ମେଟ୍ରୋ

ଘାସ, ନଡ଼ା ଖାଇ ଗାଁ ସାଥୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ରେ ତତ୍‌କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ପ୍ରଦାନ…

ପଞ୍ଚଭୂତରେ ବିଲୀନ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର,୨୫ା୯(ଅସମାପିକା ସାହୁ): ଚିତ୍ରକଳା ଜଗତ ପାଇଁ ସୋମବାର ହେଉଛି ଏକ ଦୁଃଖଦ ଦିବସ। ପଞ୍ଚମହାଭୂତରେ ଲୀନ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ବାଧୀନତା ପୂର୍ବ ଅର୍ଥାତ୍‌ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ ପଦ୍ମନାଭ। ହାଇସ୍କୁଲ ଶିକ୍ଷା…

ସୁପ୍ତ ଅବସ୍ଥାରେ ୩ ଦଳର ଯୁବ ସଙ୍ଗଠନ

ଭୁବନେଶ୍ୱର, ୨୫।୯ (ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଯୁବ ସଙ୍ଗଠନ ଏକପ୍ରକାର ନିଷ୍କ୍ରିୟ ହୋଇ ରହିଛନ୍ତି, ଯଦ୍ଦ୍ବାରା ଯୁବ ନେତୃତ୍ୱକୁ ଆଗକୁ ଯିବା ଲାଗି ସେତେଟା…

ଆଜିଠୁ ପଦଯାତ୍ରାରେ ପ୍ରଚାରପତ୍ର ବାଣ୍ଟିବ କଂଗ୍ରେସ

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର):ଓଡ଼ିଶାର ପ୍ରତି ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ। ପ୍ରତ୍ୟେକ ଘରକୁ ଯାଇ ରାଜ୍ୟରେ ୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ଭାଜପା ନେତୃତ୍ୱାଧୀନ…

ବମିଖାଲ ରାସ୍ତା ମରଣଯନ୍ତା

ଭୁବନେଶ୍ୱର, ୨୫।୯ (ବନ୍ଦନା ସେଠୀ):କଟକ ରୋଡ୍‌ର ବମିଖାଲ ଓଭରବ୍ରିଜ୍‌ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଲକ୍ଷ୍ମୀସାଗରଠାରୁ ରସୁଲଗଡ଼ ଆଡକୁ ଯିବାବେଳେ ଓଭରବ୍ରିଜ୍‌ ତଳ ରାସ୍ତାରେ ଓ୍ବାଟ୍‌କୋ ପକ୍ଷରୁ ବହୁଦିନ ଧରି କାମ ଚାଲିଛି। ପୂର୍ବରୁ ସମ୍ପୃକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ…

ପାର୍ବଣରେ ରାଜଧାନୀ ରାସ୍ତାର ଶୋଚନୀୟ ସ୍ଥିତି

ଭୁବନେଶ୍ୱର, ୨୫।୯ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରର ରାସ୍ତାଘାଟ ଏବେ ଖାଲଖମାରେ ଭର୍ତ୍ତି ହୋଇପଡିଛି। ଗଳି ରାସ୍ତା ହେଉ ଅବା ମୁଖ୍ୟ ରାସ୍ତା, ସବୁଆଡେ ରାସ୍ତାକୁ ଖୋଳିତାଡ଼ି ଛାଡ଼ି ଦିଆଯାଉଛି। ବିଭିନ୍ନ ସ୍ଥାନରେ ରାସ୍ତା ଖଣ୍ଡିଆ ଖାବରା ହୋଇ ରହିଥିଲେ ମଧ୍ୟ ମରାମତି…

୫ ବର୍ଷରେ କୁଆଖାଇରେ ଗଲାଣି ୫୦ ଜୀବନ

ବାଳକାଟୀ,୨୫ା୯(ମନୋଜ ମଣ୍ଡଳ):ରାଜଧାନୀ ଉପକଣ୍ଠ କୁଆଖାଇ (ଟଙ୍କପାଣି ଠାରୁ ବାଲିଅନ୍ତା ପର୍ଯ୍ୟନ୍ତ) ନଦୀରେ ବୁଡ଼ି ଗତ ୫ବର୍ଷ ମଧ୍ୟରେ ୫୦ଜଣଙ୍କ ଜୀବନ ଯାଇଛି। ଫଳରେ ଏନେଇ ନଦୀପଠାର ଅଲାରପୁର, ଭଇଁଚୁଆ, କଣ୍ଟାଗୋଠ ଏବଂ ଧବଳାହାରଠାରେ ବାଲିଅନ୍ତା ଥାନା ପୋଲିସ ପକ୍ଷରୁ ସତର୍କ ସୂଚନା…

ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ…

ବାଃ ଧର୍ମପଦ ବାଃ…

ଏବେ ଆମେ ଆଲୋଚନା କରିବା ବାରମ୍ବାର ଶ୍ରୀପଦ୍ମକେଶର ମନ୍ଦିରର ମୁଣ୍ଡି ମରାଯାଇଥିଲେ ମଧ୍ୟ ତାହା ରହି ନ ଥିଲା। ସୂତ୍ରଧର ସେହି ଚିନ୍ତାରେ ଅବସାଦଗ୍ରସ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। କଠିନ ପରିଶ୍ରମ କରି ସେ ସଫଳ ନ ହେବାରୁ ଶିଳ୍ପୀମାନଙ୍କ ମଧ୍ୟରେ…

ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ…

ପୁରୀ-ରାଉରକେଲାକୁ ଗଡ଼ିଲା ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର, ୨୫ା୯(ସୁନିତ୍‌ ମିଶ୍ର):ରାଜ୍ୟରେ ରବିବାରଠାରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିବା ଆରମ୍ଭ କରିଛି। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଥିବା…

ଖରାପ ରାସ୍ତାରୁ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଖାଲଖମାପୂର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣାରେ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଶନିବାର ରାତିରେ କଟକ ରୋଡ୍‌ର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଓଭରବ୍ରିଜ୍‌ ତଳ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତ ଡାକ୍ତର ହେଲେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?