ଜାତୀୟ

ରାହୁଲଙ୍କ ଜାତିକୁ ନେଇ ବଡ଼ ଖୁଲାସା, କଂଗ୍ରେସ ନେତାଙ୍କର ଗୋତ୍ରର ଖୁଲାସା କଲେ ଏହି ବଡ଼ ପଣ୍ଡିତ

ନୂଆଦିଲ୍ଲୀ,୧।୮: କିଛିଦିନ ଧରି ଜାତି ପ୍ରସଙ୍ଗ ନେଇ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଜାତି ଟିପ୍ପଣୀକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି। ନିକଟରେ ଗୃହରେ ଭାଜପା ଏମପି ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ…

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି

ଶିମ୍‌ଲା,୧।୮: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର, ବିଦ୍ୟାଳୟ…

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୮:ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡି ଟ୍ରାଫିକ ସମସ୍ୟା ଦେଖା…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ସଦସ୍ୟ ଅନୁରାଗ ଠାକୁରଙ୍କ ଜାତି ମନ୍ତବ୍ୟକୁ ବୁଧବାର ବିପକ୍ଷ ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବାକୁ ସେମାନେ ଦାବି କରିଛନ୍ତି। ଏହି…

ଓ୍ବାୟନାଡ୍‌ ଭୂସ୍ଖଳନ: ୨୭୬ ଜଣଙ୍କ ଗଲାଣି ଜୀବନ

ଓ୍ବାୟନାଡ୍‌,୧।୮:କେରଳର ଓ୍ବାୟନାଡ୍‌ରେ ଲଗାଣ ବର୍ଷାଜନିତ ଭୂସ୍ଖଳନ ୨୭୬ ଜଣଙ୍କ ଜୀବନ ନେଇଥିବାବେଳେ ୧୩୨ ଆହତ ହୋଇଛନ୍ତି। ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାରକରିବା ପାଇଁ ସେନା ପକ୍ଷରୁ ବୁଧବାର ରେସ୍କ୍ୟୁ ଅପରେଶନ୍‌କୁ ଜୋର୍‌ଦାର କରାଯାଇଛି। ସେନା…

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ନୂଆଦିଲ୍ଲୀ,୧।୮: କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ…

ଅଧୀର ରଞ୍ଜନଙ୍କୁ ଖୋଲା ଅଫର୍‌ ଦେଲେ ଅଠୱାଲେ: କଂଗ୍ରେସ ଛାଡି…

ନୂଆଦିଲ୍ଲୀ,୩୧।୭: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ସଭାପତି ରାମଦାସ ଅଠୱାଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ରାମଦାସ ଅଠୱାଲେ ମଧ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏକ ଖୋଲା ଅଫର ଦେଇଛନ୍ତି। ସେ…

ଓଡ଼ିଶାରେ ଆରମ୍ଭ ହେଲା କି ଖେଳ! ରାଜ୍ୟ ସଭାରେ ନମ୍ବର ଗେମ୍‌ ସ୍ଥିର କରିବ ଭାଜପା

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ା୭: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ କରିନାହିଁ,…

ଅମିତ ଶାହାଙ୍କୁ ମୁହଁତୋଡ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୩୧।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦାବି ଉପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୱାୟନାଡ ଭୂସ୍ଖଳନ ଘଟଣା ପୂର୍ବରୁ କୌଣସି ରେଡ୍‌ ଆଲର୍ଟ ଜାରି କରାଯାଇ ନ ଥିଲା। ଘଟଣାର କିଛି ଘଣ୍ଟା ପରେ…

ଇସ୍ତଫା ଦେଲେ ମମତା ମହନ୍ତ: କାହାକୁ ରାଜ୍ୟ ସଭା ପଠାଇବ ଭାଜପା, ଚର୍ଚ୍ଚାରେ…

ଭୁବନେଶ୍ୱର,୩୧।୭: ବିଜୁ ଜନତା ଦଳର ଏମପି ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେଇଛନ୍ତି। ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର…

ଏହି ମୁଖ୍ୟମନ୍ତ୍ରୀ ଆଜିର ଦିନରେ କରିଥିଲେ ପ୍ରଥମ ଫୋନ୍‌ କଲ୍‌, ଗୋଟିଏ ମିନିଟ୍‌ରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

ନୂଆଦିଲ୍ଲୀ,୩୧ା୭: ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍‌ ଅଛି। ପ୍ରତ୍ୟେକ ପିଲା ଫୋନ୍‌ କିପରି ବ୍ୟବହାର କରିବେ ଜାଣନ୍ତି। କିନ୍ତୁ ୨୯ ବର୍ଷ ପୂର୍ବେ ଫୋନ୍‌ ବ୍ୟବହାର କରିବା ଏତେ ସହଜ ନ ଥିଲା କିମ୍ବା ସାଧାରଣ ଲୋକଙ୍କ ସହିତ ଫୋନ୍‌ରେ…

ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧।୭: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବୁଧବାର ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିଜୟର ମନ୍ତ୍ର ଦେଇଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବେଶ କଂଗ୍ରେସ ସପକ୍ଷରେ ଅଛି, କିନ୍ତୁ ଲୋକ ସଭା ନିର୍ବାଚନରେ ଦଳ ଗଠନ କରିଥିବା ବିଶ୍ୱସନୀୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?