ଜାତୀୟ

ଆମେରିକାରେ ଏ କେଉଁ ମହିଳାଙ୍କୁ ଭେଟିଲେ ରାହୁଲ, ଭାରତରେ ପଡିଲାଣି ଚହଳ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକାର କଂଗ୍ରେସ ସଦସ୍ୟ ଓ ବାଇଡେନ ପ୍ରଶାସନର ଅଧିକାରୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ଏହି ବୈଠକ ୱାଶିଂଟନ ଡିସିରେ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ରାହୁଲ ଏପରି ଜଣେ ମହିଳାଙ୍କୁ…

ଆମେରିକାରେ ବଡ଼ ଘୋଷଣା କଲେ ରାହୁଲ, କଂଗ୍ରେସ ସରକାର ଆସିଲେ ମିଳିବ…

ନୂଆଦିଲ୍ଲୀ,୧୧।୯: ଆମେରିକୀୟ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂରକ୍ଷଣ ସମ୍ପର୍କ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ସଂରକ୍ଷଣ ବିରୋଧରେ ନାହାନ୍ତି ଏବଂ କଂଗ୍ରେସ ପାର୍ଟି ଏହାକୁ ୫୦ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖିଛି। ସୋସିଆଲ…

ମଣିପୁରରେ ଜୋର୍‌ଦାର ହେଲା ଛାତ୍ର ଆନ୍ଦୋଳନ

ଇମ୍ଫାଲ,୧୧ା୯: ମଣିପୁରରେ ସାନି ହିଂସା ଓ ଡ୍ରୋନ୍‌ ଆକ୍ରମଣର ପ୍ରତିବାଦ ଏବଂ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍‌ଦାର ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ରାଜ୍ୟ…

ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ

ବେଙ୍ଗାଲୁରୁ, ୧୧।୯: ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂଚନା ଦେଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର ନିକଟତର ହେବା ମାନବ…

ଜେଲ ଗଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୧ା୯: ଆର୍ଥତ୍କ ଅନିୟମିତତା ମାମଲାରେ ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ସୁରକ୍ଷା ଅଧିକାରୀ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି

କୋଲକାତା,୧୧ା୯: ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ଏହାକୁ ମାନିନାହାନ୍ତି। ଆର୍‌.ଜି. କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ନ ମିଳିବା…

ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ନୂଆଦିଲ୍ଲୀ,୧୦।୯: ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର ଧରିଛି। ସେ କହିଛନ୍ତି, ଯେତେବେଳେ ସେ ଦେଶର ଗୃହମନ୍ତ୍ରୀ ଥିଲେ, ସେତେବେଳେ ସେ କଶ୍ମୀର…

ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ…

୨ ଦିନ ମଧ୍ୟରେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ବଦଳାଇଲେ ପ୍ରସିଦ୍ଧ ଗାୟକ

ଚଣ୍ଡିଗଡ,୧୦।୯:ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ ଉନ୍‌କୋ ଲାଏଙ୍ଗେ’ ଗୀତରେ ପ୍ରସିଦ୍ଧ କହ୍ନେୟା କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିଲେ। ହରିୟାଣାର ପଞ୍ଚକୁଲା…

ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ…

ଜୈନପୁର,୧୦।୯: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଇନବଜାର ଅଞ୍ଚଳର ଶିବାପର୍‌ ଗ୍ରାମରେ ଶିଶୁ ଚୋରି କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଗୋଡ଼ାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ଥିବାରୁ ଯୁବକ ଜଣକ ରାଜପଥରେ ନିର୍ମିତ ବ୍ରିଜ ଉପରେ…

ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

ନୂଆଦିଲ୍ଲୀ,୧୦।୯: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ। ହରିୟାଣାର ରାଜନୈତିକ ଯୁଦ୍ଧରେ ଭାଜପା, କଂଗ୍ରେସ ଏବଂ ଏଏପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଲେଣି। ହରିୟାଣା ନିର୍ବାଚନରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଏବେ କଂଗ୍ରେସ ସହାୟତାରେ ମଇଦାନକୁ…

ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ବଲିଉଡରେ ଯେମିତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌ଙ୍କ ବିବାହ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଅନେଇ ବସିଛନ୍ତି। ସେହିପରି ଜାତୀୟ ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?