌ ପ୍ରସଙ୍ଗ ପୁଣି ଥରେ ଉଠିଛି। କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି…

”ପ୍ରଶ୍ନପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ”-ଶିକ୍ଷାମନ୍ତ୍ରୀ ; NEET ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ଆରମ୍ଭରୁ ସଂସଦରେ NEET ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି। ଏଥିରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଗତ ୭ ବର୍ଷରେ ପ୍ରଶ୍ନପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ, କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?