କରୋନା ପ୍ରୋଟୋକଲ୍‌ ମାନୁନାହାନ୍ତି ଭୁବନେଶ୍ୱରର ହସ୍ପିଟାଲ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ୍‌ ପାଳନ କରୁନାହାନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବୁଧବାର ଏକ ହସ୍ପିଟାଲକୁ ସିଲ୍‌ କରାଯିବା ପରେ ଗୁରୁବାର ଯାଞ୍ଚ କରାଯାଇଥିଲା। ପ୍ରୋଟୋକଲ୍‌ ପାଳନ ନେଇ ସ୍ପେଶାଲ ଟିମ୍‌ ୧୦ଟି ହସ୍ପିଟାଲ ଯାଞ୍ଚ କରିଥିଲେ। କିଛି ହସ୍ପିଟାଲ ଠିକ୍‌ ଭାବେ ପ୍ରୋଟୋକଲ୍‌ ପାଳନ କରୁ ନ ଥିବା ଦେଖାଯାଇଛି। ସେମାନଙ୍କୁ ନୋଟିସ୍‌ କରାଯାଇଛି। ସୁଧୁରିବାକୁ ତାଗିଦ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହସ୍ପିଟାଲ ପ୍ରୋଟୋକଲ୍‌ ମାନୁ ନ ଥିବାରୁ କର୍ମଚାରୀ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬ ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ...

ଆର୍ମି ନିଯୁକ୍ତି ପାଇଁ ଆସି ହଟହଟା: ଫୁଟ୍‌ପାଥରେ ରାତି କଟାଉଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସୋମବାର ମଧ୍ୟାହ୍ନ। ସ୍ଥାନ ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ରାସ୍ତା। ବିହାରର ଆଶିଷ କୁମାର ଏମ୍‌ଏଲ୍‌ଏ କ୍ୱାର୍ଟର୍ସ ସାମ୍ନା ଫୁଟ୍‌ପାଥରେ ମନସ୍ତାପରେ ବସିଥିଲେ।...

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ...

ରାଶନ କାର୍ଡରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ଏଣିକି ରାଶନ କାର୍ଡଧାରୀଙ୍କୁ ମାଣ୍ଡିଆ ଯୋଗାଇ ଦେବେ। ପ୍ରତି କାର୍ଡ ପିଛା ୧ ଟଙ୍କାରେ ୧...

ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ରେ ସର୍ବାଧିକ ୮୯.୩୭%, ନୂଆପଡ଼ାରେ ସର୍ବନିମ୍ନ ୬୦.୧୮% ପାସ୍‌

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ରହିଛି। ତେବେ...

ମାଟ୍ରିକ ଖାତା ମୂଲ୍ୟାୟନ ପ୍ରସଙ୍ଗ: ବଢ଼ିବ କେନ୍ଦ୍ର, ପରୀକ୍ଷକଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୪(ବ୍ୟୁରୋ): କରୋନାକୁ ନେଇ ଜାରି ରହିଥିବା ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଏହା ପୁନଃ ଆରମ୍ଭ ହେବା ନେଇ ଶନିବାର...

ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ: ମୁକାବିଲା ପାଇଁ ବୈଠକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଓୟୁଏଟି ଡିନ୍‌ ଲଳୀତ...

ମଧୁବାବୁ ପେନ୍‌ସନରେ ମିଳିବ ଆଉ ୧ ହଜାର ଟଙ୍କା: ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର, ୩।୭(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ। ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *