ରାହୁଲଙ୍କୁ କୋର୍ଟକୁ ଟାଣିଆଣିବି: ଆମେରିକାରେ ଏମିତି କ’ଣ କହିଦେଲେ କଂଗ୍ରେସ ନେତା, ଯାହାକୁ ଶୁଣି…
ନୂଆଦିଲ୍ଲୀ,୧୦।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବୟାନକୁ ନେଇ ଭାରତ ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଅଛନ୍ତି। ଭାଜପା ନେତାମାନେ ତାଙ୍କ ବିବୃତ୍ତିକୁ ନିରନ୍ତର ସମାଲୋଚନା କରୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି। ଏହି…
ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ…
ହରିୟାଣା, ଜମ୍ମୁ-କଶ୍ମୀରରେ କିଏ ଜିତିବ ନିର୍ବାଚନ, ବଡ଼ ଭବିଷ୍ୟବାଣୀ କଲେ ରାହୁଲ
ନୂଆଦିଲ୍ଲୀ,୧୦।୯: କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି, କିନ୍ତୁ ଭାରତୀୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଯୋଗୁଁ ସେ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ଆମେରିକାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ଏବଂ ଆରଏସଏସ…
୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ
କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ…
ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ
ନୂଆଦିଲ୍ଲୀ,୧୦।୯: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଆମେରିକାରେ ନିର୍ବାଚନ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ସେ କହିଛନ୍ତି, ଗାଁରେ ଗୋଟିଏ କଥା ପ୍ରଚଳିତ ଅଛି,…
ବରଖାସ୍ତ ହେବେ କେଜରିଓ୍ବାଲ ସରକାର? ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୦।୯: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ବିପଦ ରହିଛି। ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…
ଆଇସିୟୁରେ ସୀତାରାମ ୟେଚୁରୀ: ସ୍ବାସ୍ଥ୍ୟାବସ୍ଥା ଗୁରୁତର
ନୂଆଦିଲ୍ଲୀ,୧୦।୯: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ…
ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ପୂର୍ବତନ ବୈଦେଶିକ ସଚିବ…
ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ
ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ ମୋଦି ସରକାରଙ୍କ ତ୍ରୁଟି ତାଲିକାଭୁକ୍ତ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଶିଖମାନଙ୍କ…
ଭାଜପାରେ ଚାଲିଛି ଟିକେଟ୍ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ
ଚଣ୍ଡିଗଡ,୧୦।୯: ହାରିୟାଣା ନିର୍ବାଚନ ପୂର୍ବରୁ ସୋନିପତର ଗଣୁରରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଟିକେଟ କଟିବା ଖବର ଉପରେ ରାଗିଯାଇ ଦେବେନ୍ଦ୍ର କାଡିଆନ ଦଳରୁ ଇସ୍ତଫା ଦେଇଥିଲେ। ଭାରତୀୟ ରେସଲିଂ ଆସୋସିଏସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦେବେନ୍ଦ୍ର କାଡିଆନ ଫେସବୁକରେ ସିଧା…
ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ!
ମୁମ୍ବାଇ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମହାରାଷ୍ଟ୍ରରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ହୋଇଥିବା ଏକ ସର୍ଭେର ଫଳାଫଳ ଯାହା କହୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ…
ମୋତେ ଯେକୌଣସି ସମୟରେ ଗିରଫ କରାଯାଇପାରେ: ବର୍ଷିଲେ ପୂର୍ବତନ ଗୃହମନ୍ତ୍ରୀ
ପୁଣେ,୧୦।୯: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି-ଏସପି ନେତା ଅନିଲ ଦେଶମୁଖ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ସେ ଦାବି କରିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ କାରଣରୁ ସିବିଆଇ ଚାରି ବର୍ଷ ପୁରୁଣା ଜାଲଗାଓଁ ମାମଲା ରୁଜୁ କରି ମୋ ବିରୋଧରେ ଏଫଆଇଆର…

