ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏଣିକି ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କିଏ ଉଠାଇ ପାରିବେ ଲାଭ
ଚଣ୍ଡିଗଡ,୭।୮: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ତିଜ୍ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀ ବର୍ତ୍ତମାନ ମାତ୍ର ୫୦୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର ପାଇବେ।…
ଭିନେଶ ଅଯୋଗ୍ୟ ହେବା ପରେ ଏମିତି କହିଲା ଭାରତୀୟ ରେସଲିଂ ଫେଡେରେଶନ
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ଭାରତ ପାଇଁ ଏକ ବଡ ଝଟ୍କା। ପ୍ୟାରିସ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ପ୍ରତିଯୋଗିତାରେ ଭାରତୀୟ ରେସଲର ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ତିନି ମ୍ୟାଚ ଜିତିବା ପରେ…
ବାଂଲାଦେଶ ହିଂସା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା ଭାରତ
ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ହାଇ କମିଶନ ଏବଂ କନସୁଲେଟରେ ପୋଷ୍ଟ ହୋଇଥିବା ଅନାବଶ୍ୟକ କର୍ମଚାରୀଙ୍କୁ ଫେରାବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସରକାର ମଧ୍ୟ ଏକ ପରାମର୍ଶଦାତା ଜାରି କରିଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ…
ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ
ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ ନୂଆଦିଲ୍ଲୀ,୬ା୮: ଆଜିକାଲି ଭାରତର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି। ଏହି…
ଭିନେଶଙ୍କ ପାଇଁ ଭାବୁକ ପୋଷ୍ଟ କଲେ ରାହୁଲ ଗାନ୍ଧୀ, କହିଲେ ପୁଣି ଫେରିବ…
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ବିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ…
ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି
ନୂଆଦିଲ୍ଲୀ,୭।୮: ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି। ସେ କହିଛନ୍ତି, ଦେଶ…
୩ରେ ରାଜ୍ୟ ସଭା ଉପ ନିର୍ବାଚନ
ନୂଆଦିଲ୍ଲୀ,୭।୮: ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା…
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏଣିକି…
ନୂଆଦିଲ୍ଲୀ, ୦୭।୦୮: ସେଭିଂସ୍ ଆକାଉଣ୍ଟ୍ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା…
ଭାରତୀୟ ଅଲିମ୍ପିକ ସଂଘର ସଭାପତିଙ୍କ ସହ କଥାହେଲେ ମୋଦି, ହୋଇପାରେ…
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଯାହାପରେ ଭାଙ୍ଗି ପଡିଛନ୍ତି ଭିନେଶ। ଅତ୍ୟଧିକ ଚାପ ଓ ଅସୁସ୍ଥତାରେ ରହିବାରୁ…
‘କହିବାକୁ କିଛି ବାକି ନାହିଁ, ସବୁ ସରିଗଲା’ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ହେବା ପରେ ଭାଙ୍ଗିପଡ଼ିଲେ ବାପା, କହିଲେ ଏମିତି…
ନୂଆଦିଲ୍ଲୀ,୭।୮: ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସମସ୍ତେ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲେ। ଏହି ଖବର ତାଙ୍କ ପିତା ମହାବୀର ସିଂ ଫୋଗଟଙ୍କୁ ମଧ୍ୟ ଭାଙ୍ଗି ଦେଇଛି। ଭିନେଶ ଫୋଗାଟଙ୍କ…
ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଏହି ସମୟରେ, ଭିନେଶଙ୍କ ପ୍ରସଙ୍ଗକୁ ନେଇ ସସଂଦରେ ହଙ୍ଗାମା ହୋଇଛି। ବିରୋଧୀ…
ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଜଣେ ଓଡ଼ିଆ, ଜାଣନ୍ତୁ ସେ କିଏ…
ଭୁବନେଶ୍ୱର,୭।୮: ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚର ଓ ଆଇପିଏସ। ସେପ୍ଟେମ୍ବର ୩୦ ତାରିଖ…

