ବଡ଼ ଖବର, ବାତିଲ୍ ହେଲା ଛୁଟି, ଖୋଲା ରହିବ ସ୍କୁଲ
ହାଇଦ୍ରାବାଦ,୮।୯: ପିଲାମାନଙ୍କ ପାଇଁ ଦୁଃଖ ଖବର। ବାତିଲ୍ ହେଲା ସ୍କୁଲ ଛୁଟି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୪ ସେପ୍ଟେମ୍ବର ହେଉଛି ଦ୍ୱିତୀୟ ଶନିବାର, ତେଣୁ ଏହିଦିନ ସ୍କୁଲ ଛୁଟି ରୁହେ। ଆଉ ୧୫ତାରିଖ ରବିବାର ହୋଇଥିବାରୁ କ୍ରମାଗତ ୨…
ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ, କାହିଁକି ଏମିତି କହିଲେ ଅମିତ
ନୂଆଦିଲ୍ଲୀ,୮।୯: ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ଜବାହର ସରକାରଙ୍କ ଇସ୍ତଫା ଉପରେ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଏକ୍ସର ଏକ…
ବ୍ରିଜ୍ ଭୂଷଣଙ୍କୁ କଡ଼ା ତାଗିଦ୍ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…
ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ ଉପରେ ଟିପ୍ପଣୀ ଦେଇ ଆସୁଛନ୍ତି। ଏଥିସହ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କଂଗ୍ରେସ ଆନ୍ଦୋଳନ…
YouTube ଦେଖି ଡାକ୍ତର କଲେ ଅପରେଶନ, ୧୫ ବର୍ଷର ବାଳକ ମୃତ
ପାଟନା,୮।୯: ବିହାରର ଛପରା ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଏଠାରେ ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ ପାଖବୁ ଆସିଥିଲେ। ସେଠାରେ ଥିବା ଡାକ୍ତର ୟୁଟ୍ୟୁବ ଦେଖି ପିଲାଟିର ଅପରେଶନ କରିଥିଲେ। ପରେ…
ପୁଣି ରାଜ୍ୟ ସଭାରୁ ଆଉଜଣେ ଏମପିଙ୍କର ଇସ୍ତଫା, ରାଜ୍ୟ ରାଜନୀତିରେ ଚହଳ
କୋଲକାତା,୮।୯: ପୁଣି ରାଜ୍ୟ ସଭାରୁ ଇସ୍ତଫା ଦେଲେ ଆଉଜଣେ ଏମପି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି। ଆରଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟ ସଭା ଏମପି ଜବାହର ସରକାର ଏମପି ପଦରୁ ଇସ୍ତଫା ଦେଇଛନ୍ତି।…
‘ବ୍ରିଜ ଭୂଷଣ କୌଣସି ଦେଶ ନୁହେଁ’…ଜବାବ ଦେଲେ ଭିନେଶ
ଚଣ୍ଡିଗଡ଼,୮।୯: କଂଗ୍ରେସରେ ଯୋଗଦେବା ପରେ ହରିୟାଣାର ଜୁଲାନା ଆସନରୁ ଟିକେଟ ପାଇଥିବା ରେସଲର ଭିନେଶ ଫୋଗାଟଙ୍କ ରାଜନୈତିକ ଅବତାର ଦେଖିବାକୁ ମିଳିଥିଲା। ତାଙ୍କ ଶାଶୁ ଘର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରୁଥିବାବେଳେ ପୂର୍ବତନ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ…
ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ
ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବ୍ୟଙ୍ଗାତ୍ମକ ଭାବରେ…
ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…
ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇ ସୂତ୍ରରୁ ଜଣାପଡିଛି ଯେ, ଉଭୟ ଖେଳାଳିଙ୍କୁ…
ରେସିଡେଣ୍ଟ ଡାକ୍ତରଙ୍କ ବିବରଣୀ ମାଗିଲେ ପଶ୍ଚିମବଙ୍ଗ ସରକାର
କୋଲକାତା,୮।୯: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ବିଷୟରେ ବିସ୍ତୃତ ସୂଚନା ମାଗି ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଖୋଜାଯାଇଥିବା ସୂଚନାରେ ରେଜିଷ୍ଟ୍ରେଶନ ନମ୍ବର, ଆଧାର ଏବଂ…
କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍ରେ ଆପ୍ ସହମତ
ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ, ଆପ୍ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ପର୍କରେ ଆଲୋଚନା ଚାଲିଥିବା ଜଣାପଡିଛି। ଆସନ୍ତାକାଲି ସୁଦ୍ଧା ଏହି ମେଣ୍ଟ…
ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି
କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଧରାପଡିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିବିଆଇକୁ…
ଭାଜପାକୁ ଲାଗିବ ବଡ ଝଟ୍କା! ‘ଜୋ ରାମ କୋ ଲାୟେ ହୈ’ର ଗାୟକ ଧରିବେ ହାତ!
ଚଣ୍ଡିଗଡ଼,୮।୯: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଭାଜପାକୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଜଣାଶୁଣା ଗାୟକ କାହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ ନ ପାଇ କହ୍ନେୟା ମିତ୍ତଲ ଦଳ ଉପରେ ରାଗିଛନ୍ତି। ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ…

