ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ଅଭିନନ୍ଦନ ଜଣାଇ କହିଲେ…
ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହୋଇ ବ୍ରୋଞ୍ଜ ପଦକ ଜିତିଥିବାରୁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ୨-୧ରେ ପରାସ୍ତ କରି ଭାରତ…
ରାଜ୍ୟ ସରକାର କୃଷକଙ୍କୁ ଦେବେ ବୋନସ, ଏହି ତାରିଖ ପୂର୍ବରୁ କରିନିଅନ୍ତୁ ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୮।୮: କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କୁ ଆରାମ ଯୋଗାଇବା ପାଇଁ ନିଜସ୍ବ ଉପାୟରେ ପଦକ୍ଷେପ ନିଅନ୍ତି। କମ ବର୍ଷା ହେତୁ ହରିୟାଣା ସରକାର ଚାଷୀଙ୍କୁ ଏକର ପିଛା ୨,୦୦୦ଟଙ୍କା ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଖରିଫ ଫସଲ ଉପରେ…
ଇଡି ସହକାରୀ ନିର୍ଦ୍ଦେଶକ ଗିରଫ
ନୂଆଦିଲ୍ଲୀ,୮ା୮: ମୁମ୍ବାଇର ଜଣେ ଜୁଏଲରଙ୍କଠାରୁ ୨୦ ଲକ୍ଷ ଟଙ୍କା ଜରିମାନା ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା।…
ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବ୍ରୋଞ୍ଜ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କୁ ମିଳିବ…
ନୂଆଦିଲ୍ଲୀ,୮।୮: ଭାରତୀୟ ଦଳ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଏହି ସମୟ ମଧ୍ୟରେ ବ୍ରୋଞ୍ଜ ପଦକ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କ ପାଇଁ ସିଏମ ଭଗବନ୍ତ ମାନ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଜାବର ହକି ଖେଳାଳିଙ୍କ ୧-୧ କୋଟି…
‘ମୋ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି’ , ଏମିତି କାହିଁକି କହିଲେ ରାହୁଲ, ଜାଣନ୍ତୁ…
ନୂଆଦିଲ୍ଲୀ,୮।୮: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦ ଗୃହର ରିସେପ୍ସନ ଏରିଆକୁ ଯାଇ ଖାଦ୍ୟ ଅଧିକାର ପ୍ରତିନିଧୀଙ୍କୁ ଭେଟଛନ୍ତି। କଂଗ୍ରେସ ଏହାକୁ ନେଇ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀ ସଂସଦ ଭିତରେ ମତ୍ସ୍ୟଜୀବୀଙ୍କ ପ୍ରତିନିଧୀଙ୍କୁ ଭେଟିବା ଉଚିତ,…
ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରେ ରହିବେ ନା ସେ ଅନ୍ୟତ୍ର ଯିବାକୁ ଯୋଜନା କରୁଛନ୍ତି? ଏ ବାବଦରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଅପଡେଟ୍ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ବର୍ତ୍ତମାନ…
ଶାଢ଼ି ପିନ୍ଧିଥିବା ୯ ଜଣ ମହିଳାଙ୍କୁ ମାରିଛି କିଲର୍, ସ୍କେଚ୍ ଜାରି କଲା ପୋଲିସ୍
ବରେଲ୍ଲୀ, ୦୮।୦୮: ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍ କିଲର୍ । ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି…
ସଂସଦ ଚାଲିଥିବା ବେଳେ ଶୋଇପଡ଼ିଲେ ଏହି ନେତା, ଗିରିରାଜ ସିଂ ଇସାରା କରି କହିଲେ…
ନୂଆଦିଲ୍ଲୀ,୮ା୮: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଲୋକ ସଭାରେ ଓ୍ବାକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି ଏବଂ ବିଭିନ୍ନ ଦଳର ଦାବି ଅନୁଯାୟୀ ସଂସଦର ମିଳିତ କମିଟି ନିକଟକୁ ଏହି ବିଲ୍ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହୁଥିବା ସମୟରେ…
ସଂସଦର ମାହୋଲକୁ କରିଦେଉଛ ଗୋଳିଆ: ଅଖିଳେଶଙ୍କୁ କାହିଁକି ଏମିତି କହିଲେ ଅମିତ ଶାହା
ନୂଆଦିଲ୍ଲୀ,୮।୮: ମୋଦି ସରକାର ଗୁରୁବାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି। ବିରୋଧୀମାନେ ସର୍ବସମ୍ମତି କ୍ରମେ ଏହି ବିଲ୍ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହର ପ୍ରକ୍ରିୟା ସମୟରେ ଏସପି ସଭାପତି ଅଖିଳେଶ ଯାଦବ ଏବଂ ଅମିତ…
ବିଚାରପତି ରାଜନୀତିରେ ସାମିଲ ହେବା ଉଚିତ୍ କି? ଚନ୍ଦ୍ରଚୂଡ କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୮।୮: ବିଚାରପତିମାନେ ଅବସର ପରେ ରାଜନୀତିରେ ପ୍ରବେଶ କରିବେ କି ନାହିଁ ଏହି ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅବସର ପରେ କୌଣସି ବିଚାରପତି ରାଜନୀତିରେ ପ୍ରବେଶ…
ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍ ଦେଲା ନୋଟିସ୍
ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍ ସଂଶୋଧନ ବିଲକୁ ସଂସଦରେ ବିରୋଧ କରାଯିବ। ଏଥି ସହ କର୍ଣ୍ଣାଟକ ସିଏମ ସିଦ୍ଧରମୈୟା…
ୱାକଫ୍ ବୋର୍ଡ ଆଇନ୍ ସଂଶୋଧନ ବିରୋଧରେ ବାହାରିଲେ ଅଖିଳେଶଙ୍କ ସମେତ ଅନେକ ନେତା
ନୂଆଦିଲ୍ଲୀ, ୦୮।୦୮: ୱାକଫ୍ ବୋର୍ଡ ଆଇନ୍ ସଂଶୋଧନକୁ ଖୋଲାଖୋଲି ଭାବେ କେତେକ ବିପକ୍ଷ ଦଳର ନେତା ବିରୋଧ କରିଛନ୍ତି । ସମାଜବାଦି ପାର୍ଟି ନେତା ଅଖିଳେଶ ଯାଦବ ଏନେଇ ଟ଼୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ୱାକଫ୍ ବୋର୍ଡର…

