ଜାତୀୟ

ଲାଇଭ ଟେଲିକାଷ୍ଟ ଦାବିକୁ ଖାରଜ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୧୨।୯: କୋଲକାତା ବଳାତ୍କାର-ହତ୍ୟା ମାମଲାରେ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପାଇଁ କିଛି ସର୍ତ୍ତ ରଖିଥିଲେ। ଏବେ ପଶ୍ଚିମବଙ୍ଗ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଗୁରୁବାର (ସେପ୍ଟେମ୍ବର ୧୨)…

ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ,୧୨।୯: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ଏମ୍ସର ICU ରେ ସୀତାରାମ ୟେଚୁରୀ ଆଡମିଶନ ହୋଇଥିଲେ। ଫୁସ୍‌ଫୁସ୍‌ ସଂକ୍ରମଣରେ…

ଜଣେ ମହିଳା ୧୦ ବର୍ଷରେ ୧୦ ଜଣ ପୁରୁଷଙ୍କ ନାଁରେ ଆଣିଛନ୍ତି ବଳାତ୍କାର-ନିର୍ଯ୍ୟାତନା ଅଭିଯୋଗ, କୋର୍ଟ ଦେଲେ ବଡ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୨।୯: କର୍ନାଟକର ଜଣେ ବହିଳା ୧୦ଜଣ ପୁରୁଷଙ୍କ ବିରୋଧରେ ପୃଥକ ପୃଥକ ଅପରାଧିକ ମାମଲା ଦାୟର କରିଥିବା ବେଳେ ଏବେ ଏହି ମହିଳାଙ୍କ ବିଷୟରେ ସୂଚନା ପଠାଇବାକୁ ହାଇକୋର୍ଟ ସମସ୍ତ ପୋଲିସ ଷ୍ଟେଶନକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକ ହାଇକୋର୍ଟ ରାଜ୍ୟ ଡିଜିପିଙ୍କୁ…

ଚନ୍ଦ୍ରଚୂଡଙ୍କ ଘରକୁ ମୋଦି ଯିବା ଘଟଣା: ବିରୋଧୀ କହିଲେ, ଜଷ୍ଟିସ Chandrachud ଙ୍କ ଉପରେ ସନ୍ଦେହ ହେଉଛି…

ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରଚୂଡଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭେଟିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାଜପା-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଫଟୋରେ ଚନ୍ଦ୍ରଚୂଡଙ୍କ ସ୍ତ୍ରୀ ମଧ୍ୟ ନଜର ଆସିଛନ୍ତି। ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ମୋଦି CJI…

ଆର୍‌ଜି କର ମେଡିକାଲ କଲେଜ ପରିସରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ବୋମା ଥିବା ସନ୍ଦେହ କରି…

କୋଲକାତା,୧୨ା୯: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପିଛା ଛାଡୁନି ବିବାଦ। ଗୁରୁବାର ଏଠାରୁ ଏକ ସନ୍ଦିଗ୍ଧ ପରିତ୍ୟକ୍ତ ବ୍ୟାଗ ମିଳିଛି। ଏଥିରେ ବୋମା ଥିବା ଆଶଙ୍କା କରି ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ୟାଗ୍‌କୁ ବିରୋଧ…

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ

ନୂଆଦିଲ୍ଲୀ,୧୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟମ୍ବର ୧୭ରେ ନିଜର ୭୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଉପଲକ୍ଷେ ରାଜସ୍ଥାନର ଏକ ଲୋକପ୍ରିୟ ଦରଘା ୪ହଜାର କିଲୋର ଶାକାହାରି ଭୋଜନ ବିତରଣ କରିବାକୁ ଯାଉଛି। ଦରଘା ଦ୍ୱାରା ଦିଆଯାଇଥିବା ବୟାନନୁସାରେ, ମୋଦିଙ୍କ…

ଘରେ ଫ୍ରିଜ୍‌ ଥିଲେ ବି ହେବନାହିଁ କାର୍ଡ, ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଆୟୁଷ୍ମାନ ଯୋଜନାର ଲାଭ

ନୂଆଦିଲ୍ଲୀ,୧୨।୯: ମୋଦି ସରକାରଙ୍କ ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ ପୁଣିଥରେ ଏହି ଖବରରେ ସ୍ଥାନ ପାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ…

ଆପଣଙ୍କ ଘର ହାଇଓ୍ବେ ଉପରେ କି? ମିଳିବ ଏତେ ସୁବିଧା, ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୨।୯: ଦେଶରେ ଟୋଲ୍‌ପ୍ଲାଜାରେ ଟୋଲ୍‌ ଆଦାୟ କରିବାକୁ ନେଇ ନୂଆ ସିଷ୍ଟମ ଆରମ୍ଭ ହୋଇଛି। ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ ଏହି ସିଷ୍ଟମ ଲଗାଯାଇଥିବ ତାକୁ ଗୌଣସି ବି ଟୋଲ୍‌ଗେଟ୍‌ରେ ଅପେକ୍ଷା କରିବାକୁ ପଡିବନି। ନା…

ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି ବିନିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ…

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଦେଶବ୍ୟାପୀ ଗଣେଶତ୍ସୋବ ମହା ଆଡମ୍ବର ସହକାରେ ପାଳନ କରାଯାଉଛି। ସବୁ ସ୍ଥନାରେ ଗଣେଶ…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବୁଧବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀର ବାସଭବନ ବାହାରେ ଭାଜପା ସମର୍ଥିତ ଶିଖ…

କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି। ପ୍ରତିବାଦକାରୀ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏହି ଅବରୋଧ ଶେଷ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?