ଚନ୍ଦ୍ରଚୂଡଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୬ା୮: ସୁପ୍ରିମକୋର୍ଟଙ୍କ କୋଟା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ହତ୍ୟା ଧମକ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସିଜେଆଇଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ପୋଲିସ…
ଡେଥ୍ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର
ନୂଆଦିଲ୍ଲୀ, ୬।୮: ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗର ଅଞ୍ଚଳରେ କୋଚିଂ ସେଣ୍ଟର ବେସ୍ମେଣ୍ଟରେ ପାଣି ପଶିଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାରେ…
ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ
କୋଲକାତା,୬ା୮: ରୋଜଭ୍ୟାଲି ଗ୍ରୁପ୍ ଦ୍ୱାରା ଚିଟ୍ଫଣ୍ଡ ଠକେଇର ସମ୍ମୁଖୀନ ହୋଇଥିବା ଜମାକାରୀମାନଙ୍କୁ ୧୨ କୋଟି ଟଙ୍କାର ସମ୍ପତ୍ତି ଫେରାଇବା ପାଇଁ କୋଲକାତାର ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋଜଭ୍ୟାଲିରେ ୧୪ଟି ସ୍ଥାୟୀ ଜମାରେ ଜମାକାରୀମାନେ ୧୧,୯୯,୩୫,୩୮୫.୬୦ କୋଟି ଟଙ୍କା ରଖିଥିଲେ।…
ସେପ୍ଟେମ୍ବରରେ କଶ୍ମୀର ନିର୍ବାଚନ
ଜମ୍ମୁ, ୬।୮: ଆସନ୍ତା ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍ ରେଡ୍ଡୀ କହିଛନ୍ତି। ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁସ୍ଥିତ ବାନା ସିଂ…
ଭାରତ-ବାଂଲାଦେଶ ଟ୍ରେନ୍ ଚଳାଚଳ ବନ୍ଦ
ନୂଆଦିଲ୍ଲୀ,୬ା୮:ଭାରତରୁ ବାଂଲାଦେଶକୁ ଯାଉଥିବା ସମସ୍ତ ଟ୍ରେନ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସୋମବାର ଏହି ନିଷ୍ପତ୍ତି ନିଆଯାଇଥିବା ରେଲଓ୍ବେ ଅଧିକାରୀମାନେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟରୁ…
ମହାରାଷ୍ଟ୍ରରେ ଏଏପି ଲଢିବ ବିଧାନସଭା ନିର୍ବାଚନ, କଲା ଘୋଷଣା, ଏତିକି ଆସନରେ ଦେବ ପ୍ରାର୍ଥୀ
ନୂଆଦିଲ୍ଲୀ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପ୍ରସ୍ତୁତ ହୋଇଛି। ଦଳ ମୁମ୍ବାଇର ୩୬ଟି ଆସନରେ ପ୍ରାର୍ଥୀ ଦେବ। ପାର୍ଟି କର୍ମୀମାନେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଆମ ଆଦମୀ ପାର୍ଟି ମହାରାଷ୍ଟ୍ରରେ ଇଣ୍ଡିଆ…
ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ
ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି।…
ଶେଖ ହସିନାଙ୍କୁ ଭେଟିଲେ ଅଜିତ ଡୋଭାଲ, କିଛି ଦିନ ଭାରତରେ ରହିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୮: ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି। ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି। ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…
ଶେଖ ହସିନାଙ୍କୁ ଶରଣ ଦେବ ଭାରତ? ବିଶେଷଜ୍ଞ କହିଲେ ଯଦି ଏଭଳି ହୁଏ, ତେବେ..
ନୂଆଦିଲ୍ଲୀ,୫।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡିଦେଇଛନ୍ତି। ସୂତ୍ର ଅନୁସାରେ, ଶେଖ ହସିନା ଭାରତ ଆସିପାରନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ, ହସିନା ଦିଲ୍ଲୀ ଆସିବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମେଜର…
ହିଣ୍ଡନ ଏୟାରବେସରେ ପହଞ୍ଚିଲେ ଶେଖ ହସିନା; ଭାରତରୁ ଲଣ୍ଡନ ଯାଇ ପାରନ୍ତି
ନୂଆଦିଲ୍ଲୀ,୫।୮: ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାର ବେସରେ ଅବତରଣ କରିଛି। ବିମାନଟି ହିଣ୍ଡନ୍ ଏୟାରବେସରେ…
ବାଂଲାଦେଶ ଘଟଣାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, ଭାଜପାକୁ ନେଇ କହିଦେଲେ ଏମିତି
କୋଲକାତା,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶ ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ବାଂଲାଦେଶ ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର ନିଷ୍ପତ୍ତି ନେବେ। ସେ କହିଛନ୍ତି, ଉତ୍ତେଜନାମୂଳକ ମନ୍ତବ୍ୟ ନ ଦେବା ପାଇଁ ସମସ୍ତ…
କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି
କୋଲକାତା,୫।୮: ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ…

