ପାରାଦୀପଠାରେ ଆଇଓସିଏଲ୍ର ପିଏଡିସି ଉଦ୍ଘାଟିତ
ଭୁବନେଶ୍ୱର,୨୬ା୬(ବ୍ୟୁରୋ):ପାରାଦୀପଠାରେ ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ୪୩ କୋଟି ଟଙ୍କା ବ୍ୟୟରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ବା ପ୍ରଡକ୍ସ ଆପ୍ଲିକେଶନ ଆଣ୍ଡ୍ ଡେଭଲପମେଣ୍ଟ ସେଣ୍ଟର(ପିଏଡିସି) ନିର୍ମାଣ କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
୪ ଜିଲାରେ ନିର୍ମାଣ ହେବ ବାତ୍ୟା ନିରୋଧ ବିଦ୍ୟୁତ୍ ଭିତ୍ତିଭୂମି
ଭୁବନେଶ୍ୱର,୨୬ା୬(ବ୍ୟୁରୋ):ଉପକୂଳବର୍ତ୍ତୀ ଜିଲାଗୁଡିକୁ ସବୁ ସମୟରେ ବାତ୍ୟା ଭୟ ରହିଛି। ବାତ୍ୟା ଯୋଗୁ ବିଦ୍ୟୁତ୍ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଉପକୂଳବର୍ତ୍ତୀ ୪ଟି ଜିଲାରେ ବାତ୍ୟା ନିରୋଧ ବିଦ୍ୟୁତ୍ ଭିତ୍ତିଭୂମି…
ଡ୍ରାଇଭରଙ୍କ ହାତକୁ କଟୁରିରେ ହାଣି ଲୁଟିନେଲେ ୪ ଲକ୍ଷ
ଖୁଣ୍ଟୁଣୀ,୨୫ା୬(ଡି.ଏନ୍.ଏ): କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ଗ୍ରାମ ଲିଙ୍ଗେଇ ଠାକୁରାଣୀ ନିକଟରେ ଗୁରୁବାର ୪ ଦୁର୍ବୃତ୍ତ ଏକ ୪୦୭ ଗାଡ଼ି ଡ୍ରାଇଭର ହାତକୁ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଗାଡ଼ି ମାଲିକ ବଡ଼ମ୍ବା…
କରୋନା ପ୍ରୋଟୋକଲ୍ ମାନୁନାହାନ୍ତି ଭୁବନେଶ୍ୱରର ହସ୍ପିଟାଲ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ୍ ପାଳନ କରୁନାହାନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବୁଧବାର ଏକ…
ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୩ ଲୋକାଲ୍ କେସ୍ ରହିଛି। ସେହିଭଳି ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହେଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ସକାଳେ ନିଷ୍କାସିତ ହୋଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ହୀରାକୁଦ ଡ୍ୟାମ୍ର ୭ ନମ୍ବର ସ୍ଲୁଇସ ଗେଟ୍କୁ ଖୋଲାଯାଇଛି। ଏହାପରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ୫ଟି ଗେଟ୍…
CORONAVIRUS UPDATE: ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨କୁ ବୃଦ୍ଧି
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୩୬ଜଣ ସ୍ଥାନୀୟ…
ହୋମ୍ କ୍ୱାରାଣ୍ଟାଇନ୍ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ
ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ କହିବା ସହିତ ହୋମ୍ କ୍ୱାରାଣ୍ଟାଇନ ବା ଗୃହ ସଙ୍ଗରୋଧ ନିୟମ…
ଜେଲରେ ବିସ୍ଫୋରକ ରୂପ ନେବ କରୋନା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଓଡ଼ିଶା ଜେଲ୍ରେ ପଶିଲାଣି ମହାମାରୀ କରୋନା। ପୁରୀ, ରାଉରକେଲା ଓ ବ୍ରହ୍ମପୁର ଜେଲ୍ର ୧୦ କଏଦୀଙ୍କଠାରେ କୋଭିଡ୍-୧୯ ପଜିଟିଭ୍ ଠାବ ପରେ ଜେଲ୍ରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ଏଯାଏ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍…
ଦୁଇଦିନ ବର୍ଷା ନାହିଁ
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ରାଜ୍ୟରେ ଦୁଇଦିନ ବର୍ଷା ହେବ ନାହିଁ। ପାଗ ଶୁଖିଲା ରହିବ। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ମଧ୍ୟପ୍ରଦେଶ ଏବଂ…
ପୁଣି ସାହାହେଲେ ସବ୍ୟସାଚୀ: ତାମିଲନାଡ଼ୁରେ ଫସିଥିବା ପରିବାରକୁ ଓଡ଼ିଶା ଆଣିଲେ
ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହ ସେମାନଙ୍କର ଅଟକି ଯାଇଥିବା ରଥ ମଧ୍ୟ ଗଡ଼ିଥିଲା। ନିଜ ଜନ୍ମମାଟିକୁ ଫେରିଆସିବା ଜାଣି ୩ ମାସରୁ ଦୀର୍ଘଦିନ ଧରି ଦୁର୍ବଃସହ ହୋଇପଡ଼ିଥିବା ଜୀବନ ଏବଂ ମନକୁ ଶାନ୍ତି ଏବଂ ଆଶ୍ୱସ୍ତି ମିଳିଥିଲା। ଲକ୍ଡାଉନ୍ ଯୋଗୁ…
ଟ୍ରେନ ହେଲା ଅନ୍ତୁଡିଶାଳ
ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ପକ୍ଷରୁ ପୁଣିଥରେ ମିଳିଛି ଖୁସି ଖବର। ରେଳବାଇ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସିକନ୍ଦରାବାଦ-ହାଓଡ଼ା ସ୍ପେଶାଲ ଟ୍ରେନରେ ଏକ ଶିଶୁପୁତ୍ର ଜନ୍ମନେଇଛି। ଟ୍ରେନ୍ର ଏସ୍-୭ କୋଚ୍ରେ ଯାତ୍ରା କରୁଥିବା ସାଇରା ଫତିମା ନାମକ ୩୨ ବର୍ଷର…

