ଜାତୀୟ

କାର୍‌ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୭: ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୬ରେ ସମଗ୍ର ଦେଶ ପାଳୁଛି କାର୍‌ଗିଲ ବିଜୟ ଦିବସ। ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ବୀରମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଉଛି। ଏହି ଅବସରରେ…

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନାନୁସାରେ, ବ୍ୟକ୍ତି ଜଣଙ୍କ…

ରୋହିତ ଶର୍ମା ବେହୋସ ହୋଇଯିବେ: ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରସିଦ୍ଧ କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଏହାପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଏବେ ସମସ୍ତଙ୍କ ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ ଉପରେ ରହିଛି। ୨୦୨୭ରେ…

ଆଖିବୁଜିଲେ ବରିଷ୍ଠ ଭାଜପା ନେତା

ନୂଆଦିଲ୍ଲୀ,୨୬।୭: ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ପ୍ରଭାସ ଝାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମୂଳତଃ ବିହାରର ଥିଲେ। ରାଜ୍ୟ ସଭାର ୨ଥର…

ଚାଇନାକୁ କଡ଼ା କଥା ଶୁଣାଇଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଏବଂ ପୂର୍ବ ଚୁକ୍ତିନାମାକୁ ପୂର୍ଣ୍ଣ ସମ୍ମାନ ନିଶ୍ଚିତ…

ଗୋଟିଏ ଗୁଳିରେ ୩ ଶିକାର

ଲକ୍ଷ୍ନୌ,୨୬ା୭: ଲୋକ ସଭା ନିର୍ବାଚନ ପରଠାରୁ ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କ୍ରମାଗତ ଭାବରେ କହି ଆସୁଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ କେତେକ…

ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ

ଅମରାବତୀ,୨୬ା୭:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଜଗନ୍‌ ମୋହନ ରେଡ୍ଡୀଙ୍କୁ କଲମ୍ବିଆର ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଅବସରରେ ଚନ୍ଦ୍ରବାବୁ…

କାର୍‌ଗିଲ ଯୋଦ୍ଧାଙ୍କୁ ମନେ ପକାଉଛି ଦେଶ, ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୭: ଦେଶରେ ପ୍ରତିବର୍ଷ ୨୬ ଜୁଲାଇରେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ…

ଇଂଲଣ୍ଡ ଭଳି ଟିକସ ଦେଉଛୁ, ସୋମାଲିଆ ଭଳି ସେବା ପାଉଛୁ: ରାଘବ

ନୂଆଦିଲ୍ଲୀ, ୨୬ା୭:ଏନ୍‌ଡିଏ ତୃତୀୟ ପାଳି ସରକାର ଉପସ୍ଥାପନ କରିଥିବା ୨୦୨୪-୨୫ ବର୍ଷର ବଜେଟକୁ ରାଜ୍ୟ ସଭା ସଦସ୍ୟ ତଥା ଆପ୍‌ ନେତା ରାଘବ ଚଢ଼ା କଡ଼ା ସମାଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ ଭଳି ଟିକସ ଦେଉଥିବାବେଳେ ସୋମାଲିଆ ଭଳି ସେବା ପାଉଥିବା…

୨୯ରୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୨୫ା୭: ମହିଳାମାନଙ୍କ ରାଜନୈତିକ ଓ ଅର୍ଥନୈତିକ ସଶକ୍ତୀକରଣ ସମେତ ସାମାଜିକ ନ୍ୟାୟ ଓ ସୁରକ୍ଷା ଅଧିକାର ପାଇଁ ଅଖିଳ ଭାରତ ମହିଳା କଂଗ୍ରେସ ଆସନ୍ତା ୨୯ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ କରିବ। କଂଗ୍ରେସ ମହିଳା ଶାଖା ସଭାନେତ୍ରୀ ଅଲକା ଲାମ୍ବା ଗୁରୁବାର…

ବୁଥ କ୍ୟାପଚରିଂର ୯୦୦ ଅଭିଯୋଗରୁ ୮୭୫ ପଶ୍ଚିମବଙ୍ଗର! ଲୋକ ସଭାରେ ମନ୍ତ୍ରୀ ଉପସ୍ଥାପନ କଲେ…

ନୂଆଦିଲ୍ଲୀ,୨୫।୭: ସରକାର ଗୁରୁବାର (ଜୁଲାଇ ୨୫, ୨୦୨୪)ରେ କହିଛନ୍ତି ଯେ ନିକଟରେ ଅନୁଷ୍ଠିତ ଲୋକ ସଭା ଓ ବିଧାନସଭା ନିର୍ବାଚନ ସମୟରେ ମତଦାନ କେନ୍ଦ୍ରଗୁଡ଼ିକର ୯୨୫ ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ସର୍ବାଧିକ ୮୭୫ ଅଭିଯୋଗ ପଶ୍ଚିମବଙ୍ଗରୁ ଆସିଥିଲା। ରାଜ୍ୟ ଆଇନ…

କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସମର୍ଥନ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୨୫।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ମେରୁଟ ଡିଭିଜନର ବିଧାୟକଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକ ପରେ ଗାଜିଆବାଦର ଲୋନି ବିଧାୟକ ନନ୍ଦ କିଶୋର ଗୁର୍ଜର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?