ରୁଷିଆ ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ମୋଦି
ନୂଆଦିଲ୍ଲୀ/ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ମସ୍କୋ ଗସ୍ତ ପୂର୍ବରୁ ସେ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ଦୁଇ…
ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍ ଉପହାର
ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର ପୋଷା କୁକୁର ‘ଟାଇଗର’ର ଜନ୍ମଦିନ ଅବସରରେ ତାକୁ ୨.୫ କୋଟି ମୂଲ୍ୟର ଏକ ସୁନାଚେନ୍…
୨,୫୦୦ ଟଙ୍କାର ଫୋନ୍ ଡେଟାରେ ବହୁ କୋଟିର ଋଣ ଜାଲିଆତି
ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍ କଲ୍ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। ଅନ୍ଲାଇନରେ ୨,୫୦୦ ଟଙ୍କାର ଫୋନ୍ ଡେଟା କିଣାଯାଇ ଏହାକୁ ଋଣ ଜାଲିଆତି ଦୁର୍ନୀତି ନିମନ୍ତେ…
ଶିନ୍ଦେସେନା ନେତା ପୁଅଙ୍କ କାର୍ ଧକ୍କାରେ ମହିଳା ମୃତ
ମୁମ୍ବାଇ,୮ା୭:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ରବିବାର ଭୋର ସମୟରେ ନିଜ ବିଏମ୍ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ଓ୍ବର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ବିଏମ୍ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ…
ଆଜି ହିଂସା ପ୍ରଭାବିତ ମଣିପୁର ଯିବେ ରାହୁଲ
ନୂଆଦିଲ୍ଲୀ,୮ା୭:ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତ କରି ବିଭିନ୍ନ ଜିଲାରେ ହିଂସା ପ୍ରଭାବିତ ଲୋକମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ। ଏହି ହିଂସା କ୍ଷତିଗ୍ରସ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ରାହୁଲଙ୍କର ଏହା…
ଆଜି ଏନ୍ଇଇଟି (ୟୁଜି) ଶୁଣାଣି
ନୂଆଦିଲ୍ଲୀ,୮ା୭(ପି.ଟି.):ପ୍ରଶ୍ନପତ୍ର ଲିକ୍, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍ଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ…
ମୋଦିଙ୍କ ମସ୍କୋ ଗସ୍ତକୁ କାହିଁକି କୁହାଯାଉଛି ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପରେ ମସ୍କୋ ଗସ୍ତ କରୁଛନ୍ତି। ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବାଣିଜ୍ୟ…
ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା
ନୂଆଦିଲ୍ଲୀ,୭।୭: ୨୦୨୪ବର୍ଷ ଫିଣ୍ଟେକ ସେକ୍ଟରର ବୃହତ୍ କମ୍ପାନୀ ପେଟିଏମ ପାଇଁ ଖରାପ ବର୍ଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପେଟିଏମ ଏହାର କଠିନ ସମୟ ଦେଇ ଗତି କରୁଛି।…
ମୁଖ୍ୟମନ୍ତ୍ରୀ ହେବା ପରେ ମନ୍ତ୍ରିମଣ୍ଡଳ ଉପରେ ନଜର ରଖିଛନ୍ତି ହେମନ୍ତ ସୋରେନ
ରାଞ୍ଚି,୭।୭: ସମ୍ପ୍ରତି ଝାଡ଼ଖଣ୍ଡରେ ବଡ ରାଜନୈତିକ ବିକାଶ ଦେଖିବାକୁ ମିଳିଛି। ଜୁନ ୨୮ରେ ହେମନ୍ତ ସୋରେନ ଜେଲରୁ ବାହାରିଥିଲେ ଏବଂ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ହେମନ୍ତ ସୋରେନ ବିରୋଧୀ ଦଳର ବୈଠକରେ ବିଧାନସଭା ଦଳର…
ଡରୁଥିଲେ ଚନ୍ଦ୍ରଚୁଡ଼ଙ୍କ ପିତା
ନୂଆଦିଲ୍ଲୀ,୭।୭: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ମୁହଁରେ ସବୁବେଳେ ହସ ଥାଏ। ନିଜକୁ ଫିଟ ରଖିବା ପାଇଁ ସିଜେଆଇ ନିଜର ବ୍ୟସ୍ତବହୁଳ ଜୀବନଶୈଳୀରୁ ସମୟ ବାହାର କରିବାକୁ ଭୁଲନ୍ତି ନାହିଁ। ସେ ଚଳିତ ବର୍ଷ ନଭେମ୍ବର ଶେଷରେ ଅବସର ନେବାକୁ…
ମୋଦି ପ୍ରଧାନମନ୍ତ୍ରୀ ତ ହୋଇଗଲେ, ହେଲେ ବେଶୀଦିନ ଦିଲ୍ଲୀରେ ରହିପାରିବେନି: ସଞ୍ଜୟ
ନୂଆଦିଲ୍ଲୀ,୭।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ଜାରି ରହିଛି। ଉଦ୍ଧବ ଦଳର ଶିବସେନା ଏମପି ତଥା ଭେଟେରାନ ନେତା ସଞ୍ଜୟ ରାଉତ ପୁଣି ଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି…
ସିମେଣ୍ଟ ଫ୍ୟାକ୍ଟିରେ ବଡ ଧରଣର ବିସ୍ଫୋରଣ, ୧୬ ଆହତଙ୍କ ମଧ୍ୟରୁ ୧୦ ଗୁରୁତର
ଅମରାବତୀ,୭।୭: ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ୧୬ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ୧୦ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୀଡିତ କର୍ମଚାରୀଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଥିବାବେଳେ ଅବଶିଷ୍ଟ ଦଶ ଜଣ…
Archives


