ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବିଦ୍ୟାଳୟକୁ ଏସବୁ ଜିତିଷ ଆଣିପାରିବେନି ଛାତ୍ରଛାତ୍ରୀ
ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁରର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଝଗଡା ପରେ ଆରମ୍ଭ ହୋଇଥିବା ହିଂସା ପରେ ଭଜନ ଲାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଉଦୟପୁର ହିଂସା ପରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର ସାରା…
ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି
ନୂଆଦିଲ୍ଲୀ,୧୭।୮: ଭାଜପା ଏମ୍ପି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି ଓମ୍ ବିର୍ଲା। ବୈଜୟନ୍ତ ପଣ୍ଡା ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। କମିଟିରେ ଲୋକ ସଭାରୁ ୧୫, ରାଜ୍ୟ ସଭାରୁ ୭ ସଦସ୍ୟଙ୍କୁ ଚୟନ…
‘କିମ ଜୋଙ୍ଗ ଉନ୍ ବି ମମତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ’, ଏମିତି କାହିଁକି କହିଲା ଭାଜପା
ନୂଆଦିଲ୍ଲୀ,୧୭।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାକାଣ୍ଡ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କୁ ଭାଜପା ଜୋରଦାର ଆକ୍ରମଣ କରିଛି। ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଭାଜପା ମୁଖପାତ୍ର ଶାହଜାଦ ପୁନାୱାଲା…
ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍ ସରକାର କହିଲେ ଏବେ…
ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି।…
କାର୍ଗୋ ବିମାନରୁ ଲିକ ହେଲା ରେଡିଓ ଆକ୍ଟିଭ ମେଟେରିୟାଲ: ୨ ଜଣ ବେହୋସ
ଲକ୍ଷ୍ନୌ,୧୭।୮: ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋରେ ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାପରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଏହି ଲିକ୍ କାରଣରୁ ଦୁଇଜଣ କାର୍ଗୋ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ସିଏସଏଫ ଘଟଣାସ୍ଥଳରେ ପହଞ୍ଚିଛି। ଏନଡିଆରଏଫ ଦଳକୁ ମଧ୍ୟ ଡକାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ…
ସିଦ୍ଧରମୈୟାଙ୍କ ନାଁରେ ଚାଲିବ ମାମଲା, ରାଜ୍ୟପାଳ ଦେଲେ ମଞ୍ଜୁରୀ
ବେଙ୍ଗାଲୁରୁ,୧୭।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ବର୍ତ୍ତମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ମୁଖ୍ୟମନ୍ତ୍ରୀଙ୍କୁ ମୁଦା ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମୋଦନ ଦେଇଛନ୍ତି। ଏଥି ସହିତ ମୁଦା ମାମଲାକୁ ନେଇ ଭାଜପା ମଧ୍ୟ ରାଜ୍ୟ ସରକାରଙ୍କ…
ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ…
ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲା: ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ସେଦିନ ରାତି ୧୧ଟାରେ…
କୋଲକାତା,୧୭।୮: କୋଲକାତା ଆର୍.ଜି କର ହସ୍ପିଟାଲରେ ବଳାତ୍କାର ପରେ ଜଣେ ମହିଳା ଡାକ୍ତରଙ୍କୁ ନର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଦେଶବ୍ୟାପୀ ଡାକ୍ତରମାନେ ବିକ୍ଷୋପ କରୁଛନ୍ତି। ସିବସିଆଇ ଏହି ଘଟଣାର ଏହି ଘଟଣାର ତଦନ୍ତ କରୁଛି।…
‘ପ୍ଲିଜ ମୋ ଝିଅର ନାମ, ଏମିତି ଫଟୋ ଶେୟାର କରନାହିଁ’, ମୃତ ମହିଳା ଡାକ୍ତରଙ୍କ ପିତାଙ୍କ ଅପିଲ
କୋଲକାତା,୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ମାତାପିତାଙ୍କ ଯନ୍ତ୍ରଣା ପୁଣି ଥରେ ବଢି ଯାଇଛି। ଲେଡି ଡାକ୍ତରଙ୍କ ପିତା ତାଙ୍କ ‘ଝିଅର ନାମ’ ନ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ…
ତୃତୀୟ ଥର ପାଇଁ ଭୁଶୁଡ଼ିଲା ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍, ପାଣିରେ ପଡ଼ିଲା ୧୭୧୦ କୋଟି ଟଙ୍କାର ଯୋଜନା
ପାଟ୍ନା,୧୭ା୮: ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍ ଭଶୁଡ଼ି ପଡ଼ିଛି। ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍ ବିଶିଷ୍ଟ ଏହି ବ୍ରିଜ୍ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ…
ବିହାର ଊପନିର୍ବାଚନରେ ରାହୁଲ, ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ରଣନୀତିଜ୍ଞ
ନୂଆଦିଲ୍ଲୀ,୧୭।୮: ଜନ ସୁରାଜର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବିହାରରେ ଲାଲୁଙ୍କ ଭୟରେ ଭାଜପାକୁ ଭୋଟ ଦିଅନ୍ତି ଏବଂ ଭାଜପା ଭୟରେ ଲାଲୁଙ୍କୁ ଭୋଟ…
ଅଟଳ ସେତୁରେ ଆତ୍ମହତ୍ୟା କରୁଥିଲେ ମହିଳା, ପୋଲିସ ପହଞ୍ଚି ବଞ୍ଚାଇଲା ଜୀବନ
ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ବୁଦ୍ଧିମାନ ଭାବରେ ପୋଲିସ ଉଦ୍ଧାର କରିଛି। ମହିଳା ଅଟଳ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କୁହାଯାଉଛି ଯେ ଶୁକ୍ରବାର ସା ୭ଟାରେ ଜଣେ ମହିଳା ମୁମ୍ବାଇରୁ…

