ଜାତୀୟ

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌ ରିଲିଭର ଅଟେ। ପ୍ରାୟତଃ ଅଫିସରେ ଲୋକେ ଲଞ୍ଚବ୍ରେକ୍‌ରେ କିମ୍ବା ମିଟିଂ ପରେ କିମ୍ବା ମାଲିକଙ୍କ…

କେଜ୍‌ରିଓ୍ବାଲ୍‌ ସମାଜ ପାଇଁ ବିପଦ ନୁହେଁ: ସୁପ୍ରିମକୋର୍ଟରେ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀଙ୍କ ଓକିଲ

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍‌ରିୱାଲ ତାଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଟଳିପଡ଼ିଲେ ୬ ମାଓବାଦୀ

ହାଇଦ୍ରାବାଦ,୫ା୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ…

ମହାରାଷ୍ଟ୍ର ନିର୍ବାଚନ ଉପରେ ସଞ୍ଜୟ ରାଉତଙ୍କ ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କହିଦେଲେ ଏମିତି…

ମୁମ୍ବାଇ,୫।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଗାଡି (ଏମ୍‌ଭିଏ)ରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ବିବାଦ ଲାଗି ରହିଛି। ଏହି ସମୟରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଶିବସେନା (ୟୁବିଟି) ରାଜ୍ୟ ସଭା ଏମ୍‌ପି…

OYO ହୋଟେଲରୁ ଆପଣ ମଧ୍ୟ କମାଇପାରିବେ କୋଟିକୋଟି ଟଙ୍କା, ଆପଣାନ୍ତୁ ଏହି ଟ୍ରିକ୍‌

ନୂଆଦିଲ୍ଲୀ,୫।୯: OYO ମାଲିକ ରିତେଶ ଅଗ୍ରୱାଲଙ୍କ ଆଇଡିଆ ତାଙ୍କୁ କୋଟିପତି କରିଥିଲା। ଶସ୍ତାରେ ଏକ ଘଣ୍ଟା ଦରରେ ଲୋକଙ୍କୁ ରୁମ୍‌ ଦେଇ ରିତେଶ କୋଟି କୋଟି ଟଙ୍କା ଆୟ କରୁଛନ୍ତି। କିନ୍ତୁ ଜାଣନ୍ତି କି ଆପଣମାନେ ମଧ୍ୟ OYO ହୋଟେଲରୁ ରୋଜଗାର…

ସମ୍ପତ୍ତି ବିକି ନିବେଶକଙ୍କୁ ଟଙ୍କା ଫେରାଅ… ସାହାରାକୁ ସୁପ୍ରିମକୋର୍ଟ ଦେଲେ କଡ଼ା ଆଦେଶ

ନୂଆଦିଲ୍ଲୀ,୫।୯: ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବ ହେତୁ ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ଗ୍ରୁପ ଏହାର ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। SEBI-ସାହାରା ଫେରସ୍ତ…

ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌

ଶିମଲା,୫।୯: ଦଳ ବଦଳ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ବିଲ୍‌ । ଏଣିକି ଦଳ ବଦଳାଇଲେ କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହେଲେ ବିଧାୟକଙ୍କୁ ମିଳିବନି ପେନସନ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବିଲ ବିଧାନସଭାରେ…

ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ…

ଭୋପାଳ,୫ା୯: ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ…

ଏକ ଟଙ୍କା ଦରମା ନେଉଥିଲେ IAS ସାହେବ, କଳା ଚଷମା ପିନ୍ଧି ଯେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳାଇଲେ ହାତ, ଦେଶରେ ପଡିଲା ଚହଳ

ନୂଆଦିଲ୍ଲୀ,୫।୯: କେନ୍ଦ୍ରୀୟ ପ୍ରତିନିଧୀତ୍ୱ ଶେଷ ହେବା ପରେ ଆଇଏଏସ ଅଧିକାରୀ ଅମିତ କାଟରିଆ ଛତିଶଗଡକୁ ଫେରିଛନ୍ତି। ଆଇଏଏସ ଅମିତ ମଙ୍ଗଳବାର ମନ୍ତ୍ରଣାଳୟରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମୁଖ୍ୟ ଶାସନ ସଚିବ ଅମିତାଭ ଜେନାଙ୍କୁ ଭେଟିଛନ୍ତି। ଅମିତ କାଟରିଆ ଜଣେ…

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଟିକେଟ ନ ପାଇ ଦଳ ଛାଡିଲେ ୨ ବଡ଼ ନେତା

ଚଣ୍ଡିଗଡ,୫।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପାର ତାଲିକା ପ୍ରକାଶ ପାଇବା ମାତ୍ରେ ନେତାଙ୍କ ବିଦ୍ରୋହୀ ମନୋଭାବ ସାମ୍ନାକୁ ଆସିବା ଆରମ୍ଭ କରିଛି। ଟିକେଟ ନ ପାଇ ରାଗିଯାଇ ରାତିଆ ବିଧାୟକ ଲକ୍ଷ୍ମଣ ନାପା ଦଳରୁ ଇସ୍ତଫା ଦେଇଛନ୍ତି। ଏଥି ସହ…

୩୭୦ ଫେରାଇ ଆଣିବ ଇଣ୍ଡିଆ

ଜମ୍ମୁ,୫ା୯:ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି। ମୋଦି ଆମତ୍ବିଶ୍ୱାସ ହରାଇଦେଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ସରକାରର ପତନ ଘଟିବାକୁ ଯାଉଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଇଣ୍ଡିଆ…

ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୫ା୯:ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟନ୍ତ୍ରକ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ସୋଡୋମି (ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ) ଏବଂ ଲେସ୍‌ବିଆନ୍‌ଜିଜମ୍‌ (ମହିଳାଙ୍କ ସମଲିଙ୍ଗୀ ସମ୍ପର୍କ)କୁ ମେଡିକାଲ ପାଠ୍ୟକ୍ରମରେ ପୁନଃ ସାମିଲ କରିଛି। ଅଣ୍ଡରଗ୍ରାଜୁଏଟ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରିଭାଇଜ୍‌ଡ ପାଠ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?