ଜାତୀୟ

ଚାଞ୍ଚଲ୍ୟକର ଅଭିଯୋଗ ଲଗାଇଲେ ପିଡୀତଙ୍କ ବାପା; ମମତାଙ୍କ ଉପରେ ବର୍ଷିଲେ

କୋଲକାତା,୧୮।୮: ଆର.ଜି କର ମେଡିକାଲ କଲେଜରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଟ୍ରେନିଂ ଡାକ୍ତରଙ୍କ ବାପା ବଡ଼ ସମ୍ବେଦନଶୀଳ ଦାବି କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି। ଏହି ମାମଲାର ତଦନ୍ତ…

ହିମାଚଳରେ ବାଦଲ ଫାଟିବାରୁ ହାହାକାର, ବନ୍ୟା-ଭୂସ୍ଖଳନରେ ୩୧ ମୃତ

ଶିମଲା,୧୮।୮: ହିମାଚଳ ପ୍ରଦେଶରେ ଚାଲିଥିବା ମୌସୁମୀ ଋତୁରେ ଜୁନ ୨୭ରୁ ଅଗଷ୍ଟ ୧୬ମଧ୍ୟରେ କ୍ଲାଉଡ ବ୍ରଷ୍ଟ ବା ବାଦଲ ଫାଟିବାରୁ ଏବଂ ଫ୍ଲାସ ଫ୍ଲଡ ବା ଅଚାନକ ବନ୍ୟା ପରିସ୍ଥିତିରେ ୫୧ ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ଜରୁରୀକାଳୀନ…

କୋଲକାତା ପରେ ବେଙ୍ଗାଲୁରୁରେ କଲେଜ ଛାତ୍ରୀଙ୍କୁ ବଳାତ୍କାର

ବେଙ୍ଗାଲୁରୁ,୧୮।୮: ପଶ୍ଚିମବଙ୍ଗ କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରି ପ୍ରତିବାଦ କରୁଥିବା ବେଳେ ବେଙ୍ଗାଲୁରୁ ପୁଣି ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି।…

କୋଲକାତା ବଳାତ୍କାର-ହତ୍ୟା ମାମଲା; ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜରେ ଘଟିଥିବା ବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ମାହୋଲ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ବର୍ତ୍ତମାନ ନିଜ ଆଡୁ ଏହି ମାମଲାର ସଜ୍ଞାନ ନେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ଏହି ମାମଲାର…

ଆତ୍ମହତ୍ୟା କଲେ ଏମ୍ସ ଡାକ୍ତର; ସ୍ତ୍ରୀଙ୍କ ସହିତ ଚାଲିଥିଲା ବିବାଦ

ନୂଆଦିଲ୍ଲୀ,୧୮।୮: ସମଗ୍ର ଦେଶରେ ଡାକ୍ତର ମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁସାରେ, ମୃତ ଡାକ୍ତର ଜଣେ ନ୍ୟୁରୋ ସର୍ଜନ,…

ପଶ୍ଚିମବଙ୍ଗ ଏବେ ହେବ ଦ୍ୱିତୀୟ ବାଂଲାଦେଶ: ଗିରିରାଜ

ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଭାଜପା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି। ସେପଟେ ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ତଥା…

ୟୁପିଏସସି ଜାଗାରେ ଆରଏସଏସରେ ହେଉଛି ଭର୍ତ୍ତି, ଛଡାଇ ନିଆଯାଉଛି ସଂରକ୍ଷଣ: ରାହୁଲ

ନୂଆଦିଲ୍ଲୀ,୧୮।୮: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ୟୁପିଏସସି ଦ୍ୱାରା କରାଯାଇଥିବା ସମ୍ପ୍ରତି ନିଯୁକ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହି…

ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ

ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କାହାକୁ ଭେଟୁନାହାଁନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ଏଠାରେ କୌଣସି କାର୍ଯ୍ୟକ୍ରମ…

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ! ଜାତୀୟ ରାଜନୀତିରେ ହଲଚଲ

ହାଇଦ୍ରାବାଦ,୧୮।୮: କଂଗ୍ରେସକୁ ଲାଗିବ ବଡ଼ ଝଟ୍‌କା। କାରଣ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଅର୍ଥାତ୍‌ ରେବନ୍ଥ ରେଡ୍ଡୀ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଜାତୀୟ ରାଜନୀତିରେ ଚହଳ ପଡିଛି। ଖୋଦ୍‌ କଂଗ୍ରେସର ହେଭିଓ୍ବେଟ ନେତା…

ପଞ୍ଜାବ ଯୁବତୀଙ୍କୁ ଡେରାଡୁନରେ ଗଣବଳାତ୍କାର

ଡେରାଡୁନ,୧୮।୮: ପଞ୍ଜାବରୁ ଡେରାଡୁନକୁ ଆସିଥିବା ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନୁହେଁ ଏବଂ ସେ ରୋଡୱେ ବସ ଯୋଗେ ଡେରାଡୁନରେ ପହଞ୍ଚିଥିଲେ। ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ…

୧୦ ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ

ଜୟପୁର,୧୮।୮: ରାଜଧାନୀ ଜୟପୁରରେ ଇ-ମେଲ ଜରିଆରେ ହସ୍ପିଟାଲ ଗୁଡିକୁ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଥର ଗୋଲାପୀ ସହର ଜୟପୁରର ୧୦ଟି ବଡ ଡାକ୍ତରଖାନାକୁ ଏହି ଧମକ ଦିଆଯାଇଛି। ଏନେଇ ଏପର୍ଯ୍ୟନ୍ତ କେବଳ ଦୁଇଟି ଡାକ୍ତରଖାନା ପୋଲିସକୁ ଏ ସମ୍ପର୍କରେ ସୂଚନା…

୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ

ରାଞ୍ଚି,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇପାରନ୍ତି। ଏୟାର ଇଣ୍ଡିଆର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ତେବେ ଚମ୍ପାଇ ସୋରେନ ଦିଲ୍ଲୀ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?