ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…
ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍ ୯ ତାରିଖରେ ମାସେ ପୂରିଛି। ଏନେଇ ଆଜି ସୁପ୍ରିମକୋର୍ଟ୍ରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ସିବିଆଇ। ପ୍ରଧାନ ବିଚାରପତି ଡି.ଓ୍ବାଇ…
କୋଲକାତା ବଳାତ୍କାର ହତ୍ୟା ମାମଲାରେ ସିବିଆଇକୁ କେଉଁ ନୂଆ ରିପୋର୍ଟ ମାଗିଲେ କୋର୍ଟ, ଜାଣନ୍ତୁ କେତେଦିନ ମିଳିଲା ସମୟ
ନୂଆଦିଲ୍ଲୀ,୯।୯: ସୁପ୍ରିମକୋର୍ଟରେ ସୋମବାର କୋଲକାତା ମାମଲାର ଶୁଣାଣି ଚାଲିଛି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାର ଶୁଣାଣି…
ଗିରଫ ହେବେ ମମତା! ହଠାତ୍ କାହିଁକି ଉଠିଲା ଏହି ଦାବି
କୋଲକାତା,୯।୯: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ ଏହାକୁ ନେଇ କ୍ରୋଧ ପ୍ରକାଶ ପାଇଛି। ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ…
ସେ ପପୁ ନୁହଁନ୍ତି…, ପାଖରେ ବସିଥିବା ରାହୁଲଙ୍କୁ ନେଇ କାହିଁକି ଏମିତି କହିଲେ ପିଟ୍ରୋଡା
ଟେକ୍ସାସ,୯।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ରାହୁଲ ରବିବାର ଡାଲାସର ଟେକ୍ସାସ ୟୁନିଭରସିଟିର ଛାତ୍ରମାନଙ୍କ ସହ…
ମୁଁ ବୁଢା ହୋଇ ଗଲେଣି, କାହିଁକି ଏମିତି କହିଲେ ଖାର୍ଗେ, ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ?
ନୂଆଦିଲ୍ଲୀ,୯।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଏହି ରାଜନୈତିକ ଖେଳରେ କଂଗ୍ରେସ ଏବଂ ଭାଜପା ଧୀରେ ଧୀରେ ସେମାନଙ୍କରକାର୍ଡ ଖୋଲୁଛନ୍ତି। କୁସ୍ତି ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଭିନେଶ ଫୋଗାଟ ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି।…
ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି…
ଚଣ୍ଡୀଗଡ଼,୯ା୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ୍ ବାଜି ସାରିଛି। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜୁଲାନା ଆସନରୁ ମହିଳା ରେସ୍ଲର ଭିନେଶ ଫୋଗଟଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇଛି। ଭିନେଶ ମଧ୍ୟ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି।…
ଭାଜପା ନେତାଙ୍କୁ ଗୁଳି କରି ହତ୍ୟା
ପାଟନା,୯।୯: ବିହାରର ରାଜଧାନୀ ପାଟନାରେ ସୋମବାର ସକାଳେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାଟନା ସହରର ମଙ୍ଗଲ ତାଲାବ ନିକଟ ମନୋଜ କମଲିଆ ଗେଟରେ ଏହି ଘଟଣା ଘଟିଛି। ସକାଳେ ସକାଳେ ଗୁଳିର ଶବ୍ଦ ରାଜଧାନୀକୁ ଥରାଇ…
କୋଲକାତା ଟ୍ରେନି ମହିଳା ଡାକ୍ତର ବଳାତ୍କାର ଘଟଣାକୁ ମାସେ ପୂରିଲା, ଆଜି ସୁପ୍ରିମକୋର୍ଟ୍ରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ସିବିଆଇ
କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍ ୯ ତାରିଖରେ ମାସେ ପୂରିଛି। ଏନେଇ ଆଜି ସୁପ୍ରିମକୋର୍ଟ୍ରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ସିବିଆଇ। ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ଦର୍ଶାଯାଇଛି…
ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ
ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି) ନେତା ସାମ୍ ପିଟ୍ରୋଡା ଉପସ୍ଥିତ…
ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ
ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ରବିବାର ଅପିଲ୍ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ…
‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍
ନୂଆଦିଲ୍ଲୀ, ୯।୯: ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର ଖୁବ୍ଶୀଘ୍ର ବଡ଼ ପରଦାରେ ରିଲିଜ୍ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଫିଲ୍ମର…
ଚିରାଗଙ୍କୁ କଣ୍ଟ୍ରୋଲ କରିବା ପାଇଁ ବଡ଼ ଗେମ୍ ଖେଳିଲା ଭାଜପା, ପଶୁପତିଙ୍କ ସହ ବଡ଼ ଡିଲ! ଜଣାପଡିଲା ଭିତିରି କଥା…
ନୂଆଦିଲ୍ଲୀ,୮।୯: ଗତ କିଛିଦିନ ଧରି କେନ୍ଦ୍ର ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିରାଗଙ୍କ ଏହିସବୁ ବୟାନକୁ ନେଇ ହରଡଘଣାରେ ପଡିଛନ୍ତି ଭାଜପା ହାଇକମାଣ୍ଡ। ତେବେ ଚିରାଗଙ୍କ…

