ଜାତୀୟ

ଇତିହାସ ରଚିବ ଇସ୍ରୋ, ଅଗଷ୍ଟ ୧୫ରେ ଲଞ୍ଚ୍‌ କରିବ ଭିନ୍ନ ଧରଣର ସାଟେଲାଇଟ୍‌

ହାଇଦ୍ରାବାଦ,୮ା୮: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍‌ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଯଥା ଇଓଏସ୍‌-୮ ଉତ୍‌କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍‌ଏସ୍‌ଏଲ୍‌ଭି-ଡି୩ ରକେଟ୍‌ରେ ଆର୍ଥ…

ଭିନେଶଙ୍କୁ ନେଇ ମୁହଁ ଖୋଲିଲେ ଜେପି ନଡ୍ଡା: ରାଗିକି କହିଲେ…

ନୂଆଦିଲ୍ଲୀ,୮।୮: ଅଲିମ୍ପିକ୍ସରୁ ବିନେଶ ଫୋଗଟଙ୍କ ଦୁଃଖଦ ବିଦାୟ ପରେ ସଂସଦରେ ଉତ୍ତେଜନା ଦେଖାଯାଇଛି। ବିରୋଧୀ ୨ ଦିନ ହେଲା ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା କହିଛନ୍ତି, ଏହା ଏକ ଜାତୀୟ ପ୍ରଶ୍ନ, ସମଗ୍ର ଦେଶ ସେମାନଙ୍କ…

ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…

ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍‌ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି…

ପ୍ରତିଦିନ ମୋର ଅପମାନ ହେଉଛି: କାହିଁକି ଏମିତି କହି ଚେୟାର୍‌ରୁ ଉଠି ପଳାଇଲେ ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୮।୮ ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ସଂସଦରେ ରାଗିଯାଇ ଚେୟାର ଛାଡି ପଳାଇଛନ୍ତି। ବିରୋଧୀ ଦଳର ନେତାଙ୍କ ସ୍ଲୋଗାନରେ ସେ ରାଗିଥିଲେ। ସେ କହିଛନ୍ତି, ଆଜି ଏଠାରେ ଯାହା ଘଟିଛି ତାହା ଠିକ ନୁହେଁ। ଏଠାରେ…

ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…

ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍‌ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ…

ଅଜିତ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡିନି: ଶିନ୍ଦେ, ଫଡନଭିସଙ୍କ ଉପସ୍ଥିତିରେ କହିଦେଲେ ଏମିତି କଥା

ପୁଣେ,୮।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, ଯଦି ଭାଜପା ଏବଂ ଶିବସେନା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ…

ବାଦଲ ଫଟା ବର୍ଷା ନେଲା ୧୪ ଜଣଙ୍କ ଜୀବନ, ୧୦ ନିଖୋଜ

ଶିମ୍‌ଲା,୮ା୮: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହୋଇ ୧୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସାମେଜ ଏବଂ ବାଗି ବ୍ରିଜ୍‌ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ…

ଶେଖ ହାସିନାଙ୍କ ଗୁପ୍ତ ଘରେ ଏ କ’ଣ? ବୁଲୁଛି କଳା କାର୍‌, ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବର୍ତ୍ତମାନ ଭାରତର ଏକ ‘ସୁରକ୍ଷିତ ଘର’ରେ ଅସ୍ଥାୟୀ ଭାବରେ ରହୁଛନ୍ତି। ଦୀର୍ଘ ଦିନ ଧରି ହାସିନାଙ୍କୁ ଭାରତ ଆଶ୍ରୟ ଦେବ ବୋଲି ଆଶା କରାଯାଉନାହିଁ। ଶେଖ ହସିନା ସାଉଦି ଆରବ କିମ୍ବା ଅନ୍ୟ…

ଶେଷରେ ଅଖିଳେଶଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର

ଅଯୋଧ୍ୟା,୮।୮: ଅଯୋଧ୍ୟା ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମୋଇଦ ଖାନଙ୍କ ଡିଏନଏ ପରୀକ୍ଷା କରାଯିବ। ଏଥିପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ମୋଇଦଙ୍କ ସହ ତାଙ୍କ ଚାକର ରାଜୁଙ୍କ ସହ ମଧ୍ୟ ପରୀକ୍ଷା କରାଯିବ। ୟୁପି ସରକାର ଏହି…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ: ଚାରିଆଡେ ଶୋକର ଛାୟା

କୋଲକାତା,୮।୮: ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ…

ଭିନେଶଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ପ୍ରଶଂସା କଲେ କଙ୍ଗନା, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଐତିହାସିକ ସଫଳତା ପାଇବା ପରେ ରେସଲର ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ତେବେ ସେମି ଫାଇନାଲରେ ସଫଳତା ପାଇବା ପରେ ଭାଜପା ଏମପି କଙ୍ଗନା ରଣାଓ୍ବତ ତାଙ୍କୁ କଟାକ୍ଷ କରିଥିଲେ। କିନ୍ତୁ ଏହାର…

ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଉପହାର ପଠାଇଲା ପାକିସ୍ତାନ: ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୮।୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ୭ ଜଣ ଏମ୍‌ପିଙ୍କୁ ପାକିସ୍ତାନ ଆମ୍ବ ପଠାଇଛି। ଦିଲ୍ଲୀର ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଆମ୍ବ ବକ୍ସ ଏହି ଏମ୍‌ପିଙ୍କୁ ପଠାଯାଇଛି। ଅନେକ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?