ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦର ଆସିଲା ବଡ଼ ନିଷ୍ପତ୍ତି, କୋର୍ଟ ଶୁଣାଇଲେ ଏହି ରାୟ
ମଥୁରା,୧ା୮: ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ମଥୁରାର ଶାହି ଇଦ୍ଗାହ ମସ୍ଜିଦକୁ ନେଇ ବିବାଦରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ଆସିଛି। ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆପତ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି।…
‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା
ନୂଆଦିଲ୍ଲୀ,୧।୮: ଅଭିନେତ୍ରୀ-ଏମପି କଙ୍ଗନା ରାନାୱତ ତାଙ୍କର ଖଟାମିଠା ବୟାନବାଜି ପାଇଁ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ମଣ୍ଡିରୁ ଏମପି ଭାବରେ ନିର୍ବାଚିତ ହେବା ପରେ କଙ୍ଗନା କ୍ରମାଗତ ଭାବରେ ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି।…
ଏନ୍ଡିଏ ଦି ଫାଳ! ବଡ଼ ଗେମ୍ ଖେଳିପାରେ କଂଗ୍ରେସ
ବେଙ୍ଗାଲୁରୁ,୧।୮: କର୍ନାଟକରେ ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନରେ କର୍ନାଟକର ଦୁଇଜଣ ଏମ୍ପିଙ୍କୁ ଦେବା ସତ୍ତ୍ୱେ କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରଣାଳୟ ପାଇଛନ୍ତି। ସେ ଶିଳ୍ପ ଏବଂ ଇସ୍ପାତ ପରି ମନ୍ତ୍ରଣାଳୟ ପାଇଲେ। ଏହା ସତ୍ତ୍ୱେ କୁମାରସ୍ବାମୀ ଭାରତୀୟ ଜନତା…
‘ଆମ ଦେଶକୁ ବୁଢ଼ା ରାଜନେତା କରୁଛନ୍ତି ଶାସନ’
ନୂଆଦିଲ୍ଲୀ,୧ା୮: ଆମ ଆଦ୍ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ…
ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ…
ନୂଆଦିଲ୍ଲୀ,୧ା୮: ଆମ ଆଦ୍ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ…
ଅମିତ ଶାହାଙ୍କୁ ଚିଠି ଲେଖିଲେ ଶଶି ଥରୁର: କଲେ ଏମିତି ଅନୁରୋଧ
ଥିରୁଭାନନ୍ତପୁରମ,୧।୮: କଂଗ୍ରେସର ଥିରୁବନନ୍ତପୁରମ ଏମ୍ପି ଶଶି ଥରୁର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ୱାୟନାଡ ଭୂସ୍ଖଳନକୁ ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ସେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଥରୁର ଚିଠିରେ ଲେଖିଛନ୍ତି,…
ହିମାଚଳ-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୧୩ ମୃତ୍ୟୁ
ନୂଆଦିଲ୍ଲୀ,୧।୮: ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। କେରଳ ଓ୍ବାୟନାଡ ପରେ ଏବେ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଭୟାନକ ଜଳ…
ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧।୮: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ।…
ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧।୮: ଲୋକ ସଭାର ବେଜଟ୍ ଅଧିବେଶନରେ ଫୈଜାବାଦ ଏମପି ଅବଦେଶ୍ ପ୍ରସାଦ ସ୍ପିକରଙ୍କ ଆସନରେ ବସି ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷତା କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍ଙ୍କ ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ,…
ମମତା ମହାନ୍ତଙ୍କ ଇସ୍ତଫା: ଭିତିରି ଷଡ଼ଯନ୍ତ୍ର ଚର୍ଚ୍ଚା
ଭୁବନେଶ୍ୱର,୧।୮(ଅନିଲ ଦାସ): ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର…
ପାର୍ଲିଆମେଣ୍ଟ ନୂଆ ଛାତରୁ ଗଳୁଛି ପାଣି; ଭାଜପାକୁ କଟାକ୍ଷ କଲେ ବିରୋଧୀ
ନୂଆଦିଲ୍ଲୀ,୧।୮: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଭାଜପାକୁ…
ରାହୁଲ ଗାନ୍ଧୀ ହେବେ ଆଗାମୀ ପ୍ରଧାନମନ୍ତ୍ରୀ: ଏହି ବ୍ୟକ୍ତି କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୮।୧: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ କଂଗ୍ରେସ ପଛକୁ ବାଉନ୍ସ କରୁଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ସମସ୍ତେ ଦେଖୁଛନ୍ତି। ତାଙ୍କର ଫଲୋଅର୍ସ ମଧ୍ୟ ବୃଦ୍ଧି ପାଉଛି। ବେଳେବେଳେ ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ମଧ୍ୟରେ ନଜର…

