ଜାତୀୟ

ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲଙ୍କ ପାଇଁ ଟ୍ରେଜେରୀ ଖୋଲିଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, କଲେ ବଡ଼ ଘୋଷଣା

ମୁମ୍ବାଇ,୧।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଟ୍ରେଜେରୀ ଖୋଲିଛନ୍ତି। ସେ ସ୍ବପ୍ନିଲ କୁସାଲେଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ସିଏମ ସ୍ବପ୍ନିଲଙ୍କୁ ଅଭିନନ୍ଦନ…

ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…

ପୂଜା ଖେଡକରଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଦେବାକୁ ମନା କଲେ କୋର୍ଟ

ପୁଣେ,୧।୮: ମହାରାଷ୍ଟ୍ରର ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। କୋର୍ଟରେ…

‘ମୁଁ ଏଠାକୁ ଚାକିରି କରିବାକୁ ଆସି ନାହିଁ…’, ବିଧାନସଭାରେ ଏମିତି କ’ଣ କହିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୮: ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଛି। ଏହି କ୍ରମରେ, ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ମୁଁ ଏଠାକୁ ଚାକିରି କରିବାକୁ ଆସି ନାହିଁ। ମୁଁ ଏଠାକୁ…

ମମତାଙ୍କ ଗଡ଼ରେ ଭାଜପା ମଧ୍ୟରେ ବଢିଲା ଗୋଷ୍ଠୀକନ୍ଦଳ

କୋଲକାତା,୧।୮: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ବିବାଦ ବୃଦ୍ଧି ପାଉଛି। ଲୋକ ସଭା ନିର୍ବାଚନରେ କମ ଆସନ ଏବଂ ଉପ-ନିର୍ବାଚନରେ ଚାରିଟି ବିଧାନସଭା ଆସନରେ ପରାଜୟ ବ୍ୟତୀତ ଦଳର ରାଜ୍ୟ ସଭାପତି ନିର୍ବାଚନ ହେତୁ ଦଳର ସ୍ଥିତି ଭଲ…

ଉତ୍ତରାଖଣ୍ଡ ଭଳି ରାଜସ୍ଥାନରେ ବି ଲାଗୁ ହେବ ୟୁସିସି! ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଜୟପୁର,୧।୮: ଉତ୍ତରାଖଣ୍ଡ ପରେ ଏବେ ରାଜସ୍ଥାନରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭଜନଲାଲ ଶର୍ମା ସରକାର ଚିନ୍ତା କରୁଛନ୍ତି। ଗୁରୁବାର ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଯୋଗରାମ ପଟେଲ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଇନ…

ଓ୍ବାୟନାଡ୍‌ ଭୂସ୍ଖଳନ: ଘଟଣାସ୍ଥଳ ପରିଦର୍ଶନ କଲେ ରାହୁଲ ପ୍ରିୟଙ୍କା

ଓ୍ବାୟନାଡ୍‌,୧।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର କେରଳର ୱାୟନାଡରେ ପହଞ୍ଚିଥିଲେ ଯେଉଁଠାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଥିଲା। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଘଟଣା ସ୍ଥଳକୁ ଯାଞ୍ଚ…

ଭିଏତନାମ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧।୮: ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନହ ତିନି ଦିନିଆ ସରକାରୀ ଗସ୍ତରେ ମଙ୍ଗଳବାର ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ବୈଦେଶିକ ରାଜ୍ୟମନ୍ତ୍ରୀ ପାବିତ୍ର ମାର୍ଗେରିଟା ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ତାଙ୍କ ଯାତ୍ରା ପୂର୍ବରୁ ଚିନହ ରାଜଘାଟରେ…

ସ୍ବପ୍ନିଲଙ୍କ ସଫଳତା ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା…

ପ୍ୟାରିସ୍‌,୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଶୁଟର ସ୍ବପି୍ନଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ…

ରିଲ ମନ୍ତ୍ରୀ କହିବାରୁ ରାଗିଲେ ଅଶ୍ୱିନୀ ବୈଷ୍ଣବ, କହିଲେ…

ନୂଆଦିଲ୍ଲୀ,୧।୮: ଗୁରୁବାର (୧ ଅଗଷ୍ଟ) ରେ ଲୋକ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଷଣ ସମୟରେ ଅନେକ ହୋହଲ୍ଲା ଦେଖାଦେଇଥିଲା। ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହିଥିଲେ ଯେତେବେଳେ ଜଣେ…

ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର

ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର…

‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧।୮: ବୁଧବାର ଅର୍ଥାତ୍‌ ୩୧ ଜୁଲାଇରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ସଂସଦ ଭବନରେ ମଧ୍ୟ ଓ୍ବାଟର ଲିକେଜ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ପରେ ସଂସଦର ଛାତରୁ ପାଣି ଝରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?