ଭାଇଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଥିଲେ ଭଉଣୀ, ହେଲେ ସ୍ବାମୀ…
ହରଦୋଇ,୧୯।୮: ଉତ୍ତରପ୍ରଦେଶର ହରଦୋଇରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ନାକ କାଟି ଦେଇଛନ୍ତି। ସ୍ତ୍ରୀ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଚାହୁଁଥିବାରୁ ସ୍ବାମୀ ତାଙ୍କ ନାକ କାଟି ଦେଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସ୍ତ୍ରୀ ସୋମବାର ଜିଦ…
ମହିଳା ଡାକ୍ତର ବଳାତ୍କାର ମାମଲାରେ ସାରା ଦେଶରେ ବିରୋଧ, ଶତ୍ରୁ ବି ହୋଇଗଲେ ଏକ
କୋଲକାତା,୧୯।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ କ୍ରୋଧ ଦେଖିବାକୁ ମିଳୁଛି ଏବଂ ଏହି କ୍ରୋଧ ଏମିତି ରୂପ ନେଇଛି ଯେ ଶତ୍ରୁମାନଙ୍କୁ ମଧ୍ୟ ଏକାଠି କରିଛି। ରବିବାର ଏପରି କିଛି ଦୃଶ୍ୟ କୋଲକାତାରେ…
ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା
ନୂଆଦିଲ୍ଲୀ,୧୯ା୮: ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍ ଜି କର ମେଡିକାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏନେଇ ଡାକ୍ତରମାନେ…
ହରିୟାଣା ନିର୍ବାଚନକୁ ପ୍ରଭାବିତ କରିବ କୃଷକ ଆନ୍ଦୋଳନ
ନୂଆଦିଲ୍ଲୀ,୧୯ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ହରିୟାଣାରେ କୃଷକ ସଂଗଠନଗୁଡ଼ିକ ଶାସକ ଭାଜପା ବିରୋଧରେ ପୁଣିଥରେ ବିଷୋଦ୍ଗାର କରିଛନ୍ତି। ସେମାନେ ବିଭିନ୍ନ ପ୍ରସଙ୍ଗ ଓ ବକେୟା ଦାବି ନେଇ ମହାପଞ୍ଚାୟତ ଜରିଆରେ ଆନ୍ଦୋଳନ ଜାରି ରଖିବାକୁ ଯୋଜନା କରିଛନ୍ତି, ଯାହା ଆଗାମୀ…
ଜେଏମ୍ଏମ୍ ଛାଡ଼ିବେ ଚମ୍ପାଇ ସୋରେନ୍
ରାଞ୍ଚତ୍,୧୯ା୮(ପି.ଟି.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍)ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ଦଳ ଛାଡ଼ିବା ନେଇ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ଅପମାନଜନକ ଅନୁଭୂତି ପାଇଛନ୍ତି, ଯାହା ତାଙ୍କୁ ବିକଳ୍ପ ପଥ ବାଛିବା ପାଇଁ ବାଧ୍ୟ କରିଥିବା ଚମ୍ପାଇ…
ଅନିଶ୍ଚିତତାରେ ୟୁସିସି ବିଲ୍
ନୂଆଦିଲ୍ଲୀ,୧୯ା୮: ସାରା ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇବା ସତ୍ତ୍ୱେ ଏହି ବିଧେୟକର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ୟୁସିସି ଭାଜପାର ଦୀର୍ଘଦିନର ନିର୍ବାଚନୀ ପ୍ରତିଶ୍ରୁତି ହୋଇଥିବାବେଳେ ଦେଶବ୍ୟାପୀ ୟୁସିସି ଚିଠା…
ଲାଞ୍ଚ ଟଙ୍କା ଭାଗବଣ୍ଟାର ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୮ା୮: ଦିଲ୍ଲୀର ୩ ଜଣ ଟ୍ରାଫିକ୍ ପୋଲିସ ଶନିବାର ଲାଞ୍ଚ ଟଙ୍କା ପରସ୍ପର ମଧ୍ୟରେ ଭାଗବଣ୍ଟା କରୁଥିବା ବେଳେ ସିସିଟିଭିରେ ଧରାପଡ଼ିଯାଇଥିଲେ। ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ଥ୍ରିଲ୍ ଲୌରି ସର୍କଲର ଗାଜିପୁର…
ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ କୋଷ୍ଟଗାର୍ଡ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାକେଶ ପାଲଙ୍କୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଚେନ୍ନାଇରେ…
ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ପରେ ଖୋଲୁଛି ଆରଜି କର ମେଡିକାଲ କଲେଜର କଳା ଇତିହାସ, ସାମ୍ନାକୁ ଆସିଲା ସନ୍ଦେହଜନକ ମୃତ୍ୟୁଠାରୁ ସେକ୍ସ ର଼୍ୟାକେଟ୍ ଭଳି ମାମଲା
କୋଲକାତା,୧୮।୮: ୩୧ ବର୍ଷିୟା ମହିଳା ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟା କେବଳ ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି କରିନାହିଁ ବରଂ ଆରଜି କର ମେଡିକାଲ କଲେଜରେ କଳା ଇତିହାସ ସମସ୍ତଙ୍କ ସାମ୍ନାକୁ ଆଣିଛି। ସମ୍ପ୍ରତି ମାମଲା, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆତ୍ମହତ୍ୟା…
ଭାରତୀୟ ମସଲାରେ ନାହିଁ କ୍ୱାଲିଟି, ସେଫ୍ଟି; FSSAI ଯାଞ୍ଚରେ ଫେଲ୍ ୪୭୪ ସାମ୍ପଲ୍
ନୂଆଦିଲ୍ଲୀ,୧୮।୮: ଭାରତୀୟ ମସଲା କମ୍ପାନୀଗୁଡିକ ଗତ କିଛି ସମୟ ପାଇଁ ସାରା ବିଶ୍ୱରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପରେ ଗୋଟିଏ, ସମସ୍ତ ମସଲା କମ୍ପାନୀଗୁଡିକର ଉତ୍ପାଦଗୁଡିକ କଠୋର ପରୀକ୍ଷା ଦେଇ କରିବାକୁ ପଡୁଛି। ଏହି ମାମଲା ହଂକଂରୁ ଆରମ୍ଭ ହୋଇଥିଲା।…
ମୁହଁ ଖୋଲିଲେ ଚମ୍ପାଇ ସୋରେନ, କହିଲେ ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି
ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଜେଏମଏମ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ବାୟୋରୁ ତାଙ୍କ ଦଳର ଝାଡ଼ଖଣ୍ଡ ମୁଖୀ ମୋର୍ଚ୍ଚାର ନାମ ହଟାଇ ଦେଇଛନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡର ପୂର୍ବତନ…
କୋଲକାତା ଘଟଣାକୁ ନେଇ ରାଜନୀତି କରୁଛି ଭାଜପା: କମଳନାଥ
ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଘଟିଥିବା ଭୟଙ୍କର ଘଟଣା ପରେ ଆନ୍ଦୋଳନ ଜାରି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି ଭାଜପା। ଏଥି ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ…

