ଗାଜିଆବାଦର ଶପିଂ କଲେ ଶେଖ ହାସିନା, କିଣିଲେ ୩୦ ହଜାର ଟଙ୍କାର ଜିନିଷ, ଟଙ୍କା ନ ଅଣ୍ଟିବାରୁ କଲେ…
ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ…
ହଠାତ୍ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରୁ ଡିସକ୍ୱାଲିଫାଇଡ୍ ହୋଇଛନ୍ତି ରେସଲର୍ ଭିନେଶ ଫୋଗଟ। ତେବେ ସେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ୟାରିସର…
ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ କରାଯାଇଛି।…
ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ…
ଭିନେଶ ଫୋଗାଟଙ୍କୁ ଟାର୍ଗେଟ କଲେ କଙ୍ଗନା, କହଦେଲେ ଏମିତି…
ନୂଆଦିଲ୍ଲୀ,୭।୮:ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ଏମପି କଙ୍ଗନା ରଣାଓ୍ବତ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ବେଧଡକ ବୟାନକୁ ନେଇ ତ ଆଉ କେତେବେଳେ ନିଜ ସୋଶାଲ ମିଡିଆ ପୋଷ୍ଟକୁ ନେଇ ସେ ସର୍ବଦା ହେଡଲାଇନରେ…
ଭିନେଶ ଡିସ୍କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଡିସ୍କ୍ୱାଲିଫାଏଡ ଉପରେ ପରିବାରର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫେଡେରେଶନ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଭିନେଶଙ୍କ ପରିବାର। ଭିନେଶ ଫୋଗଟଙ୍କୁ ଶ୍ୱଶୁର…
ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଥିବା କିଏ ସେହି ମହିଳା ରେସଲର୍ ଭିନେଶ ଫୋଗାଟ, ଡାକ୍ତର, ଇଞ୍ଜିନିୟର ଛାଡି କାହିଁକି ହୋଇଗଲେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗାଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ…
ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ
ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର…
ରାହୁଲଙ୍କ ନୂଆ ବଙ୍ଗଳାକୁ ନେଇ ଆଶ୍ଚର୍ଯ୍ୟଜନକ ରହସ୍ୟ, ୫ ବର୍ଷରୁ ଅଧିକ ଦିନ ଏଠାରେ କେହି ରୁହନ୍ତିିନି, ଜାଣନ୍ତୁ କ’ଣ ରହିଛି…
ନୂଆଦିଲ୍ଲୀ,୭।୮: ପ୍ରଥମ ଥର ପାଇଁ ରାଏବରେଲିରୁ ଲୋକ ସଭା ନିର୍ବାଚନରେ ଜିତିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଟିୟନ୍ସ ଦିଲ୍ଲୀରେ ଏକ ନୂତନ ସ୍ଥାନ ପାଇଛନ୍ତି। ରାହୁଲ ଗାନ୍ଧୀ ବର୍ତ୍ତମାନ ସୁନହରୀ ବାଗ ସ୍ଥିତ ବଙ୍ଗଳା ନମ୍ବର ୫ରେ ରହିବେ। ଗତ…
ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ
ସୁବା, ୭।୮: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ‘କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ରେ ସମ୍ମାନିତ ହୋଇଛନ୍ତି। ଫିଜି ରାଷ୍ଟ୍ରପତି ରାତୁ ୟୁଲିୟମ ମେବ୍ଲିଲି କଟୋନିବେରେ ମଙ୍ଗଳବାର ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।…
କିଛିଦିନ ଭାରତରେ ରହିବେ ହାସିନା
ନୂଆଦିଲ୍ଲୀ/ଢାକା,୭ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ବ୍ରିଟେନ୍ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି। ଅନ୍ୟପକ୍ଷେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଯୋଗୁ ହାସିନା ଦେଶ ଛାଡ଼ି…
ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ
ହାଇଦ୍ରାବାଦ,୬।୮: ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନେଇ ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସୁଛି। ତେଲଙ୍ଗାନାର ନିଜାମାବାଦ ଜିଲା କୋଥାପାଲି ଗ୍ରାମରେ ଥିବା…

