ଜାତୀୟ

୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳ ବର୍ତ୍ତମାନ ଏଥିରୁ ବାହାରିବାକୁ ଆରମ୍ଭ କରିଛି। ଏଥିପାଇଁ ଭାଜପା ଏକ ବଡ ଲକ୍ଷ୍ୟ ସ୍ଥିର କରିଛି। ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୧ରୁ ସାରା ଦେଶରେ ସଦସ୍ୟତା…

ଟ୍ରେନି ଡାକ୍ତର ହତ୍ୟା ମାମଲାକୁ ନେଇ ଟିଏମସି ମଧ୍ୟରେ କନ୍ଦଳ! ମମତାଙ୍କ ଏମପି ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ

କୋଲକାତା,୧୮।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ (କୋଲକାତା ଡାକ୍ତର ହତ୍ୟା ମାମଲା)ାର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା କେବଳ ବଙ୍ଗଳାରେ ନୁହେଁ ସମଗ୍ର ଦେଶରେ କ୍ରୋଧା ବହ୍ନି ଜାଳିଛି। ଏହି ପ୍ରସଙ୍ଗରେ ମମତା ସରକାରଙ୍କ ଉପରେ…

ହୋଟେଲ୍‌ ରୁମ୍‌ରେ ପଶି ମହିଳା କ୍ୟାବିନ୍‌ କ୍ର୍ୟୁଙ୍କୁ ଶାରିରୀକ ନିର୍ଯ୍ୟାତନା

ନୂଆଦିଲ୍ଲୀ, ୧୮।୦୮: ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । କିଛି ରିପୋର୍ଟରେ କୁହାଯାଇଛି କି କ୍ୟାବିନ୍‌ କ୍ର୍ୟୁଙ୍କ ସହିତ ବଳାତ୍କାର ହୋଇଛି । ତେବେ ଏହି ଘଟଣାରେ ଲଣ୍ଡନ ପୋଲିସର ତଦନ୍ତ ଜାରି ରହିଛି…

କ’ଣ ଏହି କର୍ନାଟକର ଏମ୍‌ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍‌ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର!

ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍‌ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ…

ଇଂଲଣ୍ଡରେ ବାଂଲାଦେଶୀ ନେତାଙ୍କୁ ସାକ୍ଷାତ କରିଛନ୍ତି ରାହୁଲ? ବଡ଼ ଖୁଲାସା କଲେ ପିଟ୍ରୋଡା

ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ ଓଭରସିଜ କଂଗ୍ରେସ ସଭାପତି ସାମ ପିଟ୍ରୋଡା ଆଇଏନଏସକୁ ସାକ୍ଷାତକାର ଦେବା ସମୟରେ ରାହୁଲ ଗାନ୍ଧୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ସେ ଜଣେ ବାଂଲାଦେଶୀ ନେତାଙ୍କର ପୁଅଙ୍କୁ ଭେଟିଥିବାର ଚର୍ଚ୍ଚା ହେଉଛି ଯାହାକୁ ନେଇ…

ସରକାର ଦେଲେ ଖୁସିଖବର, ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ

ନୂଆଦିଲ୍ଲୀ, ୧୮।୦୮: ରକ୍ଷାବନ୍ଧନ ପୂର୍ବରୁ ଖୁସିଖବର ଦେଇଛନ୍ତି ସରକାର । ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ବା ଏନ୍‌ସିଆର୍‌ଟିସି ଏନେଇ ସୂଚନା ଦେଇଛି । ନିଗମ ଏନେଇ କହିିଛି ଯେ ମେରଟ ସାଉଥ୍‌…

ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଓ୍ବାଶିଂଟନ, ୧୮।୮: ଅନେକ ସମୟରେ ମହାକାଶଚାରୀମାନେ ମହାକାଶରୁ ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟଜନକ ଚମତ୍କାର ଦୃଶ୍ୟର ଚିତ୍ର ଉତ୍ତୋଳନକରି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ମହାକାଶରୁ ଏହିସବୁ ବିରଳ ଚିତ୍ରକୁ ଦେଖି ମନ ଆକର୍ଷିତ ହୋଇଥାଏ।…

ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ

କୋଲକାତା,୧୮ା୮: କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍‌ ମାଗିଛି ଏମ୍‌ଏଚ୍‌ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ରାଜ୍ୟରେ ଅପରାଧ ବଢ଼ୁଥିବାରୁ ଗୃହ ମନ୍ତ୍ରଣାଳୟ ଏପରି ପଦକ୍ଷେପ…

ସ୍ବାସ୍ଥ୍ୟସେବା ବ୍ୟାହତ

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ ଶନିବାର ସକାଳ ୬ଟାରୁ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏଥିରେ କୋଲକାତା,…

ଗୁଲାମ ନବୀ ଆଜାଦଙ୍କୁ ବଡ଼ ଝଟ୍‌କା, ନିର୍ବାଚନ ଘୋଷଣା ହେଉ ହେଉ ଦଳ ଛାଡିଲେ ବରିଷ୍ଠ ନେତା, ଏହି ଦଳରେ ହେବେ ସାମିଲ

ଶ୍ରୀନଗର,୧୭।୮: ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ତେବେ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ହଲଚଲ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ…

ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ

ନୂଆଦିଲ୍ଲୀ,୧୭।୮:ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ। ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ଅଗଷ୍ଟ ୧୯ରେ ଆକାଶରେ ଜହ୍ନ ବଦଳିଯିବ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ…

ଜେଲ୍‌ରେ ରହିବି ପଛେ ସ୍ତ୍ରୀଙ୍କ ପାଖକୁ ଯିବିନି, ନିଖୋଜ ସ୍ବାମୀଙ୍କ ଅଜବ କଥା ଶୁଣି ପୋଲିସ ତାଜୁବ

ବେଙ୍ଗାଲୁରୁ,୧୭।୮: ଅଗଷ୍ଟ ୪ରେ ନିଖୋଜ ହୋଇ ଯାଇଥିଲେ। ଅଗଷ୍ଟ ୧୫ରେ ମିଳିଲା ପତ୍ତା। ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜି ପାଇଲା। ହେଲେ ଅପହରଣ ପରେ ବ୍ୟକ୍ତିଙ୍କ ଠାରୁ କିଛି ଏପରି ଶୁଣିବାକୁ ମିଳିଲା ଯାହାକୁ ଶୁଣି ଖୋଦ୍‌ ପୋଲିସ ତାଜୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?