ମେଟ୍ରୋ

ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୯(ଅସମାପିକା ସାହୁ): ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍‌ଏସ୍‌ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତରେ…

ଶବ୍ଦ ପ୍ରଦୂଷଣ: ସଚେତନତା ଅଭାବରୁ ବଢ଼ୁଛି ବିପଦ

ଭୁବନେଶ୍ୱର,୨୮।୯(ସତ୍ୟଜିତ୍‌ ରାଉତ)ରାଜ୍ୟରେ ଶବ୍ଦ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ବିଭିନ୍ନ ସ୍ଥାନରେ ବିବାହ ରୋଷଣୀ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ମନଇଚ୍ଛା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ବ୍ୟବହାର ଫଳରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଛି। ଏଥିଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ…

ଘରୋଇ ନମ୍ବରଯୁକ୍ତ ବାଇକ୍‌ର ପରିବହନ ସେବାକୁ ବିରୋଧ

ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)ଅନ୍‌ଲାଇନ୍‌ ପରିବହନ ସେବା ପ୍ରଦାନ କରୁଥିବା ଓଲା, ରାପିଡୋ, ଉବର ପକ୍ଷରୁ ବହୁ ବାଇକ୍‌ ରାଜ୍ୟରେ ବେଆଇନ ଭାବେ ଚଳାଚଳ କରୁଛି। ବ୍ୟକ୍ତିଗତ କାମ ଉଦ୍ଦେଶ୍ୟରେ ଲୋକମାନେ ବାଇକ୍‌ କିଣି ତାହାକୁ ଏସବୁ କମ୍ପାନୀ ଅଧୀନରେ ଅନ୍‌ଲାଇନ୍‌ ପରିବହନ ସେବାରେ…

ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୮।୯(ଅସମାପିକା ସାହୁ)ରାଜ୍ୟରେ ଗତ ୨୧ବର୍ଷ ହେବ ଆୟୂଷ ଡାକ୍ତରଙ୍କ ପାଇଁ ନିଯୁକ୍ତି ବାହାରିନି। ଫଳରେ ବହୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଶେଷରେ ନିଜ ଅଧିକାର ପାଇବାକୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟରେ ୫୦୦ ସରକାରୀ…

ଆଟେଣ୍ଡାଣ୍ଟ ସସ୍‌ପେଣ୍ଡ, ଡିଏନ୍‌ଏ ଟେଷ୍ଟ ଜିଦ୍‌ରେ ପ୍ରାଣକୃଷ୍ଣ

ଭୁବନେଶ୍ୱର, ୨୮।୯(ଅସମାପିକା ସାହୁ)ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଲେବର ରୁମ୍‌ର ଆଟେଣ୍ଡାଣ୍ଟଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସସ୍‌ପେଣ୍ଡ କରିଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ…

ଜିଦ୍‌ରେ ଅଟଳ ମଧ୍ୟାହ୍ନଭୋଜନ ପାଚିକା ସହାୟିକା

ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)୧୫ ଦଫା ଦାବି ନେଇ ମଧ୍ୟାହ୍ନଭୋଜନ ପାଚିକା ସହାୟିକାମାନେ ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ, ଏଚ୍‌ଏମ୍‌ଏସ୍‌ ସହବନ୍ଧିତ ପାଚିକା…

କଲେଜ, ବିଶ୍ୱବିଦ୍ୟାଳୟ ଖାଲି ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୮ା୯(ଅନିଲ ଦାସ)ରାଜ୍ୟର ବିଶ୍ୱବିଦ୍ୟାଳୟ, ବିଇଡି କଲେଜଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ବହୁ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ସରକାର ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। କେବିକେ ଜିଲାରେ ଅବସ୍ଥା ଆହୁରି ଖରାପ। ଶିକ୍ଷକ ଓ…

ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟକୁ ଓହ୍ଲାଇବ ବସ୍‌…

 କ୍ୟାପିଟାଲ ହସ୍ପିଟାଲରେ  ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ଆଟେଣ୍ଡାଣ୍ଟ ନିଲମ୍ବିତ

ଭୁବନେଶ୍ୱର,୨୭।୯: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଗାଇନିଂ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ତେବେ ଘଟଣାର ତଦନ୍ତ ଜାରି ରହିବ…

୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୯(ସୁନିତ୍‌ ମିଶ୍ର): ବିଧାନସଭା ଅଧିବେଶନ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହେବାପରେ ସଂସଦୀୟ ବ୍ୟାପାର ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ବାସନ୍ତୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୋକ ପ୍ରସ୍ତାବ…

ଏମ୍‌ସରେ ଖୋଲିବ ୩ ନୂଆ ବିଭାଗ

ଭୁବନେଶ୍ୱର, ୨୭।୯(ଅସମାପିକା ସାହୁ): ରୋଗୀ ସେବାକୁ ତ୍ୱରାନ୍ବିତ କରିବା ପାଇଁ ଏମ୍‌ସ ଭୁବନେଶ୍ୱର ଆଉ ତିନୋଟି ବିଭାଗ ଖୋଲିବ। ଏହି ବିଭାଗଗୁଡ଼ିକ ହେଲା ସଂକ୍ରାମକ ରୋଗ ବିଭାଗ, ବାୟୋ ଇନ୍‌ଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଷ୍ଟିକ୍ସ ବିଭାଗ। ଷ୍ଟାଣ୍ଡିଂ ଏକାଡେମିକ୍‌ କମିଟି ଏହାର…

୨୮ରେ ସରକାରୀ ଛୁଟି

ଭୁବନେଶ୍ୱର, ୨୭।୯(ଅସମାପିକା ସାହୁ): ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଆସନ୍ତା ୨୮ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହିଦିନ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ କୋର୍ଟ(ଏକ୍‌ଜିକ୍ୟୁଟିଭ୍‌)ବନ୍ଦ ରହିବ। ଏ ନେଇ ମଙ୍ଗଳବାର ରାଜସ୍ବ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?