ଜାତୀୟ

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ,୧୮।୭:ସୁପ୍ରିମକୋର୍ଟରେ ଗୁରୁବାର ୨ ନୂଆ ବିଚାରପତି ନିଯୁକ୍ତ ହୋଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନଙ୍ଗମେଇକାପାମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ…

ଆଇଏଏସ୍‌ ପୂଜା ଖେଡକରଙ୍କ ମା’ ଗିରଫ

ପୁଣେ ,୧୮।୭: ଆଇଏଏସ ଟ୍ରେନିଂ ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରାମା ଖେଡକରଙ୍କୁ ବେଆଇନ ବନ୍ଧୁକ ଥିବା ଅଭିଯୋଗରେ ପୁଣେ ପୋଲିସ ଗିରଫ କରାଯାଇଛି। ନିକଟରେ ମନୋରାମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପୁଣେ ଜିଲାର ମୁଲସି ଗ୍ରାମରେ ଜମି…

ରିଲ୍‌ କରିବା କାଳ ହେଲା, ୩୦୦ ଫୁଟ୍‌ ଖାଲକୁ ଖସି ପଡ଼ି ଇନ୍‌ଫ୍ଲୁଏନ୍ସର ଅନ୍‌ଭିଙ୍କ ମୃତ୍ୟୁ

ମୁମ୍ବାଇ,୧୮।୭: ରିଲ୍‌ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍‌ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭ ବର୍ଷୀୟ ଅନ୍‌ଭି କାମଦାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ମାନଗାଓରେ କୁମ୍ଭେ ଝରଣା ନିକଟରେ ୩୦୦ ଫୁଟ୍‌…

ଭାଜପାରେ ତେଜିଲା କଳହ: ଉପମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଲେ ବିଧାୟକ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଟୁଇଟ ଏବଂ ଭାଜପା ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ୟୁପି ଭାଜପାରେ ରାଜନୈତିକ କଳହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାନ୍ଦୁଲିର ସୟଦରାଜ ଆସନରୁ ଭାଜପା ବିଧାୟକ ସୁଶୀଲ ସିଂଙ୍କଠାରୁ ମଧ୍ୟ ଏକ…

ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି

ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ…

୨୨୧୬ ପଦବୀ, ୨୫,୦୦୦ ଆଶାୟୀ: ଦଳାଚକଟା ସ୍ଥିତି

ମୁମ୍ବାଇ,୧୮ା୭: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍‌ ଲିଃର ୨,୨୧୬ ଲୋଡର ପଦବୀ ପୂରଣ ପାଇଁ ମୁମ୍ବାଇରେ ସାକ୍ଷାତ୍‌କାର ପରୀକ୍ଷା ବେଳେ ଦଳାଚକଟା ସ୍ଥିତି ଉପୁଜିଛି। ପରୀକ୍ଷା ଦେବା ପାଇଁ ୨୫,୦୦୦ରୁ ଅଧିକ ଆଶାୟୀ ପହଞ୍ଚତ୍ବାରୁ ପ୍ରବଳ ଠେଲାପେଲା ହୋଇଥିଲା। ଆବେଦନକାରୀମାନେ ଆପ୍ଲିକେଶନ…

ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌

ବେଙ୍ଗାଲୁରୁ,୧୮ା୭: କର୍ନାଟକର ହୁବୁଳିସ୍ଥିତ ଏକ ହସ୍ପିଟାଲରେ ୨୦୧୮ରୁ ଡାକ୍ତର ଭାବେ କାର୍ଯ୍ୟରତ ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌ ଜିତିଛନ୍ତି। ଏହି ବିଜୟକୁ ନେଇ ସୃତିଙ୍କ ପରିବାର ଓ ଦେଶବାସୀ ଉଲ୍ଲସିତ ହୋଇଛନ୍ତି। ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ…

ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ

ବିଜାପୁର,୧୮।୭: ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ। ଏହି ବିସ୍ଫୋରଣ ଛତିଶଗଡ଼ ବିଜାପୁରରେ ହୋଇଛି। ଏଥିରେ ୬ ଯବାନ ଗୁରୁତର ଆହତ ହୋଇଛନ୍ତି। ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ସିଆରପିଏଫ ଓ ଡିଆରଜି ଯବାନଙ୍କ କମ୍ବିଂ ବେଳେ…

ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର

ଡେରାଡୁନ୍‌,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍‌ କହିଛନ୍ତି, ସମସ୍ତଙ୍କ ସହ ବିଚାରବିମର୍ଶ କରି ଦଳ ଭିତରେ ନିଷ୍ପତ୍ତି ନିଆଯିବା ଉଚିତ। କାହା ଉପରେ…

କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ

ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍‌ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଅଣପରିଚାଳନାଗତ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାର…

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।…

ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଦଳର ପିମ୍ପ୍ରି-ଚିଞ୍ଚଓ୍ବାଡ ୟୁନିଟ୍‌ ସଭାପତି ଅଜିତ ଗବହାନେ ଅଛନ୍ତି। ତାଙ୍କ ସମେତ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?