ଜାତୀୟ

ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ…

ପ୍ରଫେସର୍‌ ଗୋବିନ୍ଦରାଜନ ପଦ୍ମନାଭନ ପାଇବେ ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର

ନୂଆଦିଲ୍ଲୀ, ୮।୮: ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର ପାଇଁ ପ୍ରସିଦ୍ଧ ଜୈବ ରସାୟନବିତ୍‌ ଗୋବିନ୍ଦରାଜନ ପଦ୍ମନାଭନଙ୍କ ନାମକୁ ବୁଧବାର ଚୟନ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷଠାରୁ କେନ୍ଦ୍ର ସରକାର ଏହି ସମ୍ମାନଜନକ…

ଓଡ଼ିଶାକୁ ପଶି ଆସିବେ ବାଂଲାଦେଶୀ! ସମୁଦ୍ର ତଟରେ କଡ଼ା ନଜର

ପୁରୀ, ୮ା୮(ଅଜିତ୍‌ କୁମାର ମହାନ୍ତି): ଆରକ୍ଷଣକୁ ନେଇ ପଡ଼ୋଶୀ ଦେଶ ବାଂଲାଦେଶରେ ହିଂସା ଓ ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଶେଖ୍‌ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶ ଜଳୁଛି। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବାବେଳେ ହିଂସାକାଣ୍ଡ ଓ ପୋଡ଼ାଜଳା…

ଆଜି ଶପଥ ନେବେ ମହମ୍ମଦ ୟୁନୁସ

ଢାକା,୮ା୮: ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପାର୍ଲାମେଣ୍ଟକୁ ଭଙ୍ଗକରି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀରଣ ସରକାରରେ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ୮୪ ବର୍ଷୀୟ ୟୁନୁସ୍‌ ଷ୍ଟୁଡେଣ୍ଟ୍‌ସ ଏଗେନ୍‌ଷ୍ଟ ଡିସ୍‌କ୍ରିମିନେଶନ୍‌ ଆନ୍ଦୋଳନର ନେତୃତ୍ୱ ନେଇଥିବା ‘ସାହସୀ ଛାତ୍ରୀଛାତ୍ର’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ଜେପି ନଡ୍ଡା ଫୋନ୍‌ କରିବେ, ଆପଣଙ୍କ ପାଇଁ ବଡ଼ ପ୍ଲାନ୍‌ ଅଛି: ବିଧାୟକଙ୍କୁ ଆସିଲା ଚାଞ୍ଚଲ୍ୟକର ଫୋନ୍‌ କଲ୍‌: ଆଉ ତା’ପରେ

ଭୋପାଳ,୭।୮: ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଠକିବାକୁ ଉଦ୍ୟମ ମାମଲା ସାମ୍ନାକୁ ଆସିଛି। ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ନାଁ ନେଇ ଠକ ତାଙ୍କୁ ୧.୨୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ବିଧାୟକଙ୍କ ଉପସ୍ଥିତି ହେତୁ ତାଙ୍କୁ ଠକାମୀର ଶିକାର ହେବାରୁ ବର୍ତ୍ତିଥିଲେ। କାନପୁରରୁ…

‘ଭିନେଶ ଫୋଗଟଙ୍କୁ ‘ଭାରତ ରତ୍ନ’ ଦିଆଯାଉ’

ନୂଆଦିଲ୍ଲୀ,୭।୮: ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ ପ୍ରତିଯୋଗିତାରୁ ମହିଳା ରେସଲର ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ରକାରୀ ଅଛନ୍ତି ବୋଲି ସଂସଦରେ ବିରୋଧୀ ଦାବି କରିଛନ୍ତି। ସେପଟେ ଟିଏମସି ଏମ୍‌ପି ଅଭିଷେକ…

ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ, ୭ା୮:କୁସ୍ତିରେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ ପ୍ରବେଶ କରିପାରିଥିବାରୁ ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି(ଏଲ୍‌ପିୟୁ) ଏହାର ଛାତ୍ରୀ ଭିନେଶ ଫୋଗଟଙ୍କ ପାଇଁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ପ୍ୟାରିସରେ ବୁଧବାର ମହିଳା ୫୦କେଜି ଫାଇନାଲ ପୂର୍ବରୁ…

ଶେଖ୍‌ ହସିନାଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ କରାଯିବନି ବାଧ୍ୟ, ଜାଣନ୍ତୁ ଭାରତରେ ରହିବା ନେଇ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ,୭ା୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ଭାରତ ଆସିଥିଲେ। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭାରତ ସରକାର ଶେଖ ହସିନାଙ୍କୁ ଦିଲ୍ଲୀରୁ ଅନ୍ୟ ଦେଶକୁ ପଠାଇବେ ନାହିଁ। କୁହାଯାଉଛି ଯେ,…

ଭିନେଶ ବାଦ୍‌ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଭଉଣୀ ବବିତା, କହୁକହୁ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା ତାଙ୍କ…

କିଏ ଦେଶର ଝିଅଙ୍କ ପିଠିକୁ ମାରିଲା ଛୁରି? ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ବଡ଼ ପ୍ରଶ୍ନ ଉଠାଇଲେ ସୁରଜେୱାଲା

ପ୍ୟାରିସ୍‌,୭।୮: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ଗୁରୁତର ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ…

ନୂଆଦିଲ୍ଲୀ,୭।୮: ୧୦୦ ଗ୍ରାମରୁ ଅଧିକ ଓଜନ ହେବା ପରେ ଭିନେଶ ଫୋଗଟ ହୃଦୟ ବିଦାରକ ଭାବରେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ସେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ…

ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?