ଗୋଟିଏ ଗୋଡ଼ରେ କାଉଡ଼ିଆ ଯାତ୍ରା କରି ଚର୍ଚ୍ଚାରେ ଏହି ବ୍ୟକ୍ତି
ନୂଆଦିଲ୍ଲୀ,୪।୮:ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ଦେଶର ପ୍ରତ୍ୟେକ କୋଣରୁ ଆରମ୍ଭ ହୋଇ ଗଙ୍ଗା ନଦୀ ପର୍ଯ୍ୟନ୍ତ ଯାଇଥାଏ। ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଶିବ ଭକ୍ତ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଛନ୍ତି। କାଉଡ଼ିଆ ଯାତ୍ରୀମାନେ ନିଜ ଉଭୟ କାନ୍ଧରେ…
ବାଂଲାଦେଶରେ ହିଂସାକାଣ୍ଡ: ଭାରତୀୟଙ୍କୁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ,୪ା୮: ବାଂଲାଦେଶରେ ରବିବାର ହିଂସାକାଣ୍ଡ ଘଟି ୩୨ ଜଣଙ୍କ ମୃତ୍ୟୁ ଘଟିଥିବାରୁ ସେଠାରେ ଥିବା ଭାରତୀୟମାନେ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି। ସିଲ୍ହେଟ୍ସ୍ଥିତ ଭାରତୀୟ ଅତିରିକ୍ତ ଉଚ୍ଚାୟୁକ୍ତଙ୍କ ଅଧୀନରେ ଆସୁଥିବା ଅଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଓ ଅନ୍ୟମାନେ ନିୟମିତ…
ଆସାମରେ ଭାରି ପଡିବ ଲଭ-ଜିହାଦ, ଲ୍ୟାଣ୍ଡ ଜିହାଦ!
ଗୁଆହାଟୀ,୪।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (ଅଗଷ୍ଟ ୪)ରେ ଦୁଇଟି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ‘ଲଭ ଜିହାଦ’ ମାମଲାରେ ସରକାର ଖୁବ ଶୀଘ୍ର ଆଜୀବନ କାରାଦଣ୍ଡ ପାଇଁ ଏକ ଆଇନ ଆଣିବେ। ରବିବାର ଗୁଆହାଟୀରେ…
ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ବଦଳିଲା ‘ଗେମ’, ଜେଡିୟୁରେ ସାମିଲ ହେଲେ ଏହି ବଡ଼ ନେତା
ରାଞ୍ଚି,୪।୮: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏବେ ଏହି ବିଧାନସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ନେତାଙ୍କ ଦଳ-ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…
୪୦ ଜିଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ସତର୍କ ସୂଚନା
ଲକ୍ଷ୍ନୌ,୪।୮: କିଛିଦିନ ପରେ ମୌସୁମୀ ପୁଣିଥରେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଜ୍ଞାନୀଙ୍କ…
ଫସିଗଲେ ଶବ୍ଦର ଯାଦୁଗର ଥରୁର
ନୂଆଦିଲ୍ଲୀ,୪।୮: କେରଳର ୱାୟନାଡ୍ରେ ହୋଇଥିବା ଭୂସ୍ଖଳନକୁ ନେଇ କଂଗ୍ରେସ ନେତା ଶଶି ଥରୁର ଏମିତି କିଛି ଲେଖିଛନ୍ତି ଯେଉଁଥିପାଇଁ ଟ୍ରୋଲରମାନେ ତାଙ୍କ ପଛରେ ପଡି ଯାଇଛନ୍ତି। ଆପଣ ଏହି ଦୈବି ଦୁର୍ଘଟଣା ପାଳନ କରୁଛନ୍ତି କି ନାହିଁ ବୋଲି ସେ ପଚାରିବା…
ନୀତୀଶ କୁମାରଙ୍କୁ ନେଇ ବଡ଼ କଥା କହିଦେଲେ ପ୍ରଶାନ୍ତ କିଶୋର
ପାଟନା,୪।୮: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ଅଭିଯାନର ପ୍ରମୁଖ ପ୍ରଶାନ୍ତ କିଶୋରଙ୍କ ଆଗାମୀ ବିହାର ବିଧାନସଭା ନିର୍ବାାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋର ପାଟଣାର ବାପୁ ଅଡିଟୋରିୟମରେ ଜନ ସୁରଜର ଯୁବ ବନ୍ଧୁମାନଙ୍କ…
ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ
ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି…
ଓ୍ବାକଫ ଆକ୍ଟରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, କମିବ ବୋର୍ଡର ଶକ୍ତି ବଢିବ ମହିଳାଙ୍କ ଅଧିକାର
ନୂଆଦିଲ୍ଲୀ,୪।୮: ୱାକଫ ଆକ୍ଟରେ କେନ୍ଦ୍ର ସରକାର ଖୁବ ଶୀଘ୍ର ଅନେକ ବଡ଼ ପରିବର୍ତ୍ତନ କରିପାରନ୍ତି। ସରକାର ଆସନ୍ତା ସପ୍ତାହରେ ସଂସଦରେ ଏଥିପାଇଁ ଏକ ବିଲ ଆଣିପାରନ୍ତି ଯେଉଁଥିରେ ଅନେକ ସଂଶୋଧନ କରାଯାଇପାରେ। ଏହା ଅଧୀନରେ ୱାକଫ ବୋର୍ଡର କ୍ଷମତା ହ୍ରାସ କରାଯାଇପାରେ।…
ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ
କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ…
ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ…
କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି।…

